ମୁମ୍ବାଇରେ ହାଇ ପ୍ରୋଫାଇଲ ସେକ୍ସ ର଼୍ୟାକେଟ: ହୋଟେଲରୁ ୩ ଅଭିନେତ୍ରୀ ଗିରଫ

ମୁମ୍ବାଇ, ୨୪।୧୦: ମୁମ୍ବାଇ ଉପନଗର ଗୋରେଗାଓଁର ଏକ ୫ଷ୍ଟାର ହୋଟେଲରେ ଚାଲିଥିଲା ସେକ୍ସ ର଼୍ୟାକେଟ୍‌। ବିଶେଷ ସୂତ୍ରରୁ ଖବର ପାଇ ଶୁକ୍ରବାର ରାତିରେ ପୋଲିସ ଉକ୍ତ ହୋଟେଲ ଉପରେ ଚଢ଼ାଉ କରି ଜଣେ ବଲିଉଡ୍‌ ଅଭିନେତ୍ରୀଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି। ଏ ନେଇ ପୋଲିସ ଏକ ମାମଲା ମଧ୍ୟ ରୁଜୁ କରିଥିବା ଜଣାପଡ଼ିଛି। ତେବେ ଅନ୍ୟ ୨ ଜଣ ଛୋଟ ପରଦାର ଅଭିନେତ୍ରୀ ବୋଲି ଜଣାପଡ଼ିଛି।

Share