Categories: ଜାତୀୟ

ହିମାଚଳ ପ୍ରଦେଶରେ ଭୂକମ୍ପ ଝଟକା

ସିମଲା,୧୪।୧: ହିମାଚଳ ପ୍ରଦେଶରେ ଶନିବାର ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୩.୨ମ୍ୟାଗ୍ନିଚ୍ୟୁଡ ରହିଛି। ଏହି ଭୂକମ୍ପର କେନ୍ଦ୍ର ଧରମଶାଲାଠାରୁ ୨୨ କିଲୋମିଟର ପୂର୍ବରେ ଥିଲା। ତେବେ ଏହି ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇନାହିଁ। ଏନେଇ ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି ପକ୍ଷରୁ ସୂଚନା ଦିଆଯାଇଛି।

Share