ହନିଟ୍ରାପ୍‌ରେ ଫସିଲେ ଡିଆର୍‌ଡିଓର ବୈଜ୍ଞାନିକ

ମୁମ୍ବାଇ,୪।୫: ପାକିସ୍ତାନର ଏଜେଣ୍ଟଙ୍କୁ ଦେଶର ଗୁପ୍ତ ସୂଚନା ଦେବା ମାମଲାରେ ମହାରାଷ୍ଟ୍ରର ଆଣ୍ଟି ଟେରରଜିମ୍‌ ସ୍କ୍ବାଡ(ଏଟିଏସ) ଗୁରୁବାର ଡିଆର୍‌ଡିଓର ବୈଜ୍ଞାନିକ ପ୍ରଦୀପ କୁରୁଲକରଙ୍କୁ ପୁଣେରୁ ଗିରଫ କରିଛି।
ଏକ ରିପୋର୍ଟରୁ ପ୍ରକାଶ ଯେ, ପାକିସ୍ତାନ ଇଣ୍ଟେଲିଜେନ୍ସ ଅପରେଟିଂ (ପିଆଇଓ)ର ଜଣେ ବ୍ୟକ୍ତି ହନିଟ୍ରାପ୍‌ରେ ପ୍ରଦୀପଙ୍କୁ ଫସାଇ ଦେଇଥିଲେ। ତେଣୁ ପ୍ରଦୀପ ଲୋକଲଜ୍ଜ୍ୟା ଡରରେ ତାଙ୍କୁ ଡିଆର୍‌ଡିଓ ସମ୍ବନ୍ଧୀୟ ସମସ୍ତ ଗୁପ୍ତ ସୂଚନା ଦେଉଥିଲେ।

Share