ଦ୍ୱିତୀୟ ଥର କ୍ୱିବାର ରାଷ୍ଟ୍ରପତି ଭାବେ ନିର୍ବାଚିତ ହେଲେ ମିଗୁଏଲ ଡିଆଜ କାନେଲ

ହଭାନା,୨୦।୪: ମିଗୁଏଲ ଡିଆଜ କାନେଲ ଦ୍ୱିତୀୟ ଥର ଲାଗି କ୍ୱିବାର ରାଷ୍ଟ୍ରପତି ଭାବେ ନିର୍ବାଚତ ହୋଇଛନ୍ତି। କାନେଲ ସଂସଦୀୟ ଭୋଟରେ ଦ୍ୱିତୀୟ ଥର ଲାଗି ୫ ବର୍ଷର କାର୍ଯ୍ୟକାଳ ପ୍ରାପ୍ତ ହୋଇଛନ୍ତି। ରାଷ୍ଟ୍ରପତି ନିର୍ବାଚନ କରିବାକୁ ନେଇ ସଦନରେ ଡକାଯାଇଥିବା ବୈଠକ ସମୟରେ ଡିଆଜ କାନେଲଙ୍କୁ ୪୬୨ରୁ ୪୫୯ ଭୋଟ ମିଳିଥିଲା।

Share