ଭୁବନେଶ୍ୱର,୧୬।୯: କ୍ରମ୍ପଟନ ଗ୍ରୀଭ୍ସ କଞ୍ଜ୍ୟୁମର ଇଲେକ୍ଟ୍ରିକାଲ୍ସ ଲିମିଟେଡ୍ର ନୂତନ ଉତ୍ପାଦକୁ ନିକଟରେ ସର୍ବଭାରତୀୟ ଉନ୍ମୋଚନ କରାଯାଇଛି। ବିଶେଷକରି କମ୍ପାନୀର ଗ୍ରାଇଣ୍ଡିଂରେ ଆଶ୍ୱସ୍ତ ଦେଉଥିବା ପାୱାର ଟ୍ରେନ୍ ମଟରଚାଳିତ ଡୁରୋ ଇଲାଇଟ ପ୍ଲସ୍, ଡୁରୋ ରୟାଲ, ବୋଲ୍ଟମିକ୍ସ ପ୍ରୋ , ବୋଲ୍ଟମିକ୍ସ କୁଲକୁ ବଜାର ପ୍ରବେଶ କରାଯାଇଛି। ଏପରିକି ଆଧୁନିକ ଭାରତୀୟ ରୋଷେଇକୁ ପୁନଃ ପରିଭାଷିତ କରିବା ପାଇଁ ପ୍ରସ୍ତୁତ ଏହି ଅତ୍ୟାଧୁନିକ ଗ୍ରାଇଣ୍ଡରର ଆକାର ଏବଂ କାର୍ଯ୍ୟରେ ବିଶେଷତ୍ୱ ରହିଛି। ସେହିଭଳି ଡୁରୋ ରୟାଲ ଏବଂ ବୋଲ୍ଟମିକ୍ସ ପରିସର ମୂଳରେ ଏକ ଚିନ୍ତାପୂର୍ବକ ଇଞ୍ଜିନିୟରିଂ କାର୍ଯ୍ୟ କରାଯାଇଥିବା ବେଳେ ଆଧୁନିକ ଭାବେ ଡିଜାଇନ ହୋଇଛି, ଯାହା ସ୍ଥାୟିତ୍ୱ ପ୍ରଦାନ କରିଥାଏ ଏବଂ ସମ୍ପ୍ରସାରିତ ବ୍ୟବହାର ବେଳେ ମଧ୍ୟ ନିରବଚ୍ଛିନ୍ନ ପ୍ରଦର୍ଶନ କରିଥାଏ ଏବଂ ଲମ୍ବା ସମୟ ଧରି ଗ୍ରାଇଣ୍ଡିଂ ଅଧିବେଶନରେ ହଠାତ୍ ବନ୍ଦ ହୋଇଯାଏ ନାହିଁ। ଏ ସମ୍ପର୍କରେ କ୍ରମ୍ପଟନ ଗ୍ରୀଭ୍ସ କଞ୍ଜ୍ୟୁମର ଇଲେକ୍ଟ୍ରିକାଲ୍ସ ଲିମିଟେଡ୍ର ପିଏଲ୍ ହେଡ୍ (ଛୋଟ ଘରୋଇ ଉପକରଣ) କେତନ ଚୌଧରୀ କହିଥିଲେ, ଘର ରନ୍ଧାର କଳାରେ ବିପ୍ଲବ ଆଣି କ୍ରମ୍ପଟନ ନିରନ୍ତର ଭାବେ ଏହାର ଟେକ୍ନୋଲୋଜିକାଲ ବିଶେଷଜ୍ଞତା ଦ୍ୱାରା ଆଧୁନିକ ରୋଷେଇକୁ ନିର୍ମାଣ କରିଛି। ଆମର ଗ୍ରାହକମାନଙ୍କୁ ଗଭୀର ଭାବେ ବୁଝିବାର ସମର୍ଥନରେ ଆମ ନବୀନତମ ମିକ୍ସର ପରିସର ଆଧୁନିକ ଜୀବନଶୈଳୀ ଅନୁରୂପ ଅଭିନବତ୍ୱ ବିତରଣ କରିବାରେ ଅବିଚଳିତ ଭାବେ ଧ୍ୟାନ କେନ୍ଦ୍ରିତ କରିଛି। ତେଣୁ ଯେକୌଣସି ବ୍ୟଞ୍ଜନର ପ୍ରାମାଣିକ ସ୍ବାଦକୁ ସୁନିଶ୍ଚିତ କରିବାକୁ ସମାନ ଭାବେ ସୂକ୍ଷ୍ମ ଗ୍ରାଇଣ୍ଡିଂର କଳାରେ ସଠିକତା ଆଣିବା ପାଇଁ ଆମେ ସାହସିକ ପଦକ୍ଷେପ ନେଇଛୁ ା ନା କେବଳ ଉପତ୍ାଦ ପ୍ରସ୍ତୁତ କରିବାରେ ବରଂ ବ୍ୟଞ୍ଜନରେ ଉନ୍ନତ ଆଣୁଥିବା ଓ ସ୍ବାଦ କଳିକୁ ପ୍ରସନ୍ନ କରୁଥିବା ରୋଷେଇ ଅନୁଭୂତିରେ ମଧ୍ୟ ଏହି ଅଭିନବତ୍ୱ ଦୈନନ୍ଦିନ ଜୀବନର ଅନୁଭୂତିକୁ ଭଲରୁ ଭଲ କରିବାର ଆମର ପ୍ରକୃତି ଅନୁରୂପ ହୋଇଥାଏ।
ଫାଇନାଲ ପରୀକ୍ଷା ଦେବାକୁ ଯାଇ ଯୁକ୍ତ ୨ ଛାତ୍ରୀ ନିଖୋଜ, ଜଣେ ଯୁବକ ଅପହରଣ କରିନେଇଥିବା ନେଇ…
ଗଜପତି,୧୦।୨ (ଗିରିଧାରୀ ପରିଛା)-ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ସହରର ଆଦର୍ଶ ଥାନା ସମ୍ମୁଖ ମାଧିକା ସାହିର ଜଣେ ଯୁକ୍ତ ଦୁଇ ଛାତ୍ରୀ ନିଖୋଜ ଥିବା ବେଳେ ତାଙ୍କୁ…
ଝଡାଫୁଙ୍କା ବାହାନାରେ ନାବାଳିକାଙ୍କୁ ବଳାତ୍କାର, ସୋନପୁର ଜେଲକୁ ଗଲେ…
ଡୁଙ୍ଗୁରିପାଲି, ୧୦ା୨(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ରାମପୁର ଥାନା ଅଞ୍ଚଳରେ ଝଡାଫୁଙ୍କା ବାହାନା କରି ଜଣେ ମାନସିକ ବିକାରଗ୍ରସ୍ତ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ପୀଡିତା…
ଖୁଣ୍ଟାପୁର ଗ୍ରାମରେ ଡକାୟତି: ଫେରାର ହେବାକୁ ଉଦ୍ୟମ ବେଳେ ଜଣଙ୍କୁ ମାଡ଼ି ବସି ନିର୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସ…
ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଖୁଣ୍ଟାପୁର ଗ୍ରାମରେ ମଙ୍ଗଳବାର ସା ୭.୩୦ ସମୟରେ ୬ ଜଣ ଦୁର୍ବୃତ୍ତ ଡକାୟତି ଉଦ୍ଦେଶ୍ୟରେ ଚିନ୍ମୟ ମିଶ୍ରଙ୍କ…
ଯାଜପୁରରେ କୃମି ଔଷଧ ଖାଇ ୩୮ ଛାତ୍ରୀଛାତ୍ର ଅସୁସ୍ଥ
କଳିଙ୍ଗନଗର,୧୦।୨(ଶୁଭାଶିଷ ରାଉତ): ଯାଜପୁର ଜିଲା କୋରେଇ ବ୍ଲକ ଅନ୍ତର୍ଗତ ପଥରପଦା ପଞ୍ଚାୟତର ଓଚିନ୍ଦା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜାତୀୟ କୃମି ନାଶକ ଦିବସ ଅବସରରେ…
ଅପରାହ୍ନରେ ସଚେତନତା, ସନ୍ଧ୍ୟାରେ ନିଆଁ; ହୁତୁହୁତୁ ହୋଇ ଜଳୁଛି ସୋରଦେବି ଜଙ୍ଗଲ…
ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ସ୍ଥିତ ଘୁମୁସର ଉତ୍ତର ବନଖଣ୍ଡର ଲାଲସିଂ ନର୍ସରୀ ପରିସରରେ ମଙ୍ଗଳବାର ସକାଳୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନଖଣ୍ଡସ୍ତରୀୟ ବନାଗ୍ନୀ ପ୍ରଶମନ ସଚେତନତା…
Rare Solar Eclipse: ୧୦୦ବର୍ଷ ପରେ ଅତି ବିରଳ ସୂର୍ଯ୍ୟ ପରାଗ, ଦିନ ୧୨ଟାରେ ଭାରତରେ ଘୋଟିଯିବ କିଟକିଟ ଅନ୍ଧାର! ପକ୍ଷୀମାନେ କରିବେ…
ଆଗକୁ ଏକ ଏମିତି ସୂର୍ଯ୍ୟପରାଗ ଆସୁଛି ଯାହା ସମସ୍ତଙ୍କୁ ଚମକାଇ ଦେବ । ଦିନ ୧୨ଟାରେ ସବୁକିଛି ଅନ୍ଧାର ହୋଇଯିବ । ଦିନ ହଠାତ୍ ରାତିରେ ପରିଣତ…
୧୦ ଉଇକେଟରେ ଜିତିଲା ନ୍ୟୁଜିଲାଣ୍ଡ
ଚେନ୍ନାଇ,୧୦ା୨- ଟି୨୦ ବିଶ୍ୱକପ୍ରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ୧୦ ଉଇକେଟରେ ୟୁଏଇକୁ ପରାସ୍ତ କରିଛି। ୟୁଏଇ ଦ୍ୱାରା ଧାର୍ଯ୍ୟ ୧୭୪ ରନ୍ର ଟାର୍ଗେଟ୍କୁ ଟିମ୍ ସିଫର୍ଟ…
ଭାରତରେ କଠୋର ହେଲା AI ନିୟମ: ୩ ଘଣ୍ଟା ମଧ୍ୟରେ ହଟାଯିବ ଏସବୁ ପୋଷ୍ଟ
ନୂଆଦିଲ୍ଲୀ,୧୦।୨: AI ଏବଂ ଡିପଫେକ୍’ର ଅପବ୍ୟବହାର ରୋକିବା ପାଇଁ ଭାରତ ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ନୂତନ ଆଇଟି ନିୟମ ଅନୁଯାୟୀ, ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକୁ…
Archives

