ଡେନ୍‌ମାର୍କ: ଦ କ୍ଲିନେଷ୍ଟ କଣ୍ଟ୍ରି

୨୦୨୧ ମସିହାରେ ‘ଏନ୍‌ଭାଇରନ୍‌୍‌ମେଣ୍ଟାଲ୍‌ ପର୍‌ଫର୍‌ମାନ୍ସ ଇଣ୍ଡେକ୍ସ’ ତରଫରୁ ହୋଇଥିବା ସର୍ବେକ୍ଷଣରୁ ଡେନ୍‌ମାର୍କ ପୃଥିବୀର ସବୁଠୁ କ୍ଲିନେଷ୍ଟ ସିଟି ଭାବେ ଘୋଷିତ ହୋଇଛି। କୋପେନ୍‌ହାଗେନ୍‌ ଏହାର ରାଜଧାନୀ, ଯାହା ଜିଲ୍ୟାଣ୍ଡ ଏବଂ ଆମାଗେର୍‌ ଦ୍ୱୀପରେ ଅବସ୍ଥିତ। ହାପିଏଷ୍ଟ୍‌ କଣ୍ଟ୍ରି ଭାବେ ମଧ୍ୟ ଡେନ୍‌ମାର୍କ ପରିଚିତ। ତେବେ ଏସବୁ କଥା ପ୍ରାୟ ସମସ୍ତଙ୍କୁ ଜଣା ଥାଇପାରେ, ହେଲେ ଏହି ଦେଶ ସମ୍ପର୍କରେ ଆହୁରି ଅନେକ ରୋଚକ ତଥ୍ୟ ରହିଛି, ଜାଣନ୍ତୁ ସେ ସମ୍ପର୍କରେ…

ଡେନ୍‌ମାର୍କ: ଦ କ୍ଲିନେଷ୍ଟ କଣ୍ଟ୍ରି
ପୃଥିବୀର ସବୁଠୁ ଓଲ୍ଡ ଫ୍ଲାଗ୍‌ ହେଉଛି ଡେନ୍‌ମାର୍କର ଫ୍ଲାଗ୍‌ ”ଡାନେବ୍ରଗ୍‌“। ପ୍ରାୟ ୧୦୦୦ ବର୍ଷ ତଳେ ଅର୍ଥାତ୍‌ ୧୨୧୯ ମସିହାରେ ତିଆରି ହୋଇଥିବା ଏହି ଫ୍ଲାଗ୍‌ ଆଜିଯାଏଁ ବି ଏଠାରେ ରହିଆସିଛି।
ଏଠାରେ କୌଣସି ପାହାଡ ପର୍ବତ ନାହିଁ। ଶୀତଦିନେ ପ୍ରାୟ ୭୫ ପ୍ରତିଶତ ଲୋକ ଏଠାରେ ବାଇକ୍‌ ଚଲାଇଥାନ୍ତି। ଏଠାରେ ୧୨ ହଜାରରୁ ଅଧିକ ସାଇକେଲ୍‌ ଟ୍ରାକ୍‌ ରହିଛି। ଯେଉଁଥିପାଇଁ ଏହା ‘ବାଇସାଇକେଲ୍‌ ଫ୍ରେଣ୍ଡ୍‌ଲି’ ସିଟି ଭାବେ ମଧ୍ୟ ପରିଚିତ।
ଏଠାରେ ୪୪୪ଟି ଆଇଲ୍ୟାଣ୍ଡ ରହିଛି, ଯାହା ମଧ୍ୟରୁ ୭୬ଟି ଆଇଲ୍ୟାଣ୍ଡରେ ମଣିଷ ବାସ କରନ୍ତି ନାହିଁ। ଏଠାକାର ସବୁଠୁ ପପୁଲାର ଆଇଲ୍ୟାଣ୍ଡ ମଧ୍ୟରେ ରହିଛି ‘ବର୍ନହଲ୍ମ’।
ଡେନ୍‌ମାର୍କ ହେଉଛି ପ୍ରଥମ ଦେଶ, ଯେଉଁଠି ୧୯୮୯ ମସିହାରେ ପ୍ରଥମ ଥର ପାଇଁ ‘ସେମ୍‌-ସେକ୍ସ ୟୁନିୟନ୍‌’କୁ ବିରୋଧ କରାଯାଇଥିଲା। ହେଲେ, ପରବର୍ତ୍ତୀ ସମୟରେ ଅର୍ଥାତ୍‌ ୨୦୧୨ରେ ଏଠାରେ ପୁଣି ଏହାକୁ ଗ୍ରାଣ୍ଟ କରାଯାଇଥିଲା।
ଟର୍‌ବାଇନ୍‌ ଦ୍ୱାରା ପବନ ଶକ୍ତି ଉତ୍ପାଦନ କ୍ଷେତ୍ରରେ ଡେନ୍‌ମାର୍କର ଭେଷ୍ଟସ୍‌ ସହର ପ୍ରଥମ ସ୍ଥାନରେ ରହିଛି। ଏଠାରୁ ୩୯% ଇଲେକ୍ଟ୍ରିସିଟି ପବନରୁ ହିଁ ଆସୁଛି।
ଅନ୍‌ଅଫିସିଆଲ୍‌ ଭାବେ ଏଠାରେ ଏକ ଲ’ ପ୍ରଚଳିତ ହୋଇଆସୁଛି, ଯାହାକୁ ‘ଜାଣ୍ଟେଲୋଭେନ୍‌’ କୁହାଯାଏ। ଏହାର ଅର୍ଥ ହେଉଛି ‘ନୋ ଓ୍ବାନ୍‌ ଇଜ୍‌ ବେଟର୍‌ ଦ୍ୟାନ୍‌ ଦ ଅଦର୍‌’ ଅର୍ଥାତ୍‌ ଏଠାରେ ସମସ୍ତେ ସମାନ।
ଏଠାକାର ଅଧିବାସୀମାନେ ମ୍ୟୁଜିକ୍‌ ପ୍ରିୟ ହୋଇଥା’ନ୍ତି। ଉଭୟ ପପ୍‌୍‌ ଓ କ୍ଲାସିକାଲ୍‌ ମ୍ୟୁଜିକ୍‌କୁ ଏମାନେ ଭଲ ପାଆନ୍ତି।
ଡେନ୍‌ମାର୍କର ସ୍କାଣ୍ଡିନାଭିଆରେ ଏକ ସୁନ୍ଦର ସର୍ଫିଙ୍ଗ୍‌ ବିଚ୍‌ ରହିଛି, ଯାହାକୁ ‘କୋଲ୍ଡ ହାଓ୍ବାଲି’ କୁହାଯାଏ। ଅଧିକାଂଶ ସମୟ ଏଠାରେ ଲୋକମାନଙ୍କର ଗହଳି ଦେଖିବାକୁ ମିଳେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଚାଞ୍ଚଲ୍ୟ: ପୋଖରୀରେ ମାଛଧରୁଥିବା ବେଳେ ଜାଲରେ କୁମ୍ଭୀର…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ଘୋଡ଼ାହାଡ଼ ଡ୍ୟାମ ରାସ୍ତାର ସନ୍ଥ ଅରକ୍ଷିତ ଛକରେ ଥିବା ପୋଖରୀରୁ କୈବର୍ତ୍ତମାନେ ଶୁକ୍ରବାର ସକାଳେ ମାଛ ଧରୁଥିବା ବେଳେ ଜାଲରେ…

ତାମିଲନାଡୁ ବିଧାନସଭା ନିର୍ୱାଚନ: ଭାଜପା ପ୍ରାର୍ଥୀ ତାଲିକାରେ ଆନ୍ନାମଲାଇଙ୍କ ନାମ ନାହିଁ

ଚେନ୍ନାଇ,୩ା୪: ତାମିଲନାଡୁ ବିଧାନସଭା ନିର୍ୱାଚନ ପାଇଁ ଭାଜପା ଶୁକ୍ରବାର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ହେଲେ ଦଳର ପୂର୍ୱତନ ରାଜ୍ୟ ସଭାପତି କେ. ଆନ୍ନାମଲାଇଙ୍କ ନାମ ଉକ୍ତ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

କାଳବୈଶାଖୀ ତାଣ୍ଡବ: ଟଳିପଡ଼ିଲେ ଗୋଟିଏ ପରେ ଗୋଟିଏ ଗୋରୁ…

ମୋହନା,୪।୩(ମନ୍ମଥ ମିଶ୍ର): କାଳବୈଶାଖୀରେ ଆଖି ବୁଜିଲେ ୪ ଗୋରୁ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ମେରାପଲ୍ଲୀ ପଞ୍ଚାୟତ ବନ୍ଧାଗୁଡା ଗାଁରେ।…

ବିଜୁଳି ଖୁଣ୍ଟରେ ପିଟିହେଲା ଟ୍ରାକ୍ଟର, ଆଉ ତା’ପରେ…

ବାଲିଶଙ୍କରା,୩ା୪(ହୃଦାନନ୍ଦ ବାରିକ): ସୁନ୍ଦରଗଡ଼ ଜିଲା ତଳସରା ଥାନା ଅଧୀନ ସାକୁଶପାନୀ ଗ୍ରାମରେ ଶୁକ୍ରବାର ବିଜୁଳି ଖୁଣ୍ଟରେ ଏକ ଟ୍ରାକ୍ଟର ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଟ୍ରାକ୍ଟର…

ଧୋନୀ, କପିଲଙ୍କୁ କ୍ଷମା ମାଗିଲେ ଯୁବରାଜ, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୩ା୪: କିମ୍ୱଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂଙ୍କ ବାପା ଯୋଗରାଜ ସିଂ କିଛି ବର୍ଷ ତଳେ ଦେଶର ଦୁଇ ମହାନ୍‌ କ୍ରିକେଟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ…

ଏମିତି ବି ଆସେ ମୃତ୍ୟୁ: ରାତିରେ ଖାଇପିଇ ଶୋଇଲେ ସକାଳକୁ…

ପାତ୍ରପୁର,୩।୪(ଉମାଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ କୋଳିହଳା ଗ୍ରାମର ବାସୁଦେବ ବେହେରା(୪୫)କୋଏମ୍ବାଟୁରର ଏକ ସୁତା କଳରେ ଦାଦନ ଖଟୁଥିବା ବେଳେ ଗୁରୁବାର ରାତିରେ ହୃଦଘାତରେ ତାଙ୍କର…

ବନ୍ଧୁ ମିଳନ ନାମରେ ବଳ କଷିଲେ ଯୁବ ଗୋଷ୍ଠୀ: ସାମିଲ ହେଲେ ଶହ ଶହ…

ଗଞ୍ଜାମ,୩।୪(ବିଦ୍ୟାଧର ସାହୁ ): ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ମା’ ଏଲେମା ମନ୍ଦିର ପ୍ରାଙ୍ଗଣରେ ଗଞ୍ଜାମ ସହରର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଶୁକ୍ରବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri