Categories: ଖେଳ

‘କର ବା ମର’ ମ୍ୟାଚ୍‌ରେ ଟସ୍‌ ଜିତିଲା ଦିଲ୍ଲୀ କ୍ୟାପିଟାଲ୍ସ

ଆବୁଧାବି,୮।୧୧: ଆଇପିଏଲ ୨୦୨୦ର ଦିତୀୟ କ୍ୱାଲିଫାୟାରରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ସନ୍ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଆବୁଧାବିର ଶେଖ ଜୟେଦ ଷ୍ଟାଡିୟମରେ ଖେଳାଯାଉଛି। ଏହି କର ବା ମର ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୍‌ଟସ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଶ୍ରେୟସ ଆୟରଙ୍କ ଦିଲ୍ଲୀ ଦଳ ଯଦି ମୁକାବିଲା ଜିତିବ ତେବେ ପ୍ରଥମ ଥର ପାଇଁ ଫାଇନାଲ ଖେଳିବାର ସୌଭାଗ୍ୟ ପାଇବ। ସେପଟେ ହାଇଦ୍ରାବାଦ ଫାଇନାଲରେ ପହଞ୍ଚି ଦ୍ୱିତୀୟଥର ଟ୍ରଫି ହାତେଇବାକୁ ଚେଷ୍ଟା କରିବ। ଏହି ଦୁଇ ଦଳ ମଧ୍ୟରୁ ଯିଲ ଜିତିବ ସେହି ଦଳ ନଭେମ୍ବର ୧୦ରେ ମୁମ୍ବାଇ ଇଣ୍ଡିଆନ୍ସ ସହିତ ଫାଇନାଲ ଖେଳିବ।

 

Share