ଡରକୁଳୀ ସାନ୍ୟା

‘ଦଙ୍ଗଲ’ ଫେମ୍‌ ସାନ୍ୟା ମଲହୋତ୍ରା ଗୋଟିଏ ଜିନିଷ ଦେଖିବା ମାତ୍ରେ ତାଙ୍କ ମନରେ ଛନକା ପଶିଯାଏ। ତାହା କ’ଣ ଜାଣନ୍ତି ? ନିଜ ଛାଇ। କେବଳ ନିଜ ଛାଇ ନୁହେଁ, ବେଳେବେଳେ ଅନ୍ୟ କାହାର ଛାଇ ଦେଖିଲେ ବି ସେ ଚମକି ପଡନ୍ତି। ଏକଦା ଶୁଟିଂ ସେଟ୍‌ରେ ଏ ନେଇ ତାଙ୍କୁ ହଇରାଣ ହେବାକୁ ପଡିଥିଲା। କଥା କ’ଣ କି, ଲେଟ୍‌ ନାଇଟ୍‌ରେ ଏକ ଶଟ୍‌ ନିଆଯାଉଥାଏ। ଶଟ୍‌ ଦେବାକୁ ଯିବା ସମୟରେ ସେ ଟିକେ ପଛକୁ ଚାହିଁଦେଲେ। ବାସ୍‌, ତା’ପରେ ତାଙ୍କ ଅବସ୍ଥା ନ କହିବା ଭଲ। ହସି ହସି ଯାଉଥିବା ସାନ୍ୟା ହଠାତ୍‌ ଚିତ୍କାର କରି ଉଠିଲେ। କ’ଣ ହେଲା ବୋଲି ଜାଣିବାକୁ ୟୁନିଟର ସମସ୍ତ ସଦସ୍ୟ ସେଠାରେ ପହଞ୍ଚତ୍ଗଲେ। ଆଉ ଯେତେବେଳେ ଜାଣିଲେ ଯେ ସେ ନିଜ ଛାଇକୁ ଦେଖି ଡରିଗଲେ, ସେତେବେଳେ ସେଠାରେ ଏକ ହାସ୍ୟ ପରିବେଶ ସୃଷ୍ଟି ହୋଇଥିଲା। ଏ ନେଇ ସାନ୍ୟା କହନ୍ତି, ‘ସେଦିନ ମୁଁ ଶଟ୍‌ ଦେବାକୁ ଯିବା ସମୟରେ ପଛକୁ ଚାହିଁଦେଲି। ଆଉ ତା’ପରେ ମୋ ମନରେ ଏଭଳି ଭୟ ସୃଷ୍ଟି ହେଲା ଯେ ମୁଁ ଜୋର୍‌ରେ ଚିତ୍କାର କରିଉଠିଲି। ଏଥିପାଇଁ କିଛି ସମୟ ଶୁଟିଂ ବନ୍ଦ ରହିଥିଲା। ମୁଁ ସାଧାରଣ ଅବସ୍ଥାକୁ ଆସିବା ପରେ ଶଟ୍‌ ଦେଇଥିଲି।’ ସାନ୍ୟାଙ୍କ ଅଭିନୀତ ଆଗାମୀ ଫିଲ୍ମଟି ହେଉଛି ‘ଜଓ୍ବାନ’, ଯାହାର ଟାଇଟଲ ଭୂମିକାରେ ଶାହରୁଖ ଖଁା ଅଭିନୟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ବଡ଼ ପ୍ରସ୍ତୁତି, ଖୁବଶୀଘ୍ର ଶସ୍ତା ହେବ ପେଟ୍ରୋଲ୍-ଡିଜେଲ୍‌! ଏତିକି ଟଙ୍କା କମିବ

ନୂଆଦିଲ୍ଲୀ,୧୫।୬: ଆମେରିକା-ଇରାନ ଚୁକ୍ତିନାମା ଘୋଷଣା ପରେ ଅଶୋଧିତ ତୈଳ ଦର ହ୍ରାସ ପାଇଛି । ସୋମବାର ପ୍ରାରମ୍ଭିକ ବାଣିଜ୍ୟ ସମୟରେ, ଅନ୍ତର୍ଜାତୀୟ ଅଶୋଧିତ ତୈଳ ଦର ୪% ରୁ…

ଜୀବନ ହାରିଲେ କୁମକୁମ୍ ଭାଗ୍ୟର ଅଭିନେତ୍ରୀ, ୨୨ ବର୍ଷରେ….

“କୁମକୁମ ଭାଗ୍ୟ” ରେ ତାଙ୍କ ଭୂମିକା ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ ହୋଇଛି । ସେ ନାଲାସୋପାରାରେ ତାଙ୍କ ବାସଭବନରେ ଆତ୍ମହତ୍ୟା କରିଛନ୍ତି।…

ଇରାନ ସହ ଡିଲ୍‌ରେ ପାକିସ୍ତାନର ଲଟେରୀ! ଟ୍ରମ୍ପ ଦେବେ ବଡ଼ ପ୍ୟାକେଜ୍‌, ଜାଣନ୍ତୁ କଣ

ଇସଲାମବାଦ,୧୫।୬: ଆମେରିକା ଏବଂ ଇରାନ ମଧ୍ୟରେ ଦୀର୍ଘ ଦିନ ଧରି ଚାଲିଥିବା ଉତ୍ତେଜନା ଏବେ କମିବା ପରି ମନେ ହେଉଛି । ଦୁଇ ରାଷ୍ଟ୍ର ମଧ୍ୟରେ ଏକ…

ରଜ ସଂକ୍ରାନ୍ତିରେ ଆଖଣ୍ଡଳମଣି ପୀଠରେ ଲକ୍ଷାଧିକ ଭକ୍ତଙ୍କ ସମାଗମ: ଅବ୍ୟବସ୍ଥାକୁ ନେଇ ଅସନ୍ତୋଷ

ତିହିଡି, ୧୫।୬ (କାଳନ୍ଦୀ ବେହେରା): ଭଦ୍ରକ ଜିଲାର ଆରଡିସ୍ଥିତ ପ୍ରସିଦ୍ଧ ଶୈବପୀଠ ଆଖଣ୍ଡଳମଣି ମନ୍ଦିରରେ ରଜ ସଂକ୍ରାନ୍ତି ଅବସରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ଘଟିଛି। ବାବା ଆଖଣ୍ଡଳମଣିଙ୍କ…

ପୋଡାମରାଇ-ଆଳକଣା ପୋଷ୍ଟ ଅଫିସରେ ମହାଘୋଟାଲା ଆଶଙ୍କା! ପୋଷ୍ଟମାଷ୍ଟର ନିଖୋଜ, ଡାକଘର ଆଗରେ ଜମାକାରୀ….

ଆଳି,୧୫।୬(ବନମାଳୀ ସେନାପତି ): କେନ୍ଦ୍ରାପଡ଼ା ଜିଲା ଆଳି ପୋଷ୍ଟଅଫିସ ଅଧୀନରେ ଥିବା ପୋଡାମରାଇ -ଆଳକଣା ଶାଖା ଡାକଘରେ ତାଲା ଝୁଲାଇ ଦେଇ ଫେରାର ହୋଇ ଯାଇଛନ୍ତି ପୋଷ୍ଟମାଷ୍ଟର…

ଅଶୋଧିତ ତୈଳ ମୂଲ୍ୟ ହ୍ରାସ:ଆମେରିକା-ଇରାନ ଚୁକ୍ତି ପରେ ପ୍ରଥମ ଜାହାଜ ଭାବେ ହର୍ମୁଜ ଛାଡ଼ିଲା ‘ଦିଶା’

ଓ୍ବାଶିଂଟନ,୧୫।୬: ପାକିସ୍ତାନ ଏବଂ କତାର ମଧ୍ୟସ୍ଥତା ମାଧ୍ୟମରେ ଶେଷରେ ଆମେରିକା ଏବଂ ଇରାନ ମଧ୍ୟରେ ଏକ ଶାନ୍ତି ଚୁକ୍ତିନାମା ହୋଇଛି। ବିବାଦ ଯୋଗୁ ମାସ ମାସ ଧରି…

କଳପଡ଼ା ରଜ ମହୋତ୍ସବ ବନ୍ଦ ଘଟଣା:ଅନୁମତି ପତ୍ର ଦେଇ ଫେରାଇନେଲା ପୋଲିସ ପ୍ରଶାସନ

କଟକ ସଦର,୧୫।୬(ସୁଶାନ୍ତ କୁମାର ଜେନା) ୪୨ ମୌଜା ଅନ୍ତର୍ଗତ କଳପଡ଼ା ରଜ ମହୋତ୍ସବ ବନ୍ଦ ଘଟଣା ଉପରେ ୟୁନିୟନ ଫର କଟକ ସଦର ଡେଭଲପମେଣ୍ଟର ସଭାପତି ଘଟଣାର…

୨୦ ଜୁନରେ ଓଡ଼ିଶା ଗସ୍ତରେ ଆସିବେ ମୋଦି: ଜାଣନ୍ତୁ କାର୍ଯ୍ୟସୂଚୀ..

ଭୁବନେଶ୍ୱର, ୧୫।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆସନ୍ତା ୨୦ ଜୁନ ଓଡ଼ିଶା ଗସ୍ତର ବିସ୍ତୃତ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଏକ ଦିନିକିଆ ଗସ୍ତରେ ସେ ଓଡ଼ିଶା ଆସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri