ନିର୍ବନ୍ଧରେ ଐଶ୍ୱର୍ଯ୍ୟାଙ୍କୁ ମିଳିଥିଲା ଦାମୀ ମୁଦି, ମୂଲ୍ୟ ଜାଣିଲେ…

ବଲିଉଡ ଅଭିନେତ୍ରୀଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଜାଣିବାକୁ ପ୍ରାୟ ସମସ୍ତଙ୍କ ଇଚ୍ଛା ଥାଏ। ତେବେ ଆଜି ଆପଣଙ୍କୁ ସେମିତି ଜଣେ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ, ଯିଏ ତାଙ୍କ ନିର୍ବନ୍ଧ ମୁଦି ପାଇଁ ମଧ୍ୟ ଚର୍ଚ୍ଚାରେ ରହିଥିଲେ। ସେ ହେଉଛନ୍ତି ମିସ୍‌ ଓ୍ବାଲ୍ଡ ଐଶ୍ୱର୍ଯ୍ୟା ରାୟ।

ଐଶ୍ୱର୍ଯ୍ୟା ୨୦୦୭ରେ ଅଭିଷେକ ବଚ୍ଚନଙ୍କୁ ବିବାହ କରିଥିଲେ। ଅଭିଷେକ ତାଙ୍କୁ ନିର୍ବନ୍ଧରେ ପ୍ରାୟ ୫୦ ଲକ୍ଷ ଟଙ୍କାର ଏକ ମୁଦି ପିନ୍ଧାଇଥିଲେ। ଯାହାକି ୫୩ କ୍ୟାରେଟ ବିଶଷ୍ଠ ଏଥି ସଲିଟାୟାର୍‌ ରିଙ୍ଗ ଥିଲା ।

Share