୧୦୦ ବର୍ଷରେ ସବୁଠୁ ପ୍ରଳୟଙ୍କରୀ ବନ୍ୟା

ବର୍ଲିନ,୧୫।୭: ୧୦୦ ବର୍ଷର ଇତିହାସରେ ୟୁରୋପର ପୂର୍ବାଞ୍ଚଳରେ ଆସିଛି ସବୁଠୁ ପ୍ରଳୟଙ୍କରୀ ବନ୍ୟା। ଏପର୍ଯ୍ୟନ୍ତ ବନ୍ୟାରେ ୪୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭୦ଜଣ ନିଖୋଜ ଅଛନ୍ତି। ବନ୍ୟାରେ ଭାସିଯାଇଛି ଶତାଧିକ କାର୍‌। ଭୁଶୁଡ଼ି ପଡ଼ିଛି ଅନେକ ବିଲ୍ଡିଂ । ଫୋନ୍‌ ଏବଂ ଇଣ୍ଟରନେଟ ସେବା ବାଧାପ୍ରାପ୍ତ । ବନ୍ୟା ଯୋଗୁ ଜର୍ମାନୀର ବିଭିନ୍ନ ରାଜ୍ୟରେ ସୃଷ୍ଟି ହୋଇଛି ଏଭଳି ପରିସ୍ଥିତି।

Share