Categories: ଜାତୀୟ

ଥରିଲା ରାଜସ୍ଥାନ, ରିକ୍ଟର ସ୍କେଲରେ ତୀବ୍ରତା ୪.୬

ଜୟପୁର,୧୭ ।୧୦: ରାଜସ୍ଥାନର ଜାଲୋରରେ ରବିବାର ରାତି ପ୍ରାୟ ୨ଟା ୨୬ରେ ଏକ ଭୂକମ୍ପ ଅନୁଭୁତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୬ ରହିଥିବା ଜଣାପଡିଛି । ଏଥିରେ କୌଣସି ବିପଦ ନାହିଁ ବୋଲି କୁହାଯାଇଛି । ଜାଲୋରରେ ରାତି ପ୍ରାୟ ୨ଟା ୨୬ରେ ଅନୁଭୂତ ହୋଇଥିବା ଭୂକମ୍ପ ସମୟରେ ଲୋକେ ଶୋଇଥିଲେ । ପୋଲିସର ସୂଚନା ଅନୁଯାୟୀ, ଭୂକମ୍ପରେ କୌଣସି କ୍ଷତି ହୋଇନାହିଁ ।

Share