ହାତୀ ମୃତ୍ୟୁ ନେଇ ସନ୍ଦେହ

ସମ୍ବଲପୁର,୧୯ା୧୦(ବ୍ୟୁରୋ): ସମ୍ବଲପୁର ବନଖଣ୍ଡ ସଦର ରେଞ୍ଜ ଅନ୍ତର୍ଗତ ଠର୍ଲି ଗ୍ରାମ ନିକଟ ମୁଣ୍ଡେର-ଡୁମ୍ବେରଚୁଅଁା ସଂରକ୍ଷିତ ଜଙ୍ଗଲ ଶାଗୁଆନ ବଣରେ ବନ୍ୟପ୍ରାଣୀକୁ ମାରି ପୋତି ଦେଇଥିବା ନେଇ ସନ୍ଦେହ ପ୍ରକାଶ ପାଇଛି। ଏହି ଅଞ୍ଚଳରେ ପ୍ରାୟ ଏକସପ୍ତାହ ହେଲା ହାତୀପଲ ଉପଦ୍ରବ କରୁଛନ୍ତି। ତେଣୁ ଦାନ୍ତ ପାଇଁ ହାତୀ ଶିକାର କରାଯାଇଥିବା ଚର୍ଚ୍ଚା ହେଉଛି।
ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଶନିବାର ରାତିରେ ହାତୀକୁ ଗୁଳିକରି ଶିକାର କରାଯାଇଛି। ଦାନ୍ତ ନେବା ପରେ ଗାତ ଖୋଳି ତାହାକୁ ପୋତି ଦିଆଯାଇଛି। ଦୁର୍ଗନ୍ଧ ନ ହେବା ପାଇଁ କିରୋସିନ ଢାଳି ପୋଡିଦେବା ପରେ ପୋତି ଦିଆଯାଇଥିବା ଆଲୋଚନା ହେଉଛି। ଏହି ଖବର ବନ ବିଭାଗ ପାଖରେ ପହଞ୍ଚତ୍ବା ପରେ ଡିଏଫ୍‌ଓ ତଦନ୍ତ କରିବାକୁ ସ୍ଥାନୀୟ ରେଞ୍ଜ ଅଫିସରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାଙ୍କୁ ବଳାତ୍କାର ପରେ ଭିଡିଓ ଭାଇରାଲ କଲେ ଅଭିଯୁକ୍ତ

ରୂପସା,୩୦।୮(ଡି.ଏନ.ଏ.): ବାଲେଶ୍ୱର ଜିଲା ବସ୍ତା ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ପୋଲିସ ଅଭିଯୋଗକୁ ଭିତ୍ତି କରି ଜଣେ ଅଭିଯୁକ୍ତଙ୍କୁ ଗିରଫ...

ତୁରନ୍ତ ବିଦ୍ୟୁତ୍‌ ସମସ୍ୟାର ସମାଧାନ କରିବାକୁ ନିର୍ଦ୍ଦେଶ

ବରଗଡ଼ ଅଫିସ,୧୧।୬: ବରଗଡ଼ ସହରରେ ବାରମ୍ବାର ବିଦ୍ୟୁତ୍‌ ସେବା ବ୍ୟାହତ ହେଉଛି। ବରଗଡ଼ ୱାର୍ଡ ନଂ-୧ ନିଗମାନନ୍ଦ ବିହାର ପଡ଼ାବାସୀ ବିଦ୍ୟୁତ୍‌ ସମସ୍ୟା ନେଇ ବରଗଡ଼...

ମଣ୍ଡିରେ ତାଲା ପକାଇ ଧାରଣା ଦେଲେ ଚାଷୀ

ବରଗଡ଼ ଅଫିସ,୨୧।୧୨: ବରଗଡ଼ ଜିଲାରେ ଧାନ କିଣାବିକା ସମ୍ପୂର୍ଣ୍ଣ ଭାବେ ସ୍ବାଭାବିକ ହୋଇପାରିନାହିଁ। ଜିଲାର ଅନେକ ଚାଷୀଙ୍କୁ ଏପର୍ଯ୍ୟନ୍ତ ଟୋକନ ମିଳିପାରିନାହିଁ। ସେହିଭଳି ଧାନଚାଷ ହୋଇଥିଲେ...

ପୁଣି କୂଳ ଲଂଘିଲା ସମୁଦ୍ର

ପୁରୀ ଅଫିସ,୨୩ା୮: ପୁଣି କୂଳ ଲଂଘିଛି ପୁରୀ ସମୁଦ୍ର। ଦେଖାଇଛି ଭୟଙ୍କର ରୂପ। ଗୁରୁବାର ସମୁଦ୍ର ଉଗ୍ର ରୂପ ଧାରଣ କରି ପ୍ରାୟ ୫ଫୁଟ ଗଭୀରରେ...

ଅନ୍ଧାରରେ ବାସୁଦେବପୁର, ଧାମରା ଅଞ୍ଚଳ

ଭଦ୍ରକ ଅଫିସ/ପଦ୍ମପୁର, ୧୨।୧୧ (ଡି.ଏନ.ଏ.)- ବାତ୍ୟା ‘ବୁଲ୍‌ବୁଲ୍‌’ ପ୍ରଭାବରେ ଭଦ୍ରକ ଜିଲାର ଚାନ୍ଦବାଲି, ଧାମରା ଓ ବାସୁଦେବପୁର ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଚାଷଜମିରେ ପାଚିଲା...

ଜଙ୍ଗଲ ଜମି ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ

ଦାରିଙ୍ଗବାଡ଼ି,୧୫।୮(ଡି.ଏନ.ଏ)-ଦାରିଙ୍ଗବାଡ଼ି ପଥପାର୍ଶ୍ୱ ସେବା କେନ୍ଦ୍ରରେ ଗୁରୁବାର ଅଞ୍ଚଳର ଜନଜାତି ସମ୍ପ୍ରଦାୟର ଲୋକଙ୍କୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରାଯାଇଛି। ଏଥିପାଇଁ ସେବାକେନ୍ଦ୍ରରେ ତହସିଲ କାର୍ଯ୍ୟାଳୟ ପକ୍ଷରୁ...

ହାତୀ ପାଇଁ ଗଲା ଜୀବନ

ଚିତ୍ରଡ଼ା,୧୮।୯(ଡି.ଏନ.ଏ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ବନାଞ୍ଚଳରେ ହାତୀ ଆତଙ୍କ ଥମିବାର ନାଁ ଧରୁନି। ପୁଣି ହାତୀ ପାଇଁ ଜଣେ ବାଳକଙ୍କ ଜୀବନ ଯାଇଛି। ମୃତକ ହେଲେ...

ଗାଡ଼ି ଧକ୍କାରେ ୨ ଛାତ୍ର ମୃତ

ଭଦ୍ରକ ଅଫିସ, ୧୧।୯:ଭଦ୍ରକ ସହର ନୂଆ ବସ୍‌ଷ୍ଟାଣ୍ଡ ନିକଟସ୍ଥ ଲୋକାଲ ରୋଡ୍‌ ନିକଟରେ ମଙ୍ଗଳବାର ସକାଳ ସାଢେ ୬ଟା ବେଳେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା...

Advertisement
Archives

Model This Week