କାର୍ତ୍ତିକଙ୍କୁ ପସନ୍ଦ ଏମିତି ଝିଅ

ମୁମ୍ବାଇ: ବଲିଉଡ୍‌ର ଚାର୍ମିଙ୍ଗ ଆକ୍ଟର କାର୍ତ୍ତିକ ଆର୍ଯ୍ୟନ ତାଙ୍କ ଅଭିନୟ ଓ ସ୍ମାଇଲିଂ ପାଇଁ ଦର୍ଶକଙ୍କର ବେଶ୍‌ ପସନ୍ଦ। ଲକ୍ଷେ ଝିଅଙ୍କୁ ଦିଓ୍ବାନା କରୁଥିବା ଏହି ନାୟକ କିନ୍ତୁ କେମିତି ଚାହାନ୍ତି ତାଙ୍କ ଡ୍ରିମ ଗର୍ଲଙ୍କୁ ତାହା ଶୁଣିଲେ ଟିକେ ଆଶ୍ଚର୍ଯ୍ୟ ଲାଗିବ। ଏବେ ସୋସିଆଲ ମିଡିଆରେ କାର୍ତ୍ତିକଙ୍କ ଏକ ପୁରୁଣା ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ ତାଙ୍କ ଡ୍ରିମ ଗର୍ଲଙ୍କ ବିଷୟରେ ଖୋଲା ଖୋଲି କଥା ହୋଇଛନ୍ତି। କିଛିଦିନ ପୂର୍ବେ ଫିଲ୍ମ ଫେୟାରକୁ ଦେଇଥିବା ଏକ ସାକ୍ଷାତ୍‌କାରରେ କାର୍ତ୍ତିକ ଏହା କହିଛନ୍ତି। ଲକ୍ଷେ ତରୁଣୀଙ୍କ ନିଦ ହଜାଉଥିବା ଏହି ନାୟକ କିନ୍ତୁ ଚାହାନ୍ତି ଯେଉଁ ଝିଅ ଅନ୍ୟମାନଙ୍କ ପାଇଁ ପ୍ରେରଣା ହୋଇଥିବ ଓ ମହତ୍ୱାକାଂକ୍ଷି ହୋଇଥିବ ସେ ସେମିତି ଝିଅ ସହ ନିଶ୍ଚୟ ଡେଟିଂ କରିବାକୁ ପସନ୍ଦ କରିବେ। ସେ ଆହୁରି ମଧ୍ୟ କହିଥିଲେ ସାଇନା ନେହଓ୍ବାଲ, ମେରି କମ୍‌, ଗୁଞ୍ଜନ ସାକ୍ସେନା, ବର୍ଖା ଦତ୍ତଙ୍କ ଭଳି ଝିଅ ତାଙ୍କର ଖୁବ୍‌ ପସନ୍ଦ। ଏମିତି କ୍ୱାଲିଟି ଝିଅଙ୍କୁ ମୁଁ ଡେଟ୍‌ କରିବାକୁ ଚାହେଁ ବୋଲି କାର୍ତ୍ତିକ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସଦ୍ୟତମ ICC ର଼୍ୟାଙ୍କିଙ୍ଗରେ ଜସପ୍ରିତ ବୁମରା ମାରିଲେ ଲମ୍ବାଡିଆଁ, ନମ୍ବର ୧ରେ ଏହି ଭାରତୀୟ ଖେଳାଳି

ନୂଆଦିଲ୍ଲୀ,୨୬।୨ : ICC T20 ବିଶ୍ୱକପ ୨୦୨୬ର ହାଇ-ଭୋଲଟେଜ ସୁପର ୮ମ୍ୟାଚ ମଧ୍ୟରେ, ICC ସଦ୍ୟତମ ରାଙ୍କିଙ୍ଗ ପ୍ରକାଶ କରିଛି, ଯାହା ପୁଣି ଥରେ ଭାରତୀୟ ଖେଳାଳିଙ୍କ…

‘ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ସ୍ବେଚ୍ଛାସେବୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବ୍ରହ୍ମପୁର,୨୬ା୨(ଅଶୋକ କୁମାର ସାହୁ): ଗଞ୍ଜାମ ଜିଲା ବ୍ରହ୍ମପୁର ନିକଟସ୍ଥ ଶୀତଳାପଲ୍ଲୀସ୍ଥିତ ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟ ପରିସରରେ ଗୁରୁବାର ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସ୍ତରୀୟ ବିପର୍ଯ୍ୟୟ ପରିଚାଳନା ଏବଂ…

ଆକ୍ସନ ମୋଡରେ ନୂଆ ଆଇଆଇସି, ଆସୁ ଆସୁ ରୋକଠୋକ କହିଲେ ଏଣିକି ବିନା ଅନୁମତିରେ…

ପୁରୁଷୋତ୍ତମପୁର,୨୬।୨( ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ନୂତନ ଥାନାଧିକାରୀ ଭାବେ କୁଳମଣି ସେଠୀ କାର୍ଯ୍ୟରେ ଯୋଗ ଦେଇଛନ୍ତି। ପୂର୍ବରୁ ସେ ଆସିକା ଥାନାରେ କାର୍ଯ୍ୟରତ ଥିଲେ…

ବାହାଘର ପୂର୍ବରୁ ପୁଅକୁ ନେଇ ଏମିତି କହିଦେଲେ ସଚିନ: ବଢୁଛି ଚର୍ଚ୍ଚା

ମୁମ୍ବାଇ,୨୬।୨: ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ଖୁବ ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଅର୍ଜୁନଙ୍କ ବିବାହ ପୂର୍ବ ରୀତିନୀତି ଆରମ୍ଭ ହୋଇସାରିଛି…

ଫେବୃଆରୀ ଶେଷ ଦିନରେ ଅସ୍ତ ହେବେ ବୁଧ, ୪ ରାଶିର ବ୍ୟକ୍ତିଙ୍କୁ ମିଳିବ ଜବରଦସ୍ତ ଆର୍ଥିକ ଲାଭ

ବୁଧ ଗ୍ରହ ୨୮ ଫେବୃଆରୀ ୨୦୨୬ ରାତି ୧୦ଟା୦୯ ରେ କୁମ୍ଭ ରାଶିରେ ଅସ୍ତ ହେବ । ବୁଧଙ୍କ ଅସ୍ତ ଅନେକ ରାଶି ପାଇଁ ନକାରାତ୍ମକ ପ୍ରମାଣିତ…

ଟିମ ଇଣ୍ଡିଆକୁ ସେମିଫାଇନାଲରେ ପହଞ୍ଚାଇବେ ସଞ୍ଜୁ ସାମସନ? ଅଭିଷେକଙ୍କୁ ନେଇ ବଡ଼ କଥା କହିଦେଲେ ସେହୱାଗ

ନୂଆଦିଲ୍ଲୀ,୨୬।୨: ଗୁରୁବାର ଟି-୨୦ ବିଶ୍ୱକପ ୨୦୨୬ରେ ଟିମ ଇଣ୍ଡିଆ ପାଇଁ କର ବା ମର ମ୍ୟାଚ। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏକ ଲଜ୍ଜାଜନକ ପରାଜୟ ପରେ, ଶୀର୍ଷ…

ଜିମ୍ବାୱେ ବିପକ୍ଷ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆ ପାଇଁ ଖୁସି ଖବର, ସେମିଫାଇନାଲ ରାସ୍ତା ହେଲା ସହଜ!

ନୂଆଦିଲ୍ଲୀ,୨୬।୨: ଫେବୃଆରୀ ୨୬ ତାରିଖରେ ଟି-୨୦ ବିଶ୍ୱକପ ୨୦୨୬ ସୁପର ୮ ରେ ଭାରତ ଏବଂ ଜିମ୍ବାୱେ ମୁହାଁମୁହିଁ ହେବେ। ଏହା ଉଭୟ ଦଳ ପାଇଁ କର…

ବିପଦରେ ୫୦ ପିଲା! ସେବାଧାମ ଆଶ୍ରମରେ ୧୭ଙ୍କ ମୃତ୍ୟୁ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ହାଇକୋର୍ଟ…

ଭୋପାଳ,୨୬ା୨: ମଧ୍ୟପ୍ରଦେଶର ଉଜ୍ଜୟିନୀର ଅଙ୍କିତ ସେବାଧାମ ଆଶ୍ରମରେ ୧୭ ଜଣ ବିକଳାଙ୍ଗ ପିଲାଙ୍କ ମୃତ୍ୟୁ ମାମଲାରେ ଇନ୍ଦୋର ହାଇକୋର୍ଟ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । କୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri