ଚାଷୀଙ୍କୁ ମିଳୁନି ଆବଶ୍ୟକତା ଅନୁସାରେ ସାର, ସୋସାଇଟିରେ ଲାଗିଛି ଲମ୍ବା ଲାଇନ୍‌, କଳବଜାର ଅଭିଯୋଗ ଆଣି…

ଛତ୍ରପୁର,୭ା୯(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ବିଭିନ୍ନ ସ୍ଥାନରେ ସାରର ଅଭାବୀ ବିକ୍ରି ସହ କଳାବଜାର ହେଉଥିବା ନେଇ ଅଭିଯୋଗ କରୁଛନ୍ତି ଚାଷୀ। ଏବେ ବିଲରେ ରୁଆପୋତା ସମୟରେ ଆବଶ୍ୟକ ରହିଛି ସାର। ଏହାର ଭିତରେ ଚାଷୀକୁ ମିଳିପାରୁନାହିଁ ସାର। ସାର ପାଇଁ ସକାଳୁ ଆସି ଲମ୍ବା ଲାଇନରେ ଛିଡ଼ା ହେଉଛନ୍ତି ଚାଷୀ। ଜିଲାରେ ଚଳିତ ମାସ ୫ରେ ୧୮୦୦ ମେଟ୍ରିକ୍‌ ଟନ୍‌ ସାର ଆସିଛ। ୧୨୬ଟି ସୋସାଇଟ୍‌ ଏହା ପ୍ରଦାନ କରାଯାଇଥିବା କୃଷି ବିଭାଗ ପକ୍ଷରୁ ସୂଚନା ମିଳିଛି। ଛତ୍ରପୁର ବ୍ଲକ ଭିକାରୀପଲ୍ଲୀ ପଞ୍ଚାୟତ ଅଧୀନ ଲଣ୍ଡାବାଉଁଶ ସୋସାଇଟିରେ କାଲି ସାର ଆସିବାରୁ ଚାଷୀ ଏହା ଜାଣି ସକାଳୁ ସକାଳୁ ଭିଡ ଜମାଇଛନ୍ତି।

ଦୁଇଟି ସୋସାଇଟିର ୧୪ ଖଣ୍ଡ ଗ୍ରାମ ଏହି ସୋସାଇଟ ଉପରେ ର୍ନିଭର କରୁଛନ୍ତି ସାର ପାଇ। ୫ଶହରୁ ଊର୍ଦ୍ଧ୍ୱ ଚାଷୀ ସକାଳୁ ଜଗିରହିଥିବା ବେଳେ ମାତ୍ର ସାର ଆସିଛି ୨୨୫ଟି ବସ୍ତା । ସମସ୍ତ ଚାଷୀକୁ କିପରି ମିଳିବ । ଏପରିକି ଜଣକୁ ଗୋଟିଏ ବସ୍ତା ଆଧାର କାର୍ଡ ଜେରକ୍ସ ରଖି ପ୍ରଦାନ କରାଯାଉଛି । କାହାକୁ ୫ଟି ବସ୍ତା ଆବସ୍ୟକ ବେଳେ ତାକୁ ଦିଆଯାଉଛି ଗୋଟିଏ ବସ୍ତା । କାହାକୁ ଗୋଟିଏ ବି ବସ୍ତା ମିଳିପାରୁନାହି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି । ନିଜେ ମଧ୍ୟ ସୋସାଇଟି ସମ୍ପାଦକ ମଧ୍ୟ ନିରାଶ ହୋଇଛନ୍ତି । ଲୋକେ ଅଛନ୍ତି ୫ଶହରୁ ଉର୍ଦ୍ଧ ଆସିଛି ୨୨୫ଟି ବସ୍ତା ଏବଂ ଜଣକୁ ଗୋଟିଏ ହିଁ ଦିଆଯାଉଛି। କିପରି ସମସ୍ତ ଚାଷୀଙ୍କୁ ଆବଶ୍ୟକ ହେଉଥିବା ସାର ମିଳିବା ଜରୁରୀ । ନଚେତ ଚାଷୀ ବାହାରୁ ଅସାଧୁ ବ୍ୟବସାୟୀଙ୍କ ଠାରୁ ଚଢ଼ାଦରରେ କିଣିବା ପାଇଁ ବାଧ୍ୟ ହେଉଛନ୍ତି ବୋଲି କହିଥିଲେ ଚାଷୀ । ଯେଉଁ ସମୟୟରେ ସାର ଆବଶ୍ୟକ ସେହି ସମୟରେ ହିଁ ସାର ମିଳିବା ଜରୁରୀ ।

ସୂଚନା ଥାଉକି, ଗଞ୍ଜାମ ଜିଲାରେ ଚଳିତ ବର୍ଷ ଖରିଫ ସମୟରେ ୧ ଲକ୍ଷ ୫୬ ହଜାର ୭୧୩ ଜଣ ଚାଷୀ ପଞ୍ଜୀକରଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ଭାରତରେ ପ୍ରଥମ ଥର ବଢିଲା ପେଟ୍ରୋଲ ରେଟ୍‌, ଲିଟର ପ୍ରତି ଦେବାକୁ ପଡିବ…

ନୂଆଦିଲ୍ଲୀ,୨୦।୩: ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ (HPCL) ଏହାର ପ୍ରିମିୟମ ପେଟ୍ରୋଲର ମୂଲ୍ୟ ପ୍ରତି ଲିଟର 2ଟଙ୍କା ବୃଦ୍ଧି କରିଛି। ନୂତନ ଦର ଶୁକ୍ରବାର ଠାରୁ କାର୍ଯ୍ୟକାରୀ…

ମେ’ ୪ରୁ ମା’ ରାମାୟାଣାମ୍ମା ଠାକୁରାଣୀଙ୍କ ଯାତ୍ରା: ଅନୁମତି ପାଇଁ କମିଟି ଜିଲାପାଳଙ୍କୁ ଭେଟି…

ଛତ୍ରପୁର,୨୦ା୩(ଦିଲ୍ଲୀପ ସାମଲ): ଚଳିତ ବର୍ଷ ଗଞ୍ଜାମ ଜିଲା ଛତ୍ରପୁର ସହରର ଆରାଧ୍ୟା ଦେବୀ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା ଅନୁଷ୍ଠିତ ହେବ। ଏଥିପାଇଁ ଯାତ୍ରା କମିଟି ପକ୍ଷରୁ…

ହର୍ମୁଜ ଷ୍ଟ୍ରେଟ ଆକ୍ରମଣକୁ ନେଇ କଡ଼ା ଚେତାବନୀ ଦେଲାଣି ଭାରତ! କହିଲା ବେକାର ଯିବନାହିଁ ନିର୍ଦ୍ଦୋଶ ଲୋକଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୨୦।୩: ଯୁକ୍ତରାଜ୍ୟରେ ଭାରତର ହାଇକମିଶନର ବିକ୍ରମ ଡୋରାଇସ୍ବାମୀ, ହର୍ମୁଜ ଷ୍ଟ୍ରେଟରେ ଜାହାଜ ଉପରେ ଆକ୍ରମଣକୁ ଦୃଢ଼ ନିନ୍ଦା କରିଛନ୍ତି। ବିକ୍ରମ ଡୋରାଇସ୍ବାମୀ ସମସ୍ତ ନାବିକଙ୍କ ସୁରକ୍ଷା, ନୌଚାଳନା…

ଆଶଙ୍କାରେ ପେନ୍‌ସନ୍‌ଭୋଗୀଙ୍କ ଭବିଷ୍ୟତ, ସମସ୍ତେ ଏକାଠି ହୋଇ…

କେନ୍ଦୁଝର,୨୦ା୩(ନରେଶ ଚନ୍ଦ୍ର): କେନ୍ଦୁଝର ଜିଲା ଅବସରପ୍ରାପ୍ତ ମାଧ୍ୟମିକ ଶିକ୍ଷକ ଓ କର୍ମଚାରୀ ସଂଘର ଏକ ବୈଠକ ସଭାପତି ସଞ୍ଜୟ ବସନ୍ତ ଚକ୍ରଙ୍କ ଅଧ୍ୟକ୍ଷତାରେ ଶିକ୍ଷକ ଭବନ କେନ୍ଦୁଝରଠାରେ…

ଶ୍ୱଶୁରଙ୍କୁ ନେଇ ଏମିତି କହିଦେଲେ ଧୋନୀଙ୍କ ସ୍ତ୍ରୀ: ଚାରିଆଡ଼େ ହେଉଛି ଚର୍ଚ୍ଚା

ରାଞ୍ଚି,୨୦।୩: ଭରତୀୟ କ୍ରିକେଟ୍‌ ଦଳର ପୂର୍ବତନ କ୍ରିକେଟର୍‌ ମହେନ୍ଦ୍ର ସିଂହ ଧୋନୀଙ୍କ ପରିବାର ସମ୍ପର୍କରେ ଏକ ଭାବପ୍ରବଣ ପୋଷ୍ଟ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ତାଙ୍କ…

ଇରାନକୁ ଆଉ ଏକ ବଡ଼ ଝଟକା, ଇସ୍ରାଏଲୀ ଆକ୍ରମଣରେ IRGC ମୁଖପାତ୍ର ଅଲି ମହମ୍ମଦଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୨୦ା୩: ଇସ୍ରାଏଲ ଏବଂ ଆମେରିକା ସହିତ ଇରାନର ବିବାଦ ଜାରି ରହିଛି । ଏହି ବିବାଦ ମଧ୍ୟରେ ଇରାନକୁ ଆଉ ଏକ ବଡ଼ ଧକ୍କା ଲାଗିଛି ।…

ବ୍ରହ୍ମଚାରିଣୀ ବେଶରେ ଦର୍ଶନ ଦେଲେ ମା’ କନକ ଦୁର୍ଗା

ଦେବଗଡ,୨୦।୩(ଶଶାଙ୍କ ଶେଖର ଝାଙ୍କର): ମଠ ସାହିସ୍ଥିତ ମା’ କନକ ଦୁର୍ଗା ମନ୍ଦିରରେ ବାସନ୍ତୀକ ନବରାତ୍ର ପୂଜା ଦ୍ୱିତୀୟ ଦିବସରେ ଦେବୀଙ୍କ ପୂଜାର୍ଚ୍ଚନା ଚାଲିଛି। ଶୁକ୍ରବାର ମା’ କନକ…

ଲିଭ୍‌ ଇନ୍‌ରେ ରହୁଥିଲେ; ବାହାରେ ଜଗିଥିଲା ପୋଲିସ, ଭିତରେ ଘଟିଲା…

ପୁରୁଣା ଭୁବନେଶ୍ୱର/ପିପିଲି, ୨୦ା୩ (ସୁବାସ ଚନ୍ଦ୍ର ପ୍ରଧାନ/ଦୁର୍ଗାମାଧବ ମିଶ୍ର):ଲିଭ୍‌ ଇନ୍‌ରେ ରହୁଥିବା ଯୁବତୀଙ୍କ ଅଭିଯୋଗ ଆଧାରରେ ଗିରଫ କରିବା ପାଇଁ ଘର ବାହାରେ ପୋଲିସ ଜଗିଥିଲା, ହେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri