Posted inଖେଳ

କଣ ରହିଛି ଏଲନ୍‌ ମସ୍କଙ୍କ କମ୍ପାନୀ ଟେସ୍‌ଲାର ମୂଲ୍ୟ, ଜାଣନ୍ତୁ

ନୂଆଦିଲ୍ଲୀ: ଏଲନ୍‌ ମସ୍କ ଗତ କିଛି ଦିନ ହେବ ବେଶ ଚର୍ଚ୍ଚାରେ ରହି ଆସୁଛନ୍ତି। ତାଙ୍କ କମ୍ପାନୀର ବଜାର ମୂଲ୍ୟ ବଢିବା ଯୋଗୁ ବର୍ତ୍ତମାନ ସେ ବିଶ୍ୱର ଦ୍ୱିତୀୟ ଧନୀ ହୋଇ ପାରିଛନ୍ତି। ତାଙ୍କ କମ୍ପାନୀର ମୋଟ୍‌ ବଜାର ମୂଲ୍ୟ କେତେ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ। ଯାହା ଭାରତର ଟପ୍‌ ୫ କମ୍ପାନୀର ବଜାର ମୂଲ୍ୟଠାରୁ ମଧ୍ୟ ଅଧିକ ହେବ। ହଁ ଏହା ସତ। ଏଲନ୍‌ ମସ୍କଙ୍କ କମ୍ପାନୀ ଟେସ୍‌ଲାର ମୂଲ୍ୟ ୪୦.୧୯ ଲକ୍ଷ କୋଟି ଟଙ୍କା ରହିଛି। ସୂଚନାଯୋଗ୍ୟ, ଭାରତୀୟ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ବଜାର ମୂଲ୍ୟ ୧୨.୨୩ ଲକ୍ଷ କୋଟି ଟଙ୍କା ରହିଛି। ସେହିଭଳି ଟିସିଏସ୍‌ ମୂଲ୍ୟ ୧୦.୦୫ ଲକ୍ଷ କୋଟି, ଏଚ୍‌ଡିଏଫ୍‌ସି ବ୍ୟାଙ୍କ ୭.୯୩ ଲକ୍ଷ କୋଟି, ହିନ୍ଦୁସ୍ତାନ ୟୁନିଲିଭର ୫.୦୨ ଲକ୍ଷ କୋଟି ଏବଂ ଇନ୍‌ଫୋସିସ ୪.୬୮ ଲକ୍ଷ କୋଟି ଟଙ୍କା ରହିଛି। ଅର୍ଥାତ ୫ ଭାରତୀୟ ଟପ୍‌ କମ୍ପାନୀର ବଜାର ପୁଞ୍ଜିକରଣ ମୂଲ୍ୟ ୩୯.୯୧ ଲକ୍ଷ କୋଟି ଟଙ୍କା ରହିଛି। ଏହାବାଦ ଦୁନିଆର ୬ ବଡ ଅଟୋମୋବାଇଲ କମ୍ପାନୀଠାରୁ ମଧ୍ୟ ବଡ ହେଉଛି ଟେସଲା। ୨୦୨୦ରେ ବର୍ତ୍ତମାନ ପର୍ଯ୍ୟନ୍ତ ଏଲନ୍‌ ମସ୍କଙ୍କର ସମ୍ପତ୍ତି ୧୦.୩୪ ଲକ୍ଷ କୋଟି ଟଙ୍କା ବଢିଛି। ମାଇକ୍ରୋସଫ୍ଟ ପ୍ରତିଷ୍ଠାତା ବିଲ୍‌ ଗେଟ୍‌ସଙ୍କୁ ପଛରେ ପକାଇ ଏଲ୍‌ନ ମସ୍କ ଦୁନିଆର ଦ୍ୱିତୀୟ ଧନଶାଳୀ ବ୍ୟକ୍ତି ବିବେଚିତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୁଲାଡରେ ରାଜ୍ୟସ୍ତରୀୟ ଭଞ୍ଜଜୟନ୍ତୀ ପାଳିତ: ଏମାନଙ୍କୁ ମିଳିଲା ଭଞ୍ଜଶ୍ରୀ ଉପାଧି

ଭଞ୍ଜନଗର,୩।୩(ବାବୁଲା ପ୍ରଧାନ): କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଜନ୍ମପୀଠ ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ କୁଲାଡଠାରେ ଦୁଇଦିନ ଧରି ଚାଲିଥିବା ରାଜ୍ୟ ସ୍ତରୀୟ ୩୬ ତମ ଭଞ୍ଜ ଜୟନ୍ତୀ…

ଆମେରିକା-ଇରାନ ଯୁଦ୍ଧ ମଧ୍ୟରେ ଅଶୋଧିତ ତେଲର ମୂଲ୍ୟ ବୃଦ୍ଧି! ଭାରତରେ ମହଙ୍ଗା ହେବ ପେଟ୍ରୋଲ ଏବଂ ଡିଜେଲ?

ନୂଆଦିଲ୍ଲୀ,୩।୩: ମଧ୍ୟପ୍ରାଚ୍ୟରେ ବୃଦ୍ଧି ପାଉଥିବା ଯୁଦ୍ଧ ଏବେ ସିଧାସଳଖ ବିଶ୍ୱ ଶକ୍ତି ବଜାର ବା ଗ୍ଲୋବାଲ ଏନର୍ଜି ମାର୍କେଟକୁ ପ୍ରଭାବିତ କରୁଛି। Strait of Hormuz ବା…

ପାକିସ୍ତାନ ଖେଳାଳିଙ୍କ ପାଇଁ ବୋଲି ଲଗାଇବେ ଭାରତୀୟ ମାଲିକ? ଦି ହଣ୍ଡ୍ରେଡ ଅକ୍ସନରେ ୧୪ ପାକିସ୍ତାନୀ ଖେଳାଳି ସାମିଲ, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୩।୩: ଇଂଲଣ୍ଡର ଲୋକପ୍ରିୟ ଟି-୨୦ ଲିଗ, ଦି ହଣ୍ଡ୍ରେଡ, ଆଗାମୀ ସିଜିନ ପାଇଁ ଖେଳାଳିଙ୍କ ଲମ୍ବା ତାଲିକା ପ୍ରକାଶ ପାଇଛି। ଏଥର ନିଲାମରେ ୨୪୭ ଜଣ ଖେଳାଳି…

୩ୟ ବିଶ୍ୱଯୁଦ୍ଧକୁ ନେଇ ବାବା ଭେଙ୍ଗାଙ୍କ ଭୟଙ୍କର ଭବିଷ୍ୟବାଣୀ, ଯୁଦ୍ଧକୁ ଡେଇଁବେ ଏସବୁ ଦେଶ!

ବଢ଼ୁଥିବା ବିଶ୍ୱ ଉତ୍ତେଜନା ମଧ୍ୟରେ, ବାବା ଭେଙ୍ଗାଙ୍କ ତୃତୀୟ ବିଶ୍ୱଯୁଦ୍ଧର ଭବିଷ୍ୟବାଣୀ ପୁଣି ଥରେ ସୋସିଆଲ ମିଡିଆରେ ଟ୍ରେଣ୍ଡିଂ ଆରମ୍ଭ କରିଛି, ବିଶେଷକରି ଆମେରିକା, ଇସ୍ରାଏଲ ଏବଂ…

ଯୁଦ୍ଧ ଭିତରେ ଭାରତ କଲା ବଡ଼ ଡିଲ୍‌, ଚାଇନା-ପାକିସ୍ତାନକୁ ଶକ୍ତ ଝଟ୍‌କା

ନୂଆଦିଲ୍ଲୀ,୩।୩: ଗତ କିଛି ବର୍ଷର ସମ୍ପର୍କକୁ ବିଚାରକୁ ନେଲେ, ଭାରତ ଏବଂ କାନାଡା ମଧ୍ୟରେ ଏକ ଐତିହାସିକ ଚୁକ୍ତି କିଏ ପୂର୍ୱାନୁମାନ କରିପାରିଥାନ୍ତା? କିନ୍ତୁ ଏକ ଚୁକ୍ତି…

ଭକ୍ତଙ୍କୁ ଭେଟିଲେ ରମେଶ …

ଭୁବନେଶ୍ୱର,୩।୩: ବିଧାୟକ ବୈଠକରେ ଅନୁପସ୍ଥିତ ସାନଖେମୁଣ୍ଡି ବିଧାୟକ ରମେଶ ଜେନା ପିସିସି ସଭାପତିଙ୍କୁ ଭେଟିଛନ୍ତି। ରାଜ୍ୟସଭା ନିର୍ବାଚନରେ ଦତେଶ୍ୱର ହୋତାଙ୍କୁ ସମର୍ଥନ ନେଇ ମଧ୍ୟ ଆଲୋଚନା କରିଛନ୍ତି।…

କୋର୍ଟକୁ ବୋମା ପକାଇ ଉଡ଼ାଇ ଦେବାକୁ ଧମକ: ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

କେନ୍ଦୁଝର,୩।୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା କୋର୍ଟକୁ ବୋମା ପକାଇ ଉଡ଼ାଇ ଦେବାକୁ ସନ୍ଦେହପୂର୍ଣ୍ଣ ଇ-ମେଲ ଆସିବା ପରେ ଆଜି ପୋଲିସ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।…

ସ୍କୁଲ ହଷ୍ଟେଲରେ ଆଖିବୁଜିଲେ ଛାତ୍ରୀ: ସାଂଘାତିକ ଅଭିଯୋଗ ଆଣିଲେ ପରିବାର

ରାୟଗଡା,୩/୩(ଆଶିଷ ରଞ୍ଜନ ପଣ୍ଡା): ରାୟଗଡା ଜିଲା ମୁନିଗୁଡା ବ୍ଲକ ଅନ୍ତର୍ଗତ ଅମ୍ବାଦଳା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ହଷ୍ଟେଲରେ ରହି ପାଠ ପଢୁଥିବା ଜଣେ ଛାତ୍ରୀଙ୍କ ମୃତ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri