ଭୁବନେଶ୍ୱରରେ ଯାତ୍ରାର ପ୍ରଥମ ଫ୍ରାଞ୍ଚାଇଜ୍‌ ଷ୍ଟୋର

ଭୁବନେଶ୍ୱର,୧୨।୮ : ଦେଶର ଅଗ୍ରଣୀ ଅନଲାଇନ୍‌ ଟ୍ରାଭେଲ୍‌ କମ୍ପାନୀ ଯାତ୍ରା (ୟାତ୍ରା) ର ପ୍ରଥମ ଅଫଲାଇନ୍‌ ଫ୍ରାଞ୍ଚାଇଜ୍‌ ଷ୍ଟୋର ଓଡିଶା ବଜାରରେ ଉଦଘାଟିତ ହୋଇଯାଇଛି। ବିଶେଷ କରି ଭୁବନେଶ୍ୱରର ଜୟଦେବଠାରେ ଯାତ୍ରାର ପ୍ରଥମ ଫ୍ରାଞ୍ଚାଇଜ୍‌ ଷ୍ଟୋର ଆନୁଷ୍ଠାନିକ ଭାବେ ଶୁଭାରମ୍ଭ ହୋଇଯାଇଛି। ଏପରିକି ଫ୍ରାଞ୍ଚାଇଜ୍‌ ନେଟୱାର୍କର ସମ୍ପ୍ରସାରଣ ମାଧ୍ୟମରେ ଅଫଲାଇନ୍‌ ସେଟିଂରେ ସୁବିଧା ତଥା ବାଧାମୁକ୍ତ ଭ୍ରମଣ ସମାଧାନ ବିତରଣ କରିବାକୁ ଯାତ୍ରାର ବିସ୍ତାର ପ୍ରତିବଦ୍ଧତାକୁ ସୂଚିତ କରୁଛି। ଭୌତିକ ଇଣ୍ଟରଫେସ ଗ୍ରାହକମାନଙ୍କୁ ସେମାନଙ୍କର ସମସ୍ତପ୍ରକାରର ଭ୍ରମଣ ସୁବିଧା ପାଇଁ ବ୍ୟକ୍ତିଗତ ଧ୍ୟାନ ଚାଳିତ ସେବାଗୁଡିକ ଅନୁଭବ କରାଇଥାଏ। କମ୍ପାନୀର ନୂତନ ଫ୍ରାଞ୍ଚାଇଜ୍‌ ଷ୍ଟୋରକୁ ୧୦୦% ଡିଜିଟାଇଜେସନ୍‌ କରାଯିବା ସହିତ ଗ୍ରାହକଙ୍କୁ ଯାତ୍ରାର ଉତ୍ପାଦ ତଥା ସେବାଗୁଡିକ ଉପଲବ୍ଧ କରାଯାଇ ତୁରନ୍ତ ବୁକ୍‌ କରିବାକୁ ଅନୁମତି ଦିଆଯିବ ଯେଉଁଥିରେ ଉଭୟ ଆନ୍ତର୍ଜାତୀୟ ତଥା ଘରୋଇ ଗନ୍ତବ୍ୟସ୍ଥଳ, ଫ୍ଲାଇଟ୍‌ ବୁକିଂ, ହୋଟେଲ ବୁକିଂ, ଭିସା ସହାୟତା ସେବା, ଭ୍ରମଣ ବୀମା ଏବଂ ଛୁଟି ପ୍ୟାକେଜ୍‌ ଇତ୍ୟାଦି ଅନ୍ତର୍ଭୂକ୍ତ ରହିବ। ଏ ସମ୍ପର୍କରେ ଯାତ୍ରାର ସିଓଓ (କର୍ପୋରେଟ୍‌ ଟ୍ରାଭେଲ୍‌ ଆଣ୍ଡ ହେଡ୍‌ ଇଣ୍ଡଷ୍ଟ୍ରି ରିଲେସନସ୍‌) ସବିନା ଚୋପ୍ରା କହିଛନ୍ତି, ପୂବାଞ୍ଚଳ ବଜାର ଭୁବନେଶ୍ୱରଠାରେ ପ୍ରଥମ ଷ୍ଟୋର୍‌ ଖୋଲି ଆମେ ବେଶ ଆନନ୍ଦିତ। ଏପରିକି ଭୁବନେଶ୍ୱରରେ ଯାତ୍ରା.କମର କାର୍ଯ୍ୟାଳୟ ଘୋଲିବା ଆମ ପାଇଁ ଏକ ବିଶେଶ ମୁହୂର୍ତକୁ ସୂଚିତ କରୁଛି। ବିଶେଷ କରି ଅଫଲାଇନ୍‌ ଷ୍ଟୋର ଯାତ୍ରୀଙ୍କୁ ସଂଯୋଗ କରିବାକୁ ଏହା ବେଶ ସାହାଯ୍ୟ କରିବ। ଯାହାଦ୍ୱାରା ବ୍ରାଣ୍ଡ ଉପରେ ବିଶ୍ୱାସ ଦୃଢ ହେବ। ସେହିଭଳି ଇଣ୍ଟରାକ୍ଟିଭ୍‌ ଷ୍ଟୋର ଅଭିଜ୍ଞତା ଏବଂ ବ୍ୟକ୍ତିଗତ ସହାୟତା ଓ ବିଶେଷଜ୍ଞ ମାର୍ଗଦର୍ଶନ ସହିତ ଆମେ ଆମର ଭ୍ରମଣକାରୀଙ୍କ ପରିବର୍ତିତ ଆବଶ୍ୟକତାକୁ ପ୍ରଥମେ ପୂରଣ କରିବା ଏବଂ ସେମାନଙ୍କର ଯାତ୍ରା ଯାତ୍ରାକୁ ସଫଳ କରିବାକୁ ଲକ୍ଷ୍ୟ ରଖିଛୁ।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri