ଭୁବନେଶ୍ୱର, ୧୦।୯: (BMC) ବିଏମ୍ସି ଅଫିସ ସମ୍ମୁଖରେ ୩୭ ନଂ ୱାର୍ଡ କର୍ପୋରେଟରଙ୍କ ଧାରଣା ଦେଇଛନ୍ତି। କର୍ପୋରେଟର ବନ୍ଦିତା ପାଲ BMC ଅଫିସ ଆଗରେ ଧାରଣାରେ ବସିଛନ୍ତି। କର୍ପୋରେଶନ ବୈଠକ ଚାଲିଥିବା ବେଳେ ଧାରଣାରେ କର୍ପୋରେଟରବସିଥିବା ସୂଚନା ମିଳିଛି। ୩ ବର୍ଷ ହେବ କୋଣସି କାମ ହେଉ ନଥିବା ଅଭିଯୋଗରେ ଧାରଣା ବସିଥିବା ସୂଚନା ମିଳିଛି।


