Categories: ଜାତୀୟ

୫ ଆତଙ୍କବାଦୀ ଗିରଫ

ନୂଆଦିଲ୍ଲୀ,୭।୧୨: ଦିଲ୍ଲୀ ପୋଲିସକୁ ବଡ ସଫଳତା ମିଳିଛି। ଦିଲ୍ଲୀ ପୋଲିସର ସ୍ବତନ୍ତ୍ର ସେଲ୍‌ ଶଙ୍କରପୁର ଅଞ୍ଚଳରେ ଏନକାଉଣ୍ଟର ସମୟରେ ୫ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ସମସ୍ତ ଆତଙ୍କବାଦୀ ଇସଲାମିକ ଏବଂ ଖଲିସ୍ତାନ ସଂଗଠନ ସହ ଜଡିତ। ଦୀର୍ଘ ଦିନ ହେବ ଶଙ୍କରପଚୁର ଅଞ୍ଚଳରେ ସର୍ଚ୍ଚ ଅପରେଶନ ଚାଲିଥିଲା। ପୋଲିସ ଖୁବଶୀଘ୍ର ଏନେଇ ଖବରଦାତା ସମ୍ମିଳନୀ ଡାକିବ ବୋଲି ଜଣାପଡିଛି।

Share