Categories: ଜାତୀୟ

ମାଇନସ୍‌ ୨୫ ଡିଗ୍ରୀ ତାପମାତ୍ରାରେ ଗଣତନ୍ତ୍ର ଦିବସ ପାଳିତ

ଲେହ,୨୬।୧: ଲଦାଖର ମାଇନସ୍‌ ୨୫ ଡିଗ୍ରୀ ସେଲସିୟସ୍‌ରେ ଭାରତ-ତିବ୍ବତ ସୀମା ପୋଲିସ ଯବାନମାନେ ୭୨ତମ ଗଣତନ୍ତ୍ର ଦିବସ ପାଳନ କରିଛନ୍ତି। ସମୁଦ୍ର ପତ୍ତନଠାରୁ ୧୭ ହଜାର ଫୁଟ ଉଚ୍ଚରେ ଯବାନମାନେ ଉତ୍ସାହର ସହିତ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଏହାର ୧୮ ସେକେଣ୍ଡର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

Share