ଜ୍ୱାଇଁ ଡାକରାରେ ଆସି ଫେରିଲେନି ଧରମ ଭାଇ

ଗଞ୍ଜାମ,୨୭ା୧(ଡି.ଏନ୍‌.ଏ.): ଭଉଣୀଙ୍କ ବାହାଘର ପାଇଁ ଜ୍ୱାଇଁ ଡାକରା ଆସିଥିବା ଧରମ ଭାଇ ଆଉ ଫେରିଲେନି। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମରେ।

ଗଞ୍ଜାମ ଥାନା ଅନ୍ତର୍ଗତ ଅଗସ୍ତି ନୂଆଗାଁ ଛକ ନିକଟସ୍ଥ ୧୬ ନମ୍ବର ଜାତୀୟ ରାଜପଥରେ ଏକ ସଡ଼କ ଦୁର୍ଘଟଣାରେ ଧରମ ଭାଇଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସେ ହେଲେ ଛତ୍ରପୁରର ଗଣେଶ ସାହୁ(୨୭)।

ଖବର ନେବାରୁ ଜଣାପଡ଼ିଛି, ଛତ୍ରପୁରରୁ ବୁଧବାର ଅପରାହ୍ନ ୩ଟାରେ ଗଞ୍ଜାମ ସହରକୁ ଏକ ବାଇକ୍‌ ଯୋଗେ ଆସୁଥିବା ସମୟରେ ଜି.ଜେ ୧୨ ଡବ୍ଲ୍ୟୁବି ୦୨୬୦ ନମ୍ବର ବିଶିଷ୍ଟ ଏକ ଟ୍ରଲର ବାଇକକୁ ଓଭର ଟେକ୍‌ କରିବା ସମୟରେ ରାସ୍ତା ପାର୍ଶ୍ୱକୁ ଗଣେଶ ଛିଟିକି ପଡ଼ିଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକଙ୍କ ସହାୟତାରେ ଛତ୍ରପୁର ମେଡିକାଲ ନିଆଯାଇଥିଲା। ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରୀୟ ପୂଜା କମିଟି ବୈଠକ: ଭସାଣିରେ ବାଜିବନି ଡିଜେ

ଅନୁଗୋଳ ଅଫିସ, ୩୦।୯: ଆସନ୍ତା ଅକ୍ଟୋବର ୪ରେ ଅନୁଗୋଳ ସହରରେ ୧୨ଟି ମଣ୍ଡପରେ ଦୁର୍ଗା ପୂଜା ଅନୁଷ୍ଠିତ ହେବ। ସେହିପରି ୧୩ରେ ସହରର ୨୯ଟି ମଣ୍ଡପରେ ମା’...

ଝିଅ ବାହାଘର ପାଇଁ ରଖିଥିବା ଟଙ୍କା ପୋଡ଼ିଗଲା

ଆରଡି,୬।୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧୂଷୁରୀ ଥାନା ଅଧୀନ ଓଳଗ ଗାଁର ଦିଲୀପ ବାରିକଙ୍କ ଘରେ ଶୁକ୍ରବାର ମଧ୍ୟାହ୍ନରେ ନିଆଁ ଲାଗି ଆସବାବପତ୍ର ସମେତ ସୁନାଗହଣା, ନଗଦ...

ମାଲଗୋଦାମରେ ଜିଲା ଯୋଗାଣ ବିଭାଗର ଚଢ଼ାଉ: ପିଆଜ ୭୦, ଆଳୁ ୨୦ଟଙ୍କାରେ ବିକ୍ରି ପାଇଁ ତାଗିଦ

କଟକ ଅଫିସ,୨୮ା୧୨: କଟକ ଜିଲା ଯୋଗାଣ ବିଭାଗ ପକ୍ଷରୁ ଶୁକ୍ରବାର ସନ୍ଧ୍ୟାରେ କଟକ ମାଲଗୋଦାମ ଅଞ୍ଚଳରେ ଚଢ଼ାଉ କରାଯାଇଥିଲା। ଜିଲା ଯୋଗାଣ ବିଭାଗ ଅଧିକାରୀ ଅମର...

ପାଇଖାନା ଦୁର୍ନୀତି: ଭିଜିଲାନ୍ସ ତଦନ୍ତ ଆରମ୍ଭ

ଗୋପ,୧୩।୧୦(ଡି.ଏନ୍‌.ଏ.):ପୁରୀ ଜିଲା ଗୋପ ବ୍ଲକର ଅଣ୍ତରା-ଇଚ୍ଛାପୁର ପଞ୍ଚାୟତରେ ପାଇଖାନା ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗକୁ ଭିତ୍ତି କରି ମଙ୍ଗଳବାର ଭୁବନେଶ୍ବର ଭିଜିଲାନ୍ସ ବିଭାଗର...

ହତ୍ୟାକାରୀଙ୍କୁ ଗିରଫ ଦାବି: ଭେଜିପୁଟ ଫାଣ୍ଡି ଘେରିଲେ ଗ୍ରାମବାସୀ

ଖଲ୍ଲିକୋଟ,୧ା୮(ଡି.ଏନ.ଏ.)-ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ପଥରା ପଞ୍ଚାୟତ ଖଟିଆ ସାହିର ୩ଶହରୁ ଊର୍ଦ୍ଧ୍ୱ ମହିଳା ଓ ପୁରୁଷ ଶନିବାର ପୂର୍ବାହ୍ନ ୧୦ଟାରୁ ଭେଜିପୁଟ ଫାଣ୍ଡି ଘେରାଉ...

‘ସାରର କୃତ୍ରିମ ଅଭାବ ହେବାକୁ ଦିଅନାହିଁ’

ଜଗତ୍‌ସିଂହପୁର ଅଫିସ, ୧୭।୭: ଜଗତ୍‌ସିଂହପୁର ଏକ କୃଷି ପ୍ରଧାନ ଜିଲା। ଏଠାରେ ଉର୍ବର ମାଟି ଓ ଜଳସେଚନ ସୁବିଧା ରହିଛି। କେବଳ ଚାଷୀଙ୍କୁ ସଚେତନ ଓ...

ନୟାଗଡ଼ର ଦୁଇ ଖବରଦାତାଙ୍କ ଉପରେ ଆକ୍ରମଣକୁ ନିନ୍ଦା

ବାଲିଗୁଡ଼ା,୨୬ା୬(ଡି.ଏନ୍‌.ଏ.) ନୟାଗଡ଼ ଜିଲାର ଦୁଇ କାର୍ଯ୍ୟରତ ଖବରଦାତାଙ୍କ ଉପରେ ଅବକାରୀ ବିଭାଗର ଏଏସ୍‌ଆଇ ଆକ୍ରମଣ ଘଟଣାକୁ କନ୍ଧମାଳ ଜିଲା ଉତ୍କଳ ଖବରଦାତା ସଂଘ ପକ୍ଷରୁ ଦୃଢ଼...

କୁଶକିଳା ହତ୍ୟାକାଣ୍ଡ ଘଟଣା: ଅଭିଯୁକ୍ତ ଝସକେତନ ଦୋଷୀ ସାବ୍ୟସ୍ତ, ଗୁରୁବାର ପ୍ରକାଶ ପାଇବ ଚୂଡ଼ାନ୍ତ ରାୟ

ଅନୁଗୋଳ ଅଫିସ, ୨୫।୯: ଅନୁଗୋଳ ଜିଲା କୁଶକିଳାରେ ଘଟିଥିବା ବହୁଚର୍ଚ୍ଚିତ ଦୁଇଭାଇ ହତ୍ୟାକାଣ୍ଡ ଘଟଣାର ରାୟ ବୁଧବାର ପ୍ରକାଶ ପାଇଛି। ଅନୁଗୋଳ ଜିଲା ଓ ଦୈରାଜଜ୍‌...

Advertisement
Archives

Model This Week