Posted inଫୁରସତ

ଧୀରେନ୍ଦ୍ର ଶାସ୍ତ୍ରୀ କହିଲେ ବଢିଆ ଉପାୟ: ୧ ଜାନୁଆରୀରୁ ଏପରି କଲେ ମା’ ଲକ୍ଷ୍ମୀ କରିବେ ଧନବାନ

ନୂଆଦିଲ୍ଲୀ,୩୧।୧୨: ଆରମ୍ଭ ହେବାକୁ ଯାଉଛି ନୂଆବର୍ଷ। ଏହି ନୂଆବର୍ଷ ନୂଆ ଆଶା ଏବଂ ନୂଆ ସ୍ୱପ୍ନରେ ଉତ୍ସାହ ଭରିବାକୁ ଯାଉଛି। ତେବେ ଆସନ୍ତୁ ଜାଣିବା ପ୍ରବଚକ ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ଅନୁସାରେ ନୂଆ ବର୍ଷରେ ମା’ ଲକ୍ଷ୍ମୀଙ୍କ କୃପା ପାଇବା ପାଇଁ କେଉଁ ଉପାୟ ଆପଣାଇବାକୁ ହେବ।

ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ଅନୁଯାୟୀ ନୁଆବର୍ଷର ପ୍ରଥମ ଦିନ ହଳଦିଆ ରଙ୍ଗର କପଡ଼ା ନିଅନ୍ତୁ, ସେଥିରେ ଚାଉଳ, 7 ତମ୍ବା ଟଙ୍କା, 5 ଗୋମତୀ ଚକ୍ର ମା’ ଲକ୍ଷ୍ମୀଙ୍କ ପାଦରେ ଚଢାନ୍ତୁ।

ଏହାପରେ ମା’ ଲକ୍ଷ୍ମୀଙ୍କ ନାଁ 108 ଥର ଏବଂ ‘ଓଁ ଶ୍ରୀ ନମଃ’ ଜପ କରନ୍ତୁ। ଏହାପରେ ସେହି କପଡ଼ାକୁ ବାନ୍ଧି ନିଜର ଟ୍ରେଜେରିରେ ରଖି ଦିଅନ୍ତୁ। ଏବଂ ନୂଆ ବର୍ଷର ପ୍ରଥମ ଦିନରୁ ଏହାର ପୂଜା କରନ୍ତୁ, ଆପଣଙ୍କ ଘରେ ସର୍ବଦା ମା’ ଲକ୍ଷ୍ମୀଙ୍କ କୃପା ଲାଗି ରହିବ।

ଏହାବାଦ, ନୁଆବର୍ଷର ପ୍ରଥମ ଦିନରେ ନିଜର ଗୁରୁଜନ ଏବଂ ମାତା-ପିତାଙ୍କ ଆଶୀର୍ବାଦ ନିଅନ୍ତୁ। ଏଭଳି କଲେ ମଧ୍ୟ ମା’ ଲକ୍ଷ୍ମୀଙ୍କ କୃପା ବର୍ଷା ହୋଇଥାଏ।

ଆପଣ ଚାହିଁଲେ ନୁଆବର୍ଷର ପ୍ରଥମ ଦିନରେ ଘରର ଦ୍ୱାରରେ 7 ଦୀପ ଜଳାଇ ଦିଅନ୍ତୁ। ଏପରି କଲେ ମଧ୍ୟ ମା’ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି।

ନୁଆବର୍ଷର ପ୍ରଥମ ଦିନରେ ଶ୍ରୀସୁକ୍ତମ ପାଠ କରନ୍ତୁ ଏବଂ ପୁଣି ଘରର କୁଂପିରେ ଦୈନିକ କିଛି କିଛି ଟଙ୍କା ପକାନ୍ତୁ। ଆପଣଙ୍କ ଘରେ ଲକ୍ଷ୍ମୀ ରହିବାକୁ ଲାଗିବେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁନିଆର ସବୁଠୁ ବିପଦପୂର୍ଣ୍ଣ ରାସ୍ତା, ଯାତାୟାତ ସମୟରେ କିଛିକ୍ଷଣ ପାଇଁ ଅଟକି ଯାଏ ନିଃଶ୍ୱାସ

ବିଶ୍ୱର ଅନେକ ରାସ୍ତା ଅତ୍ୟନ୍ତ ବିପଦପୂର୍ଣ୍ଣ। ଗାଡ଼ି ଚଳାଇବା ସମୟରେ ସାମାନ୍ୟ ଭୁଲ ଜୀବନ ନେଇପାରେ। ତେଣୁ ଧର୍ଯ୍ୟର ସହିତ ଗାଡ଼ି ଚଳାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।...

୬ମିନିଟ୍‌ ଯାଏ କିଟ୍‌କିଟ୍‌ ଅନ୍ଧାର, ଦିନ ୧୨ଟାରେ ଗାଏବ ହୋଇଯିବେ ସୂର୍ଯ୍ୟ!

ପୃଥିବୀରେ ବହୁତ କମ ଲୋକ ଫେବୃଆରୀ 2026 ରେ ହେବାକୁ ଥିବା ଅନନ୍ୟ ସୂର୍ଯ୍ୟଗ୍ରହଣ ଦେଖିପାରିବେ। ଏହି ସୂର୍ଯ୍ୟଗ୍ରହଣ ଭାରତରେ ଦୃଶ୍ୟମାନ ହେବ ନାହିଁ। ଏହି...

ନ ଖାଇ ନ ପିଇ ୫ ଦିନ ହେବ ମନ୍ଦିର ପରିକ୍ରମା କରୁଛି କୁକୁର: କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ, ଡାକ୍ତର କହିଲେ…

ଜୟପୁର,୧୬।୧: ବିଜନୌର ଜିଲାର ନାଗିନା ଅଞ୍ଚଳର ନାନ୍ଦପୁର ଗାଁରେ ଆଜିକାଲି ଏକ କୁକୁର ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ମନ୍ଦିରରେ କୁକୁରର ରହସ୍ୟମୟ କାର୍ଯ୍ୟକଳାପ ଦର୍ଶକ...

ଚମତ୍କାର! ୪ ଦିନ ହେଲାଣି ହନୁମାନଙ୍କ ମୂର୍ତ୍ତିର ପରିକ୍ରମା କରି ଚାଲିଛି କୁକୁର, ଦେଖିବାକୁ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼; Video  

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ବିଜନୌର ଜିଲାର ନଗୀନା ଅଞ୍ଚଳର ନନ୍ଦପୁର ଖୁର୍ଦ ଗ୍ରାମରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଏଠାରେ ଥିବା ପ୍ରାଚୀନ ସିଦ୍ଧପୀଠ...

ବିବାହ ପରେ ଝିଅମାନେ କାହିଁକି ପୁଅ ଘରକୁ ଯାଆନ୍ତି? ଜାଣନ୍ତୁ ପରମ୍ପରା ପଛର ପ୍ରକୃତ କାରଣ ଓ ସାମାଜିକ ପରିର୍ତ୍ତନ

ବିବାହ – ଦୁଇଟି ହୃଦୟର ମିଳନ ଏବଂ ଏକ ସୁନ୍ଦର ଜୀବନର ଆରମ୍ଭ। କିନ୍ତୁ ଆମ ସମାଜରେ ଏହି ପବିତ୍ର ବନ୍ଧନକୁ ନେଇ ପ୍ରଚଳିତ ପରମ୍ପରା...

ଦୁନିଆର ସବୁଠୁ ଅଳସୁଆ ପ୍ରାଣୀ

ଦୁନିଆରେ କିଛି ମଣିଷ ଅଳସୁଆ ଥାନ୍ତି ବୋଲି ପ୍ରାୟ ସମସ୍ତେ ଜାଣିଛନ୍ତି। ମାତ୍ର ଏମିତି କିଛି ପ୍ରାଣୀ ଅଛନ୍ତି, ଯେଉଁମାନେ ସେମାନଙ୍କର ଜୀବନର ଗୁରୁତ୍ୱପୂର୍ଣ୍ଣ ଅଂଶ...

RAC ଟିକେଟ ବାତିଲ ପରେ ଟଙ୍କା ଫେରସ୍ତ ଦେବ କି ରେଳ ବିଭାଗ: ଜାଣନ୍ତୁ କ’ଣ ଅଛି ନିୟମ

ନୂଆଦିଲ୍ଲୀ,୧୫।୧: ଭାରତୀୟ ରେଳ ବିଭାଗ ପ୍ରତିଦିନ ଲକ୍ଷ ଲକ୍ଷ ଯାତ୍ରୀଙ୍କୁ ଗୋଟିଏ ସହରରୁ ଅନ୍ୟ ସହରକୁ ପରିବହନ କରିଥାଏ। ଏହାର ସୁଲଭ, ସୁବିଧାଜନକ ଏବଂ ସୁରକ୍ଷିତ...

କ’ଣ ଏହି Digital Condom? କେମିତି କରେ କାମ, ପ୍ରାଇଭେଟ୍‌ ସମୟରେ…

କଣ୍ଡୋମ ଶବ୍ଦଟି ଯେତେବେଳେ ଆମେ ଚିନ୍ତା କରୁ ସେତେବେଳେ ପ୍ରଥମେ ଯାହା ମନକୁ ଆସେ ତାହା ହେଉଛି ବ୍ୟକ୍ତିଗତ ମୁହୂର୍ତ୍ତରେ ବ୍ୟବହୃତ ଏକ ଶାରୀରିକ କଣ୍ଡୋମ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri