ଫାଷ୍ଟ ଲେଡିଙ୍କ ସଫଳ ଅସ୍ତ୍ରୋପଚାର, ବାହାରିଲା କ୍ୟାନସରର ଦୁଇଟି କୋଷିକା

ୱାଶିଂଟନ,୧୨ ।୧: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପତ୍ନି ତଥା ଆମରିକାର ଫାଷ୍ଟ ଲେଡିଙ୍କର ହୋଇଛି ସଫଳ ଅସ୍ତ୍ରୋପଚାର । ତାଙ୍କ ଶରୀରରେ ବଢୁଥିବା କ୍ୟାନରରର ଦୁଇଟି କୋଷିକାକୁ ଡାକ୍ତରମାନେ ସଫଳତାପୂର୍ବକ ବାହାର କରି ଦେଇଛନ୍ତି । ଏବେ ସେ ବିପଦ ମୁକ୍ତ ବୋଲି କୁହାଯାଉଛି । ଏଏଫପି ସମାଚାର ଏଜେନ୍ସି ହ୍ୱାଇଟ ହାଉସର ଚିକିତ୍ସକଙ୍କ ସୂତ୍ରରୁ ମିଳିଥିବା ସୂଚନା ଅଧାରାରେ ଏହି ଖବର ଦେଇଛି ।

Share