Categories: ଫୁରସତ

କଙ୍କଡା ଟାଣୁଛି ସିଗାରେଟ୍‌: ଭିଡିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ଏକ କଙ୍କଡା ସିଗାରେଟ ଟାଣୁଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି।
ଭିଡିଓରେ ଦେଖାଯାଇଛି, ରାସ୍ତାରେ ଗୋଟିଏ କଙ୍କଡା ସିଗାରେଟ ଧରି ଧିରେ ଧିରେ ଚାଲୁଛି। ଏହାପରେ ସିଗାରେଟକୁ ପାଟିରେ ପୁରାଇ ଧୂଆଁ ଛାଡୁଛି। ଏହି ଭିଡିଓକୁ ଆଇଏଫଏସ ସୁଶାନ୍ତ ନନ୍ଦ ନିଜ ଟୁଇଟରରେ ଶେୟାର କରିଛନ୍ତି। ଏହି ଭିଡିଓକୁ ଅନେକ ଲୋକ ଲାଇକ୍‌ କରିଥିବାବେଳେ ଅନେକ ଭିନ୍ନ ମତ ଦେଇଛନ୍ତି।

 

Share