ଟସ୍‌ ଜିତିଲା ଦିଲ୍ଲୀ

ପୁଣେ,୮।୫: ଆଇପିଏଲ ୨୦୨୨ର ୫୫ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ (ସିଏସକେ) ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଛି। ଉଭୟ ଦଳ ପ୍ଲେ ଅଫରେ ସ୍ଥାନ ପାଇବା ପାଇଁ ଆଜିର ମ୍ୟାଚ୍‌ ଗୁରୁତ୍ୱପୂର୍ଣ୍ଣ। ଯଦି ଚେନ୍ନାଇ ସୁପର କିଙ୍ଗ୍ସ ଆଜି ମ୍ୟାଚ ହାରିଯାଏ, ତେବେ ଏହା ଟୁର୍ନାମେଣ୍ଟରୁ ବାଦ ପଡିବ।

Share