ଆରମ୍ଭ ହୋଇଛି ପିତୃପକ୍ଷ: କ’ଣ ଆପଣଙ୍କ ସ୍ବପ୍ନରେ ଆସୁଛନ୍ତି ପିତୃପୁରୁଷ, ଜାଣନ୍ତୁ କ’ଣ ଏହାର…

ପିତୃପୁରୁଷଙ୍କ ଆତ୍ମାର ଶାନ୍ତି ପାଇଁ ଶ୍ରାଦ୍ଧ, ପିଣ୍ଡ ଦାନ ଏବଂ ଦାନ-ଧର୍ମ ଭଳି କାର୍ଯ୍ୟ କରାଯାଏ। ପ୍ରାୟତଃ ପିତୃପକ୍ଷ ସମୟରେ କିଛି ଲୋକଙ୍କର ସ୍ବପ୍ନରେ ସେମାନଙ୍କର ପୂର୍ବଜ ଆସିଥାନ୍ତି ବୋଲି ଶୁଣିବାକୁ ମିଳିଥାଏ। ସ୍ବପ୍ନଶାସ୍ତ୍ର ଅନୁଯାୟୀ, ଯଦି ଜଣେ ବ୍ୟକ୍ତିର ସ୍ବପ୍ନରେ ପୂର୍ବପୁରୁଷ ଆସୁଛନ୍ତି, ତେବେ ଏହାର ଏକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ରହିପାରେ। ଏହିପରି ସଙ୍କେତଗୁଡ଼ିକୁ ବୁଝିବା ଅତ୍ୟନ୍ତ ଜରୁରୀ। ଏଗୁଡ଼ିକରେ ଅନେକ ଗୁରୁତ୍ୱପୂର୍ଣ୍ଣ ରହସ୍ୟ ଲୁଚି ରହିଥାଏ, ଯେପରିକି:-

୧. ଯଦି ପିତୃପୁରୁଷମାନେ ସ୍ବପ୍ନରେ ଆପଣଙ୍କ ଆଡକୁ ହାତ ବଢ଼ାଉଛନ୍ତି, ଏହାର ଅର୍ଥ ହେଉଛି ଯେ ସେମାନେ ଆପଣଙ୍କ ଜୀବନରେ ଚାଲିଥିବା ସମସ୍ୟାର ସମାଧାନ କରିବାକୁ ଚାହୁଁଛନ୍ତି । ଏହି ପ୍ରକାର ସ୍ବପ୍ନକୁ ବହୁତ ଶୁଭ ବୋଲି ବିବେଚନା କରାଯାଏ।

୨. ଯଦି ତୁମେ ତୁମର ସ୍ବପ୍ନରେ ବାପାଙ୍କୁ କ୍ରୋଧିତ କରୁଥିବାର ଦେଖୁଛ, ତେବେ ଏହାକୁ ଗମ୍ଭୀରତାର ସହିତ ଗ୍ରହଣ କରିବା ଆବଶ୍ୟକ। ଏହାର ଅର୍ଥ ହେଉଛି କିଛି ବିଷୟରେ ବାପା ତୁମ ଉପରେ ରାଗିଛନ୍ତି। ଏଭଳି ପରିସ୍ଥିତିରେ ପିତୃପୁରୁଷଙ୍କୁ ଶାନ୍ତ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବା ଆବଶ୍ୟକ।

୩. ଯଦି ବାପା ସ୍ବପ୍ନରେ ମିଠା ଖାଉଛନ୍ତି କିମ୍ବା ମିଠା ବାଣ୍ଟୁଥିବାର ଦେଖାଯାଏ, ତେବେ ଏହାକୁ ଏକ ଶୁଭ ସଙ୍କେତ ଭାବରେ ବିବେଚନା କରନ୍ତୁ। ଏହାର ଅର୍ଥ ଆପଣ ଶୀଘ୍ର କିଛି ଭଲ ଖବର ପାଇବାକୁ ଯାଉଛନ୍ତ। ଚାକିରି-ବୃତ୍ତି ସହିତ ଜଡିତ କିଛି ଭଲ ଖବର ମଧ୍ୟ ଆପଣ ପାଇପାରିବେ।

୪: ଯଦି ତୁମେ ତୁମ ବାପାଙ୍କୁ ଚୁଟି ସାଉଁଳିଦେବା ଅଥବା ମୁଣ୍ଡ କୁଣ୍ଡାଇଦେବା ଦେଖୁଥାଅ ତେବେ ବୁଝିନିଅ ଯେ ଆପଣଙ୍କ ଉପରେ ଯେଉଁ ବିପଦ ଆସିବାର ଥିଲା, ସେଥିରୁ ପିତୃପୁରୁଷ ଆପଣଙ୍କୁ ରକ୍ଷା କରିଛନ୍ତି।

୫. ଯଦି ତୁମେ ତୁମର ପୂର୍ବପୁରୁଷମାନଙ୍କୁ ତୁମର ସ୍ବପ୍ନରେ କାନ୍ଦୁଥିବାର ଦେଖ, ତେବେ ଏହାକୁ ଏକ ଅଶୁଭ ସଙ୍କେତ ଭାବରେ ବିବେଚନା କର। ଏହାର ଅର୍ଥ ଶୀଘ୍ର କିଛି ବଡ ଅସୁବିଧା ଆପଣଙ୍କ ଉପରେ ଆସିବାକୁ ଯାଉଛି। ସ୍ବପ୍ନରେ ପିତୃପୁରୁଷ କାନ୍ଦି ଆପଣଙ୍କୁ ସେହି ଘଟଣା ବିଷୟରେ ଅବଗତ କରାଇବାକୁ ଚାହୁଁଛନ୍ତି।

ଚଳିବ ବର୍ଷ ଏହି ବର୍ଷ ପିତୃପକ୍ଷ ସେପ୍ଟେମ୍ବର ୧୦ ରୁ ସେପ୍ଟେମ୍ବର ୨୫ ପର୍ଯ୍ୟନ୍ତ ଚାଲିବ। ଏଥିରେ ୧୭ ସେପ୍ଟେମ୍ବରରେ କୌଣସି ଶ୍ରାଦ୍ଧ ମାନ୍ୟ ରହିବ ନାହିଁ। ବାକି ଦିନ ଆପଣ ତାରିଖ ଅନୁଯାୟୀ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେଇ ପାରିବେ। ପିତୃପକ୍ଷ ସମୟରେ ପିତୃପୁରୁଷଙ୍କୁ ତର୍ପଣ ଏବଂ ପିଣ୍ଡ ଦାନ ଅର୍ପଣ କରିବା ଦ୍ୱାରା ପିତୃପୁରୁଷଙ୍କ ଆତ୍ମା ଶାନ୍ତି ପାଇଥାଏ ।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri