୫୪ ବର୍ଷରେ ଆଖିବୁଜିଲେ ଏହି ପ୍ରସିଦ୍ଧ ଅଭିନେତା: ବ୍ରେନ୍‌ ଟ୍ୟୁମରରେ ଥିଲେ ପୀଡିତ

ହଲିଉଡ୍‌ର ଲୋକପ୍ରିୟ ଅଭିନେତା ପଲ ରିଟରଙ୍କର ପରଲୋକ ଘଟିଛି। ବ୍ରେନ୍‌ ଟ୍ୟୁମର ଯୋଗୁ ୫୪ ବର୍ଷରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ପଲ ‘ହ୍ୟାରୀ ପୋଟର’ ପରି ସୁପରହିଟ୍‌ ଫିଲ୍ମରେ କାମ କରିଥିଲେ। ଫିଲ୍ମ ‘ଫ୍ରାଇଡେ ନାଇଟ୍‌ ଡିନର’ରେ ତାଙ୍କ ଚରିତ୍ରକୁ ସବୁଠୁ ବେଶି ମନେ ରଖିଚନ୍ତି ପ୍ରଶଂସକ। ‘ଫ୍ରାଇଡେ ନାଇଟ୍‌ ଡିନର’ର କ୍ରିଏଟର ରୋବର୍ଟ ପାପଲ ପଲଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରିଛନ୍ତି। ସେ ଲେଖିଛନ୍ତି ପଲ ଜଣେ ସୁନ୍ଦର ଏବଂ ଆଶ୍ଚର୍ଯ୍ୟଜନକ ବ୍ୟକ୍ତି ଥିଲେ।

Share