ହାତରୁ ଜାଣନ୍ତୁ କେମିତି କଟିବ ବୈବାହିକ ଜୀବନ

ଜ୍ୟେତିସଶାସ୍ତ୍ର ଅନୁଯାୟୀ, ଜଣେ ବ୍ୟକ୍ତିଙ୍କ ହାତରେ ଏପରି ଅନେକ ରେଖା ଅଛି, ଯାହା ଭବିଷ୍ୟତ, ବର୍ତ୍ତମାନ ଏବଂ ସହିତ ଜଡିତ ଅନେକ କଥା କହିଥାଏ। ସେହି ରେଖା ଏବଂ ଚିହ୍ନଗୁଡିକ ମଧ୍ୟରୁ କେତେକ ଅତ୍ୟନ୍ତ ସ୍ବତନ୍ତ୍ର ବିବେଚନା କରାଯାଏ।
ତେବେ ବିବାହ ସମୟରେ ଅନେକ ଲୋକେ ଜାତକ ମେଳାନ୍ତି, ଜୀବନସାଥୀ ସହିତ ତାଙ୍କର ଆଗାମୀ ଭବିଷ୍ୟତ କିପରି କଟିବ ଜାଣିବା ପାଇଁ ମାତ୍ର ଏହାପାପୁଲି ରେଖାରୁ ଜାଣି ହୁଏ। ଗୁରୁ ପର୍ବତ ଉପରେ କ୍ରସର ସଙ୍କେତ ସୂଚିତ କରେ ଯେ ବୈବାହିକ ଜୀବନ ସୁଖୀ ହେବ। ଯେଉଁମାନଙ୍କ ହାତରେ କ୍ରସ ଚିହ୍ନ ଅଛି, ସେମାନେ ଏକ ବୁଦ୍ଧିମାନ ଜୀବନସାଥୀ ପାଇଥାନ୍ତି।
ପାପୁଲିରେ ଅଛିକି ଏପରି ଚିହ୍ନ