Categories: ଖେଳ

ଟସ୍‌ ଜିତିଲା ଇଂଲଣ୍ଡ, ପ୍ରଥମେ ବୋଲିଂ କରିବ ଭାରତ

ଚେନ୍ନାଇ,୫।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଚେନ୍ନାଇର ଚେପକ ଷ୍ଟାଡିୟମରେ ଆରମ୍ଭ ହୋଇଛି। ଏହି ମ୍ୟାଚ୍‌ରେ ଟସ୍‌ ଜିତି ଇଂଲଣ୍ଡ ଅଦତ୍ନାୟକ ଜୋ ରୁଟ୍‌ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି।
ଭାରତୀୟ ଏକାଦଶ: ରୋହିତ ଶର୍ମା, ଶୁବମନ ଗିଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି (ଅଧିନାୟକ), ଅଜିଙ୍କେ ରାହାନେ, ରିଷଭ ପନ୍ତ (ଉଇକେଟ କିପର), ୱାଶିଂଟନ ସୁନ୍ଦର, ରବିଚନ୍ଦ୍ରନ ଅଶ୍ୱିନ, ଇଶାନ୍ତ ଶର୍ମା, ଜସପ୍ରୀତ ବୁମ୍‌ରା, ଶାହାବାଜ ନଦିମ।
ଇଂଲଣ୍ଡ ଏକାଦଶ: ରୋରୀ ବର୍ନସ, ଡୋମିନିକ ସିବିଲି, ଡାନିଏଲ ଲରେନ୍ସ, ଜୋ ରୁଟ (ଅଧିନାୟକ), ବେନ ଷ୍ଟୋକ୍ସ, ଓଲି ପୋପ, ଜୋସ ବଟଲର (ଉଇକେଟ କିପର), ଡୋମିନିକ ବେସ, ଜୋଫ୍ରା ଆର୍ଚର, ଜ୍ୟାକ ଲିଚ, ଜେମ୍ସ ଆଣ୍ଡେସନ।

Share