ଟ୍ରେନ ଉପରେ ପଡ଼ିଲା କ୍ରେନ୍‌

ବାଲେଶ୍ୱର/ନୀଳଗିରି,୨୮।୫(ବାଞ୍ଛାନିଧି ଦେ/ପ୍ରଶାନ୍ତ ବିଶ୍ୱାଳ): ନୀଳଗିରି-ଗୋପୀନାଥପୁର ରେଲ ଷ୍ଟେଶନରେ ଏକ ଅଘଟଣ ଘଟିଛି। ଅନ୍‌ ଲୋଡିଂ ବେଳେ କ୍ରେନ୍‌ ଭାଙ୍ଗି ୨ଟି ମାଲବାହୀ ଟ୍ରେନ ଉପରେ ପଡ଼ିଥିଲା।

ଫଳରେ ବିଦ୍ୟୁତ୍‌ ତାର ମଧ୍ୟ ଛିଣ୍ଡି ପଡିଛି। ଏନେଇ ଉକ୍ତ ରୁଟ୍‌ରେ ପ୍ୟାସେଞ୍ଜର ଟ୍ରେନ୍‌ ବାତିଲ କରାଯିବା ସହ ମରାମତି କାର୍ଯ୍ୟ ଜାରି ରହିଛି। ଷ୍ଟେଶନ ସଂଲଗ୍ନ ସ୍ଲିପର ଫ୍ୟାକ୍ଟ୍ରିରେ ଏହି ଘଟଣା ଘଟିଛି।

Share