ମଲାଇକାଙ୍କ ଗ୍ଲାମର ଲୁକ୍‌ ଦେଖି ପ୍ରଶଂସକ ପାଗଳ

ମୁମ୍ବାଇ: ଅଭିନେତ୍ରୀ ମଲାଇକା ଆରୋରା ସୋସିଆଲ ମିଡିଆରେ ବହୁତ ଆକ୍ଟିଭ୍‌। ମଲାଇକା ତାଙ୍କ ପ୍ରେମ ଖବରକୁ ନେଇ ଚର୍ଚ୍ଚାରେ ଥିବା ବେଳେ ଆଜିକାଲି ତାଙ୍କ ଡ୍ରେସ୍‌, ଲୁକ୍‌ ଏବଂ ଷ୍ଟାଇଲ୍‌କୁ ନେଇ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି। ମଲାଇକା ସୋସିଆଲ ମିଡିଆରେ ତାଙ୍କର କିଛି ଗ୍ଲାମରସ୍‌ ଫଟୋ ଶେୟାର କରିଛନ୍ତି। ଯାହାକୁ ତାଙ୍କ ପ୍ରଶଂସକମାନେ ଖୁବ୍‌ ପସନ୍ଦ କରିଛନ୍ତି। ମଲାଇକା ଏକ ଗୋଲ୍‌ଡେନ୍‌ କଲରର ଡ୍ରେସ୍‌ ପିନ୍ଧ ଭିନ୍ନ ଭିନ୍ନ ଷ୍ଟାଇଲ୍‌ରେ ପୋଜ୍‌ ଦେଇଛନ୍ତି। ମଲାଇକା ଏହି ଫଟୋଗୁଡ଼ିକୁ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଶେୟାର କରିଛନ୍ତି।

Share