Posted inଫୁରସତ

ଡିଜ୍‌ନୀ ଓ୍ବାଲର୍‌ଡ

ଆମେରିକାର ଫ୍ଲୋରିଡ଼ାରେ ଥିବା ଓ୍ବାଲ୍ଟ ଡିଜ୍‌ନୀ ଓ୍ବାଲର୍‌ଡ ପିଲାଙ୍କଠାରୁ ବୟସ୍କ ସମସ୍ତଙ୍କ ଲାଗି ଏକ ଡ୍ରିମ୍‌ ପ୍ଲେସ୍‌। ୧୯୭୧ ମସିହାରେ ଓ୍ବାଲ୍ଟ ଏବଂ ରଏ ଡିଜ୍‌ନୀଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା ସୁନ୍ଦର କାର୍ଟୁନ୍‌ ଦୁନିଆ ସମ୍ପର୍କରେ ଜାଣିବା କେତୋଟି କୌତୂହଳପୂର୍ଣ୍ଣ ତଥ୍ୟ…
ଡିଜ୍‌ନୀ ଓ୍ବାଲର୍‌ଡ ମଧ୍ୟରେ ଅନେକ ଗୁପ୍ତ ସଡ଼କ ଏବଂ ସୁଡ଼ଙ୍ଗ କରାଯାଇଛି, ଯାହାକୁ କେବଳ ସେଠାକାର କର୍ମଚାରୀମାନେ ହିଁ ବ୍ୟବହାର କରିଥା’ନ୍ତି। ଫଳରେ ସେମାନେ ଠିଆ ହୋଇଥିବା ସ୍ଥାନଗୁଡ଼ିକୁ ଦେଖିଲେ ଯେକେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ।
ଏହା ମଧ୍ୟରେ ସବୁଆଡ଼େ ବାତାବରଣ ମୃଦୁ ମୃଦୁ ଭାସିଲା ପରି ବାସ୍ନା ହୋଇଥାଏ, ଯାହାକୁ ଖ୍ରୀଷ୍ଟମାସ୍‌ ସମୟରେ ପିପରମିଣ୍ଟ ବାସ୍ନା ସହିତ ବଦଳାଇ ଦିଆଯାଇଥାଏ।
ଡିଜ୍‌ନୀ ଓ୍ବାଲର୍‌ଡ ମଧ୍ୟରେ ରହିଛି ୪ଟି ଥିମ୍‌ ପାର୍କ, ଦୁଇଟି ଓ୍ବାଟର ପାର୍କ ସମେତ ବହୁ ସଂଖ୍ୟାରେ ହୋଟେଲ, ରେଷ୍ଟୁରାଣ୍ଟ, ଓ୍ବେଡିଂ ପାଭିଲିଅନ୍‌ ଏବଂ ସ୍ପୋଟର୍‌ସ ଗ୍ରାଉଣ୍ଡ ଭଳି ଅନେକ ଆକର୍ଷଣୀୟ ସ୍ଥାନ।
ଏହା ମଧ୍ୟରେ ଥିବା ହୋଟେଲଗୁଡ଼ିକର ପ୍ରତି ରୁମ୍‌ରେ ଗୋଟିଏ ଦିନ ରହିଲେ ସବୁ ରୁମ୍‌ ଶେଷ କରିବାକୁ ଜଣଙ୍କୁ ପାଖାପାଖି ୮୧ ବର୍ଷରୁ ଅଧିକ ସମୟ ଲାଗିବ।
ଡିଜ୍‌ନୀ ଓ୍ବାଲର୍‌ଡରେ ଏମ୍ପ୍ଲୟୀଙ୍କୁ କାଷ୍ଟ ମେମ୍ବର ବୋଲି କୁହାଯାଇଥାଏ। ସେମାନେ ଦର୍ଶକଙ୍କ ସହାୟତା ନିମନ୍ତେ ୧୪ଟି ଭାଷାରେ କଥା ହୋଇପାରନ୍ତି।
ଆରମ୍ଭ ହେବା ସମୟରେ ଏହାର ଏଣ୍ଟ୍ରି ଫି ୩.୫୦ ଡଲାର ଥିବା ବେଳେ ବର୍ତ୍ତମାନ ଯେଉଁ ପାର୍କକୁ ଯିବେ ସେହି ଅନୁଯାୟୀ ୯୪ରୁ ୯୯ ଡଲାର ପର୍ଯ୍ୟନ୍ତ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ହୋଲି ପାଇଁ ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର, ୬ା୨(ଅନୁରାଧା ମହାରଣା)- ହୋଲି ଉତ୍ସବ ସମୟରେ ଯାତ୍ରୀମାନଙ୍କ ପାଇଁ ସୁଗମ, ନିରାପଦ ଏବଂ ଆରାମଦାୟକ ଯାତ୍ରା ସୁନିଶ୍ଚିତ କରିବାକୁ ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ…

ଗୋଟିଏ ଦିନରେ ୩ ଦୁର୍ଘଟଣା

ମୋରଡ଼ା/ରାସଗୋବିନ୍ଦପୁର,୬ା୨(ସ୍ମାରକ ମାଜୀ/ସତ୍ୟବାଦୀ ପରିଡ଼ା)- ମୟୂରଭଞ୍ଜ ଜିଲା ମୋରଡ଼ା ଓ଼ ରାସଗୋବିନ୍ଦପୁର ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ରାସଗୋବିନ୍ଦପୁର…

ସି କେ ନାଇଡୁ ଟ୍ରଫି: ବେଙ୍ଗଲ ଦଳ ୩୦୧/୬ , ଆୟୁଷ ସିଂଙ୍କ ଶତକ

ବରଗଡ଼,୬।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ କ୍ରୀଷ୍ଣା ବିକାଶ ଗ୍ରାଉଣ୍ଡରେ ଓଡ଼ିଶା ଓ ବେଙ୍ଗଲ ମଧ୍ୟରେ ୨୩ ବର୍ଷରୁ କମ ସି.କେ ନାଇଡୁ ଟ୍ରଫିର ଏଲାଇଟ୍ ଗ୍ରପ୍‌ – ବି…

୮୫ କି.ଗ୍ରା. ଗଞ୍ଜେଇ ଜବତ: ୩ ଅଟକ

ଆନନ୍ଦପୁର, ୬ା୨(ସୁଶାନ୍ତ କୁମାର ସାହୁ): ଗଞ୍ଜେଇ ଭର୍ତ୍ତି ୨ଟି ଚାରିଚକିଆ ଗାଡି କେନ୍ଦୁଝର ସ୍ପେଶାଲ ସ୍କ୍ବାଡ୍‌ ଦ୍ୱାରା ଜବତ କରାଯାଇଛି। ଏଥିରେ ୮୫ କି.ଗ୍ରା. ଗଞ୍ଜେଇ ଥିବା…

U19 World Cup: ବିଶ୍ୱ ଚାମ୍ପିୟନ ହେଲା ଭାରତ, ତଥାପି ICCରୁ ପୁରସ୍କାରରେ ମିଳିବ ନାହିଁ ଗୋଟିଏ ଟଙ୍କା 

ହରାରେ,୬।୨: ଭାରତ ପୁଣି ଥରେ ୧୯ ବର୍ଷରୁ କମ୍‌ ବିଶ୍ୱକପରେ ଇତିହାସ ରଚିଲା। ଟିମ ଇଣ୍ଡିଆ ହରାରେ ସ୍ପୋଟର୍‌ସ କ୍ଲବ୍‌ରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଫାଇନାଲରେ ବିଜୟୀ…

ଜୁଆଆଡ୍ଡା ଚାଲିଥିବା ବେଳେ ହଠାତ୍‌ ପହଞ୍ଚିଲା ପୋଲିସ

ଗଜପତି,୬।୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ଝାମିଙ୍ଗା ନିକଟରେ ଜୁଆଆଡ୍ଡା ଚାଲିଥିବା ବେଳେ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ଅତର୍କିତ ଚଢ଼ାଉ କରିଛି। ଏଥିରେ…

ହାତ ଯୋଡ଼ି ପ୍ରାର୍ଥନା କଲେ, ପରେ ୧୭ ମହଲାରୁ ଡେଇଁ ପଡ଼ିଲେ; ଚମକାଉଛି ବେକରୀ ମାଲିକଙ୍କ ମୃତ୍ୟୁ ପୂର୍ବର ଭିଡିଓ… 

ମୁମ୍ବାଇ,୬।୨: ମହାରାଷ୍ଟ୍ରର ସୋଲାପୁରରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏଠାର ପ୍ରସିଦ୍ଧ ମୁଲତାନି ବେକେରୀର ୬୦ ବର୍ଷୀୟ ମାଲିକ ସୁନୀଲ ସଦରଙ୍ଗାନୀ ବିଜୟପୁର ରୋଡରେ…

ଛାନିଆ ହୋଇଗଲେ କି ଯାତ୍ରା ମାଲିକ ନାଣ୍ଡୁ! ସାଇ ସତ୍ୟଜିତଙ୍କ ମା’ଙ୍କ ଅଭିଯୋଗ ପରେ…

ଭୁବନେଶ୍ୱର,୬।୨: ଖଳନାୟକ ସାଇ ସତ୍ୟଜିତଙ୍କ ମା’ଙ୍କ ଅଭିଯୋଗ ପରେ ଖଣ୍ଡଗିରି ଥାନାରେ ହାଜର ହେଲେ ‘ତୁଳସୀ’ ଗଣନାଟ୍ୟ ମାଲିକ ଅନନ୍ତ ଧଳ ଓରଫ ନାଣ୍ଡୁ। ସାଇଙ୍କ ମା’ଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri