Categories: ଜାତୀୟ

ଦିଲ୍ଲୀରେ ବିସ୍ଫୋରଣ

ନୂଆଦିଲ୍ଲୀ,୨୯।୧: ନୂଆଦିଲ୍ଲୀ ସ୍ଥିତ ଇସ୍ରାଏଲ ଦୂତବାସ ନିକଟରେ ଶୁକ୍ରବାର ଏକ ଆଇଇଡି ବିସ୍ଫୋରଣ ଘଟିଛି। ବିସ୍ଫୋରଣରେ କିଛି କାର କ୍ଷତିଗ୍ରସ୍ତ ହୋଇଛି। ଏହି ଘଟଣାରେ କେହି ମୃତାହତ ହୋଇ ନ ଥିବା ସୂଚନା ମିଳିଛି। ବିସ୍ଫୋରଣ ଛୋଟ ଧରଣର ଥିଲା ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

Share