Categories: ଜାତୀୟ

ଥରିଲା ଗୁଜରାଟ

ଗାନ୍ଧିନଗର,୨୬।୨: ଗୁଜରାଟରେ ରବିବାର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୩ ତୀବ୍ରତା ମାପ କରାଯାଇଛି। ରବିବାର ଅପରାହ୍ନ ୩.୨୧ରେ ଏହା ଭୂକମ୍ପ ଅନୁଭୂତ ହୋଇଥିଲା। ଭୂକମ୍ପର କେନ୍ଦ୍ରସ୍ଥଳ ଗୁଜରାଟର ରାଜକୋଟଠାରୁ ପ୍ରାୟ ୨୭୦ କିଲୋମିଟର ଉତ୍ତର ଉତ୍ତର ପଶ୍ଚିମରେ ଥିଲା।

Share