କ୍ରିସ୍‌ମାସ୍‌ ପୂର୍ବ ସଂନ୍ଧ୍ୟାରେ ଅଘଟଣ: ଆଇଫିଲ୍‌ ଟାଓ୍ବାରରେ ଲାଗିଲା ନିଆଁ, ଫସି ରହିଲେ ହଜାର ହଜାର ପର୍ଯ୍ୟଟକ

ପ୍ୟାରିସ,୨୪।୧୨: ଆଇକନକ ଆଇଫିଲ୍‌ ଟାଓ୍ବାରରେ ଲାଗିଲା ନିଆଁ। ଏଥିନେଇ ପୁରା ଟାଓ୍ବାରକୁ ଶୀଘ୍ର ଖାଲି କରାଯାଇଥିଲା। ସେଠାରେ ଉପସ୍ଥିତ ପର୍ଯ୍ୟଟକମାନଙ୍କୁ ଐତିହାସିକ ସ୍ଥାନରୁ ଦୂରକୁ ନିଆଯାଇଥିଲା। କ୍ରିସମାସ୍‌ ପୂର୍ବଦିନ ଯୋଗୁ ଟାଓ୍ବାରରେ ବହୁ ସଂଖ୍ୟକ ଲୋକ ଏକତ୍ରିତ ହୋଇଥିଲେ। ହେଲେ ଏହାର ଏକ ଲିଫ୍ଟରେ ନିଆଁ ଲାଗିବା ଯୋଗୁ ଭୟର ବାତାବରଣ ଖେଳିଯାଇଥିଲା। ସମସ୍ତଙ୍କୁ ଠିକ୍‌ ସମୟରେ ବାହାରକୁ ବାହାର କରି ନିଆଯାଇଥିବାରୁ ବଡ଼ ଦୁର୍ଘଟଣା ଟଳିଛି। ସେହିଭଳି ଘଟଣା ପରେ ଟାଓ୍ବାରକୁ ବନ୍ଦ କରାଯାଇ ଘଟଣାର ତଦନ୍ତ ଚାଲିଛି।

ମିରର୍‌ ୟୁକେର ରିପୋର୍ଟ ମୁତାବକ, ଟାଓ୍ବାରର ରକ୍ଷଣାବେକ୍ଷଣ କରୁଥିବା କମ୍ପାନୀ ଏସ୍‌ଇଟିଇର ମୁଖପାତ୍ରଙ୍କ ଅନୁଯାୟୀ ଲିଫ୍ଟରେ ସର୍ଟ ସର୍କିଟ ଯୋଗୁ ଆଲାର୍ମ ବାଜ ଉଠିଥଲା। ଟାଓ୍ବାରର ଦ୍ୱିତୀୟ ମହଲା ଏବଂ ଉପର ମହଲାରେ ସମାନ ଘଟଣା ଦେଖିବାକୁ ମିଳିଥିଲା। ସୁରକ୍ଷା ପ୍ରକ୍ରିୟାକୁ ନେଇ ଆମେ ଆଇଫିଲ୍‌ ଟାଓ୍ବାରକୁ ଖାଲି କରିଦେଇଛୁ ବୋଲି ମୁଖପାତ୍ର କହିଛନ୍ତି।

ସାଧାରଣତଃ କ୍ରିସମାସ ଅବସରରେ ବହୁ ସଂଖ୍ୟକ ପର୍ଯ୍ୟଟକ ଆଇଫିଲ ଟାଓ୍ବାର ପରିଦର୍ଶନ କରିବାକୁ ଆସନ୍ତି। ଆଜି ମଧ୍ୟ ସମାନ ଘଟିଥିଲା। ସେଠାରେ ପର୍ଯ୍ୟଟକମାନେ କିଛି ଧୂଆଁ ବାହାରୁଥିବା ଦେଖିଥିଲେ। ପରେ ଆଲାର୍ମ ବାଜିଥିଲା। ଏହା ପରେ କିଛି ସମୟ ଲାଗି ଲୋକେ ଦୌଡ଼ିବା ଆରମ୍ଭ କରିଥିଲେ। ଶେଷରେ ପ୍ରାୟ ୧୨୦୦ ଲୋକଙ୍କୁ ଟାଓ୍ବାରରୁ ସୁରକ୍ଷିତ ଭାବେ ବାହାର କରାଯାଇଥିା ସୂଚନା ମିଳିଛି। ଏଥିରେ କୌଣସି ପର୍ଯ୍ୟଟକଙ୍କ କ୍ଷତି ହୋଇ ନ ଥିବା ପ୍ରାରମ୍ଭିକ ରିପୋର୍ଟରେ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏ କି ସଙ୍କେତ! ରାତାରାତି ରକ୍ତ ପରି ନାଲି ହୋଇଗଲା ସମୁଦ୍ର; ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ,୧୭ା୧୨: ଇରାନର ହରମୁଜ୍ ଦ୍ୱୀପର ଉପକୂଳବର୍ତ୍ତୀ ଅଞ୍ଚଳରେ ଏକ ଅଦ୍ଭୁତ ଏବଂ ଚମତ୍କାର ପରିବର୍ତ୍ତନ ଦେଖିବାକୁ ମିଳିଛି। ସାମ୍ପ୍ରତିକ ପ୍ରବଳ ବର୍ଷା ପରେ ଦ୍ୱୀପର ବେଳାଭୂମି...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

‘ଭାରତରେ ଉତ୍ପାଦନ ହ୍ରାସ ପାଉଛି…,’ ଜର୍ମାନୀରେ BMW ଫ୍ୟାକ୍ଟ୍ରିରେ ପହଞ୍ଚି ଭିଡିଓ ଶେୟାର କଲେ ରାହୁଲ

ବର୍ଲିନ,୧୭।୧୨: କଂଗ୍ରେସ ନେତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ଜର୍ମାନୀର BMW କାରଖାନା ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri