ଭାରତ-ପାକ ମ୍ୟାଚ ପୂର୍ବରୁ କ୍ରିକେଟ ପ୍ରେମୀ ତିଆରିକଲେ ସୁନାର ବିଶ୍ୱକପ ଟ୍ରଫି, ଜାଣନ୍ତୁ ଖେଉଁ ଖେଳାଳିଙ୍କୁ ଦେବେ 

୨୦୨୩  କ୍ରିକେଟ୍‌ ବିଶ୍ୱକପ ଆରମ୍ଭ ହୋଇଛି। ଏଭଳି ପରିସ୍ଥିତିରେ କ୍ରିକେଟ୍‌ ପ୍ରେମୀ ଆଗାମୀ ଭାରତ-ପାକିସ୍ତାନକୁ ମ୍ୟାଚକୁ ନେଇ ବହୁତ ଉତ୍ସାହିତ ଅଛନ୍ତି। ବିଶେଷକରି ବିଶ୍ୱକପ ସମୟରେ ଉତ୍ସାହ ଦ୍ୱିଗୁଣିତ ହୁଏ। ଶନିବାର ଅନୁଷ୍ଠିତ ସବୁଠାରୁ ରୋମାଞ୍ଚକର ମ୍ୟାଚ ଗୁଜୁରାଟର ଅହମ୍ମଦାବାଦରେ ଖେଳାଯିବ । ଦୁଇ ଦଳ ମଧ୍ୟରେ ସଂଘର୍ଷ ଦେଖିବାକୁ ଷ୍ଟାଡିୟମରେ ପ୍ରସ୍ତୁତି ଶେଷ ହୋଇଛି। ସମସ୍ତେ ଉତ୍ସାହର ସହିତ ମ୍ୟାଚକୁ ଅପେକ୍ଷା କରିଛନ୍ତି। ତେବେ  ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେଉଛି। ମ୍ୟାଚ ସହିତ  ଏହି ଫଟୋଟି ଜଡିତ।
ସୂଚନାଯୋଗ୍ୟ ଅହମ୍ମଦାବାଦର ଜଣେ ଅଳଙ୍କାର ବ୍ୟବସାୟୀ ୦.୯ ଗ୍ରାମ ଓଜନ ବିଶିଷ୍ଟ ଏକ ସ୍ବର୍ଣ୍ଣ ବିଶ୍ୱକପ ଟ୍ରଫି ପ୍ରସ୍ତୁତ କରିଛି। ଏହାକୁ ତିଆରି କରିଥିବା ଜୁଏଲାରୀ ଦୋକାନ  ନାମ ହେଉଛି ରାଉଫ ଶେଖ । ମିଡିଆ ରିପୋର୍ଟ ଅନୁଯାୟୀ, ରାଉଫ ୨୦୧୪ରେ ଏଭଳି ଟ୍ରଫି ଡିଜାଇନ କରିଥିଲେ, ଯାହାର ଓଜନ ୧.୨୦୦ ଗ୍ରାମ ଥିଲା। ଏହା ପରେ, ୨୦୧୯ରେ ସେ ୧ ଗ୍ରାମ ଟ୍ରଫି କରି ନିଜର ରେକର୍ଡ ଭାଙ୍ଗିଥିଲେ । ଏହା ପରେ, ବର୍ତ୍ତମାନ ୨୦୨୩ରେ ୦.୯୦୦ ଗ୍ରାମ ଟ୍ରଫି ପ୍ରସ୍ତୁତ କରାଯାଇଛି । ଶେଖ କହିଛନ୍ତି ଯେ ଯଦି ସେ ଭାରତ-ପାକିସ୍ତାନ ମ୍ୟାଚ ସମୟରେ ଏହାକୁ କାହାକୁ ଦେବାର ସୁଯୋଗ ପାଆନ୍ତି, ତେବେ ସେ ଏହାକୁ ରୋହିତ ଶର୍ମାଙ୍କୁ ଦେବାକୁ  ଚାହୁଁଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ଚର୍ଚ୍ଚାରେ ପାକିସ୍ତାନ କ୍ରିକେଟ ବୋର୍ଡ, PSLକୁ ନେଇ ନେଲା ଏମିତି ନିଷ୍ପତ୍ତି ସାରା ବିଶ୍ୱ ଚକିତ

ଇସଲାମାବାଦ,୨୭।୩: ପାକିସ୍ତାନ ସୁପର ଲିଗ (PSL)ର ଚଳିତ ସିଜିନରେ କିଛି ଭିନ୍ନ ଘଟଣା ଘଟିଛି। PSL 2026 ଶୁକ୍ରବାରଠାରୁ ଆରମ୍ଭ ହୋଇଛି, ଏବଂ ଏହି ଲିଗ ଏହାର…

ରାମନବମୀରେ ବିରଳ ସଂଯୋଗ, ଏହି ୩ ରାଶିର ଖୋଲିବ ଭାଗ୍ୟ

୨୭ ମାର୍ଚ୍ଚ ୨୦୨୬, ପ୍ରେମ ଏବଂ ସମ୍ପର୍କ ଦୃଷ୍ଟିରୁ ବିଶେଷ ଦିନ ହେବାକୁ ଯାଉଛି । ଆଜି ସାରା ଦେଶରେ ରାମନବମୀ ପାଳନ ହେଉଥିବା ବେଳେ ଅନେକ…

ପ୍ରଭୁ ରାମଙ୍କ ସୂର୍ଯ୍ୟାଭିଷେକ: ଦେଖିବାକୁ ପ୍ରବଳ ଭିଡ଼

ନୂଆଦିଲ୍ଲୀ,୨୭।୩: ରାମ ନବମୀ ଅବସରରେ ଅଯୋଧ୍ୟାରେ ଭକ୍ତଙ୍କ ସୁଅ ଛୁଟିଛି। ସକାଳୁ ସକାଳୁ ପ୍ରଭୁ ରାମଙ୍କୁ ସ୍ନାନ କରାଯାଇଥିଲା ଏବଂ ଆକର୍ଷଣୀୟ ପୋଷାକ ପିନ୍ଧି ସଜ୍ଜିତ କରାଯାଇଥିଲା।…

କ୍ଲାସ୍‌ରୁମ୍‌ରେ ଛାତ୍ରୀଙ୍କୁ ପ୍ରେମ ନିବେଦନ କଲେ ପ୍ରଫେସର, ତା’ପରେ ଯାହା ଘଟିଲା… କ୍ୟାମ୍ପସରେ ହଇଚଇ

ବେଙ୍ଗାଲୁରୁ,୨୭।୩: ବେଙ୍ଗାଲୁରୁ ଗ୍ରାମୀଣ ଜିଲାର ଟି. ବେଗୁରରେ ଥିବା ଶ୍ରୀ ସିଦ୍ଧାର୍ଥ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସ ଆଣ୍ଡ ରିସର୍ଚ୍ଚ ସେଣ୍ଟରରେ ବୁଧବାର ଏକ ଅଜବ ଏବଂ…

ଇରାନକୁ ବୋକା ବନାଉଛି ଆମେରିକା? ବୁଝନ୍ତୁ ଟ୍ରମ୍ପଙ୍କ ଡବଲ ଗେମ

ଓ୍ବାଶିଂଟନ,୨୭।୩: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧ ତୀବ୍ରତର ହେଉଛି। ଏହି ସମୟରେ, ଆମେରିକାର ରଣନୀତି ଉପରେ ନଜର ରଖାଯାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲଗାତାର…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇ ଏମିତି କହିଦେଲେ ମୁଖ୍ୟମନ୍ତ୍ରୀ: ଗୁଜବ ଉପରେ…

ଭୁବନେଶ୍ୱର,୨୭।୩: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ୍ସସାଇଜ ଡ୍ୟୁଟି ହ୍ରାସ ପାଇଁ ଧନ୍ୟବାଦ ଜଣାଇଛନ୍ତି। ଏହି ନିଷ୍ପତ୍ତି ଲୋକଙ୍କୁ ଆଶ୍ୱସ୍ତି ଦେବ।…

ଆମକୁ କତାର ଭାବନ୍ତୁ ନାହିଁ, କାହିଁକି ଇସ୍ରାଏଲକୁ ଧମକାଇଲା ପାକିସ୍ତାନ? କହିଲା…

ଇସଲାମାବାଦ,୨୭।୩: ଇରାନ ଯୁଦ୍ଧ ମଧ୍ୟରେ, ପାକିସ୍ତାନ ଆମେରିକାର ମିତ୍ର ଇସ୍ରାଏଲକୁ ଧମକ ଦେଇଛି। ପାକିସ୍ତାନ ସ୍ପଷ୍ଟ ଭାବରେ ଚେତାବନୀ ଦେଇଛି ଯେ ଏହା କତାର ନୁହେଁ ଯେ…

ଭୁବନେଶ୍ୱରରେ ଚିକିତ୍ସିତ ହେଉଛନ୍ତି ବୈକୁଣ୍ଠ, ଘରେ ପୁଅ,ବୋହୂଙ୍କୁ ବାଡ଼େଇ…

ନୟାଗଡ଼,୨୭।୩(ଲୋକନାଥ ମିଶ୍ର): ନୟାଗଡ଼ ସଦର ବଲଭଦ୍ରପୁର ଗାଁର ବୈକୁଣ୍ଠ ସାହୁଙ୍କ ଘରୁ ଗୁରୁବାର ରାତିରେ ଚୋରି ହୋଇଛି। ଚୋରମାନେ ଗ୍ରୀଲ ଓ କବାଟ ଭାଙ୍ଗି ୭ ଲକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri