Categories: ଜାତୀୟ

ଥରିଲା ହିମାଚଳ ପ୍ରଦେଶ

କୁଲୁ,୧୬।୧୧: ହିମାଚଳ ପ୍ରଦେଶର କୁଲୁରେ ବୁଧବାର ରାତିରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତିବ୍ରତା ୪.୧ ରହିଥିବା ଜଣାପଡ଼ିଛି। ଭୂକମ୍ପକୁ ନେଇ ଲୋକେ ଘରୁ ବାହାରକୁ ଚାଲି ଆସିଥିଲେ। ତେବେ ଏଯାବତ ଭୂକମ୍ପରେ କୌଣସି ଧନଜୀବନ ହାନିର ସୂଚନା ମିଳିନାହିଁ।

Share