କେନ୍ଦ୍ରାପଡ଼ା ଜିଲାର ନିର୍ବାଚିତ ସରପଞ୍ଚ, ସମିତିସଭ୍ୟ

କେନ୍ଦ୍ରାପଡ଼ା ଅଫିସ,୨୮ା୨: କେନ୍ଦ୍ରାପଡ଼ା ବ୍ଲକର ୫ ନଂ. ଜିଲା ପରିଷଦ ଜୋନର ଚାରିଗଁା ପଞ୍ଚାୟତ ସରପଞ୍ଚ ଭାରତୀ ମଲ୍ଲିକ, ସମିତିସଭ୍ୟ ମମତା ରାଉତ, ଢ଼ୋଲ ସରପଞ୍ଚ ପ୍ରଫୁଲ୍ଲ ମଲ୍ଲିକ, ସମିତିସଭ୍ୟ ଅକ୍ଷୟ ସାହୁ, ଘାଘରା ସରପଞ୍ଚ ପ୍ରିୟଦର୍ଶନୀ ବିଶ୍ୱାଳ, ସମିତିସଭ୍ୟ କୁଞ୍ଜବିହାରୀ ସ୍ବାଇଁ, ଇନ୍ଦୁପୁର ସରପଞ୍ଚ ପ୍ରଦୀପ୍ତ ରଞ୍ଜନ ସୁତାର, ସମିତିସଭ୍ୟ ସନନ୍ଦା ମଲ୍ଲିକ, ନିକିରାଇ ସରପଞ୍ଚ ଅନ୍ନପୂର୍ଣ୍ଣା ଉଡାନସିଂହ, ସମିତିସଭ୍ୟ ପ୍ରିୟମ୍ବଦା ଦାଶ, କୁତରଙ୍ଗ ସରପଞ୍ଚ ଚିତ୍ତରଞ୍ଜନ ଜେନା, ସମିତିସଭ୍ୟ ମିନତି ଦାସ, କୋରୋ ସରପଞ୍ଚ ଦୀପାଞ୍ଜଳି ଜେନା, ସମିତିସଭ୍ୟ ଜିତେନ୍ଦ୍ର ରାଉତ, ଧୂମାତ ସରପଞ୍ଚ ମଞ୍ଜୁଲତା ସେଠୀ, ସମିତିସଭ୍ୟ ଦେବକୀ ମଲ୍ଲିକ ନିର୍ବାଚିତ ହୋଇଛନ୍ତି।
ମାର୍ଶାଘାଇ,(ଡି.ଏନ.ଏ.): ମାର୍ଶାଘାଇ ବ୍ଲକ ୨୪ ନଂ. ଜିଲା ପରିଷଦ ଜୋନର ଯମପଡ଼ା ପଞ୍ଚାୟତ ସରପଞ୍ଚ ମନୋଜକାନ୍ତ ପରିଡା, ସମିତିସଭ୍ୟ ସୁପ୍ରଭା ଜେନା, ଆଇତିପୁର ସରପଞ୍ଚ ସୁପ୍ରିୟା ସାମନ୍ତରାୟ, ସମିତିସଭ୍ୟ ଉର୍ମିଳା ମହାନ୍ତି, ବନ୍ଧକଟା ସରପଞ୍ଚ ଗୌତମ ମଲ୍ଲିକ, ସମିତିସଭ୍ୟ ରମେଶ ଚନ୍ଦ୍ର ଭୋଇ, ବଚ୍ଛରାଇ ସରପଞ୍ଚ ଛବିଲତା ସେଠୀ, ସମିତିସଭ୍ୟ ଝୁନିଲତା ବେହେରା, ମେହେନ୍ଦିନଗର ସରପଞ୍ଚ ବିଦ୍ୟୁତପ୍ରଭା ସେଠୀ, ସମିତିସଭ୍ୟ ରମାକାନ୍ତ ମହାନ୍ତି, କରିଲୋପାଟଣା ସରପଞ୍ଚ ନମିତାବାଳା ରଥ, ସମିତିସଭ୍ୟ ଜ୍ୟୋର୍ତିମୟୀ ଦାସ, ଆଖୁଆଦକ୍ଷିଣୀ ସରପଞ୍ଚ ତପନ କୁମାର ନାୟକ, ସମିତିସଭ୍ୟ ରଶ୍ମିରଞ୍ଜନ ଦାସ, ଜଳପୋକ ସରପଞ୍ଚ ସୁକାନ୍ତି ମହାନ୍ତି ବିଜୟୀ ହୋଇଛନ୍ତି। ଜଳପୋକ ସମିତିସଭ୍ୟ ପ୍ରାର୍ଥୀଙ୍କ ଫଳାଫଳ ସ୍ଥଗିତ ରଖାଯାଇଛି।
ରାଜକନିକା, (ଡି.ଏନ.ଏ.): ରାଜକନିକା ବ୍ଲକ ୨୭ ନଂ. ଜିଲା ପରିଷଦ ଜୋନର ଅବଦୁଲପୁର ପଞ୍ଚାୟତ ସରପଞ୍ଚ ଦୀପ୍ତିମୟୀ ସାହୁ, ସମିତିସଭ୍ୟ ମିତନି ମଲ୍ଲିକ, ପଣସଗଣ୍ଡ ସରପଞ୍ଚ ଭବାନୀ ମଲ୍ଲିକ, ସମିତିସଭ୍ୟ ସୁଭଦ୍ର ମଲ୍ଲିକ, ପଧାନପଡ଼ା ସରପଞ୍ଚ ସନାତନ ଦାସ, ସଭିତିସଭ୍ୟ ଅଭିମନ୍ୟୁ ଦାସ, ହାଟସାହି ସରପଞ୍ଚ ସୀତା ଦାସ, ସମିତିସଭ୍ୟ ସଞ୍ଜୟ ବେଉରିଆ, ଚଉପଡ଼ା ସରପଞ୍ଚ ଧୀରେନ ଯେନା, ସମିତିସଭ୍ୟ ଜଗନ୍ନାଥ ମଲ୍ଲିକ, ନମତରା ସରପଞ୍ଚ କମଳିନୀ ଯେନା, ସମିତିସଭ୍ୟ ଅର୍ଚ୍ଚନା ମଲିକ, ଦେଉଳତରା ସରପଞ୍ଚ ସଞ୍ଜୟ ପଣ୍ଡା, ସମିତିସଭ୍ୟ ବାବୁରାମ ଜେନ, ସିହୋପଡ଼ା ସରପଞ୍ଚ ଶାନ୍ତି ଜେନା, ସମିତିସଭ୍ୟ ସମିତ୍ରା ସେଠୀ, ବାରାହା ଦୋମଣ୍ଡ, ସରପଞ୍ଚ ପ୍ରସନ୍ନ କୁମାର ମଲିକ, ସମିତିସଭ୍ୟ ରୀନିଲତା ସେଠୀ, ନହୁଣୀ ସରପଞ୍ଚ ତ୍ରିଲୋଚନ ବିଶ୍ୱାଳ, ସମିତିସଭ୍ୟ ଅଞ୍ଜଳି ନାୟକ, ପେଗରପଡ଼ା ସରପଞ୍ଚ ଶ୍ରଦ୍ଧାଞ୍ଜଳି ମଳିକ, ସମିତିସଭ୍ୟ ପ୍ରବେଶନ ମଲିକ ବିଜୟୀ ହୋଇଛନ୍ତି।
ରାଜନଗର,(ଡି.ଏନ.ଏ.): ରାଜନଗର ବ୍ଲକ ୩୦ ନଂ. ଜୋନର ରାଜନଗର ପଞ୍ଚାୟତ ସରପଞ୍ଚ ସୁଶ୍ରୀ ସଙ୍ଗତା ମହାପାତ୍ର, ସମିତିସଭ୍ୟ ସୁନୀତା ସେଠୀ, ମହିଷାସୁର ସରପଞ୍ଚ ଅଶୋକ ମହାନ୍ତି, ସମିତିସଭ୍ୟ ହରପ୍ରିୟା ନାୟକ, ସାନବଡ଼ଗୋପାଳପୁର ସରପଞ୍ଚ ଗୋଲକ ସ୍ବାଇଁ, ସମିତିସଭ୍ୟ ନଳିନୀପ୍ରଭା ରାଉତ, ବାଲିସାହିପାଟଣା ସରପଞ୍ଚ, କୈଳାସ ପରିଡା, ସମିତିସଭ୍ୟ ପ୍ରଶାନ୍ତ ରାଉତ, କେରଡାଗଡ଼ ସରପଞ୍ଚ ତାପସ ସାହୁ, ସମିତିସଭ୍ୟ ଅମର ସୂତାର, ବେଳପାଳ ସରପଞ୍ଚ ବୈଦେହୀ ଦାସ, ସମିତିସଭ୍ୟ ପ୍ରତିଭା ପାତ୍ର, ରାଜପୁର ସରପଞ୍ଚ ରାଣୀ ମଞ୍ଜରୀ ସେଠୀ, ସମିତିସଭ୍ୟ ଜନ୍ମଜେୟ ସେଠୀ, ବନ୍ଧପଡ଼ା ସରପଞ୍ଚ ପୁଷ୍ପଲତା ପାତ୍ର, ସମିତିସଭ୍ୟ ପଷ୍ପଲତା ସିୟ ବିଜୟୀ ହୋଇଛନ୍ତି।
ମହାକାଳପଡ଼ା,(ଡି.ଏନ.ଏ.): ମହାକାଳପଡ଼ା ୧୯ ନଂ. ଜିଲା ପରିଷଦ ଜୋନର ରାଜଗଡ ପଞ୍ଚାୟତ ସରପଞ୍ଚ ମମତା ସାମଲ, ସମିତିସଭ୍ୟ ସ୍ବର୍ଣ୍ଣପ୍ରଭା ବେହେରା, ଆଳାଇଲୋ ସରପଞ୍ଚ ଗୀତାଞ୍ଜଳି ଦାସ, ସମିତିସଭ୍ୟ ମଧୁସ୍ମିତା ଦାସ, ଦେଉଳିପଡ଼ା ସରପଞ୍ଚ ନିବେଦିତା ଦାସ, ସମିତିସଭ୍ୟ ସରୋଜ କୁମାର ପରିଡ଼ା, ବିଜୟନଗର ସରପଞ୍ଚ ରୁପସ୍ବିନୀ ସାହୁ, ସମିତିସଭ୍ୟ ଗୀତାଞ୍ଜଳି ମିଶ୍ର, ବଳିପାଳ ସରପଞ୍ଚ ରଶ୍ମିକାନ୍ତ ପଲାଇ, ସମିତିସଭ୍ୟ ବ୍ରଜସୁନ୍ଦର ରାଉତ, ବଢ଼ିହ ସରପଞ୍ଚ ଅହଲ୍ୟା ଦାସ, ସମିତିସଭ୍ୟ ଅଲେଖ ଚନ୍ଦ୍ର ପ୍ରଧାନ, କଂସାର ବଡଦାଣ୍ଡୁଆ ସରପଞ୍ଚ ମମତା ସର୍ଦ୍ଦାର, ସମିତିସଭ୍ୟ ରାମଚନ୍ଦ୍ର ରାଉତ ବିଜୟୀ ହୋଇଛନ୍ତି।
ଡେରାବିଶ,(ସ୍ବ.ପ୍ର.): ଡେରାବିଶ ୧୨ ନଂ. ଜିଲା ପରିଷଦ ଜୋନର ପଲେଇ ପଞ୍ଚାୟତର ସରପଞ୍ଚ ଅକ୍ଷୟ କୁମାର ସାହୁ, ସମିତିସଭ୍ୟା ତୃପ୍ତିମୟୀ ଜେନା, ଚାଟରାଚକଡ଼ା ସରପଞ୍ଚ ମମତା ରାଉତ, ସମିତିସଭ୍ୟ ନିରଞ୍ଜନ କର, ଏଣ୍ଡର ସରପଞ୍ଚ ଦୁର୍ଯ୍ୟୋଧନ ମଳିକ, ସମିତିସଭ୍ୟ ପ୍ରଫୁଲ୍ଲ କୁମାର ସେଠୀ, ନରସିଂହପୁର ସରପଞ୍ଚ ସୁଧିର କୁମାର ଖଟୁଆ, ସମିତିସଭ୍ୟ ଅନନ୍ତ ପ୍ରସାଦ ଜେନା, ଲକ୍ଷ୍ମୀନାରାୟଣପୁର ସରପଞ୍ଚ ଅରକ୍ଷିତ କାଣ୍ଡି, ସମିତିସଭ୍ୟ ଫଣିନ୍ଦ୍ର କୁମାର ବେହେରା, ବାଲିଆ ସରପଞ୍ଚ ପ୍ରବୀର ସିଂହ, ସମିତିସଭ୍ୟ ସସ୍ମିତା ବଳ, ଗୋଲରାହାଟ ସରପଞ୍ଚ କାଶୀନାଥ କାଣ୍ଡି, ସମିତିସଭ୍ୟ କରୁଣାକର କାଣ୍ଡି ନିର୍ବାଚିତ ହୋଇଛନ୍ତି।
ପଟ୍ଟାମୁଣ୍ଡାଇ,(ସ୍ବ.ପ୍ର.): ପଟ୍ଟାମୁଣ୍ଡାଇ ୧୫ ନଂ. ଜିଲା ପରିଷଦ ଜୋନର ଅଳପୁଆ ପଞ୍ଚାୟତ ସରପଞ୍ଚ ଭାବେ ପଦ୍ମିନୀ ବେହେରା, ସମିତିସଭ୍ୟ ରାମଚନ୍ଦ୍ର ସେଠୀ, ତରଡିପାଳ ସରପଞ୍ଚ ଦେବବ୍ରତ ନାୟକ, ସମିତିସଭ୍ୟ ନିରଞ୍ଜନ ବାରିକ, ପେଣ୍ଠପାଳ ସରପଞ୍ଚ ଅନ୍ନପୂର୍ଣ୍ଣା ସେଠୀ, ସମିତିସଭ୍ୟ ଶ୍ୱଶାଙ୍କଶେଖର ବିଶ୍ୱାଳ, ସିଂହଗଁା ସରପଞ୍ଚ ଗଣେଶ ଚନ୍ଦ୍ର ଦାସ, ସମିତିସଭ୍ୟ ଅଭୟ କୁମାର ସ୍ବାଇଁ, ଅଣ୍ଢରା ସରପଞ୍ଚ କଳ୍ପନା ଯେନା, ସମିତିସଭ୍ୟା ଭାବେ ସସ୍ମିତା ଯେନା, ଅମୃତମଣୋହୀ ସରପଞ୍ଚ ନିରୁପମା ଦାସ, ସମିତିସଭ୍ୟ ଅନ୍ନପୂର୍ଣ୍ଣା ମଲ୍ଲିକ, ବଲୁରିଆ ସରପଞ୍ଚ ଦେବକୀ ମଳିକ, ସମିତିସଭ୍ୟ ସୁରେନ୍ଦ୍ର ତରାଇ, ନୀଳକଣ୍ଠପୁର ସରପଞ୍ଚ ଜ୍ଞାନରଞ୍ଜନ ଖଣ୍ଡାଇ, ସମିତିସଭ୍ୟ ପଦ୍ମଜା ପ୍ରିୟଦର୍ଶିନୀ କର, ବାଲିପାଟଣା ସରପଞ୍ଚ ଅଜିତ କୁମାର ନାୟକ, ସମିତିସଭ୍ୟ କୁନି ସିଂହ, ବାଛରା ସରପଞ୍ଚ ରିତା ସାହୁ, ସମିତିସଭ୍ୟା ସୁମିତ୍ରା ସାହୁ ବିଜୟୀ ହୋଇଛନ୍ତି।
ପାଟକୁରା, (ଡି.ଏନ୍‌.ଏ.): ଗରଦପୁର ବ୍ଲକ ୯ନଂ. ଜିଲା ପରିଷଦ ଜୋନର, ବଡବେତ୍ରା ପଞ୍ଚାୟତ ସରପଞ୍ଚ ସଂଯୁକ୍ତା ମହାପାତ୍ର, ସମିତିସଭ୍ୟ ଲକ୍ଷ୍ମୀ ଦାସ, ମଧୁଶାସନ ସରପଞ୍ଚ ମଞ୍ଜୁଲତା ବେହେରା, ସମିତିସଭ୍ୟ ମନୋଜ କୁମାର ମଲ୍ଲିକ, ତେଣ୍ଡାକୁଡା ସରପଞ୍ଚ ମାନସ କୁମାର ରାଉତ, ସମିତିସଭ୍ୟ ବାସୁଦେବ ବେହେରା, ପଳସୁଧା ସରପଞ୍ଚ ଶ୍ରୀରାଧା ବନଜା ଜେନା, ସମିତିସଭ୍ୟ ନର୍ଭିସ ବେଗମ, ବନ୍ତଳା ସରପଞ୍ଚ ରଞ୍ଜନ ନାୟକ, ସମିତିସଭ୍ୟ ବ୍ରଜକିଶୋର ସାହୁ, ତଳକୁସୁମା ସରପଞ୍ଚ ପ୍ରଭାତ ନଳିନୀ ଜେନା, ସମିତିସଭ୍ୟ ପ୍ରଭାସ ସାହୁ ନିର୍ବାଚିତ ହୋଇଛନ୍ତି।
ଆଳି,(ଡି.ଏନ.ଏ.): ଆଳି ବ୍ଲକ ୧ନଂ. ଜିଲା ପରିଷଦ ଜୋନର ଅରଗଳ ପଞ୍ଚାୟତ ସରପଞ୍ଚ ଦୀପ୍ତି ସାହୁ, ସମିତିସଭ୍ୟା ସ୍ବପ୍ନାରାଣୀ ପାତ୍ର, ଦେସାହି ସରପଞ୍ଚ ମୋନାଲିସା ଦାସ, ସମିତିସଭ୍ୟ ସନ୍ତୋଷ ବେହୁରିଆ, ଡିମିରିପାଳ ସରପଞ୍ଚ ଶିବ ସେଠୀ, ସମିତିସଭ୍ୟ ଲକ୍ଷ୍ମୀଧର ମଲିକ, ଏରଡଙ୍ଗ ସରପଞ୍ଚ ଅନୁପମା ସେଠୀ, ସମିତିସଭ୍ୟ ଜ୍ୟୋତ୍ସ୍ନାରାଣୀ ଦାସ, ଗୋବିନ୍ଦପୁର ସରପଞ୍ଚ ସୀମାରାଣୀ ମଳିକ, ସମିତିସଭ୍ୟ ମମି ମଳିକ, ଜୁଆଣିଆ ସରପଞ୍ଚ ସୁବ୍ରତ ନାୟକ, ସମିତିସଭ୍ୟ ଶରତ ଥାଟୋଇ, କେତୁଆପାଳ ସରପଞ୍ଚ ଅନୀମା ମଳିକ, ସମିତିସଭ୍ୟ ସ୍ମିତା ମଳିକ, ପାଳିମି ସରପଞ୍ଚ ରଞ୍ଜିତ ସାମଲ, ସମିତିସଭ୍ୟ ନିରୁପମା ସାମଲ, ସଂସିଧା ସରପଞ୍ଚ ଦୀପକ ଭୂୟଁା, ସମିତିସଭ୍ୟ ମମତା ଭୂୟଁା, ପେତପଡା ସରପଞ୍ଚ ଅନୁପମା ପ୍ରିୟଦର୍ଶିନୀ, ସମିତିସଭ୍ୟ ସୁଜ୍ଞାନୀ ଖିଲାର ବିଜୟୀ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri