Categories: ଜାତୀୟ

ମଣିପୁରରେ କଂଗ୍ରେସ ଆଗୁଆ…

ଇମ୍ଫାଲ,୧୦।୩ : ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନର ଭୋଟ ଗଣତି ଗୁରୁବାର ଆରମ୍ଭ ହୋଇଛି। ପ୍ରାଥମିକ ପର୍ଯ୍ୟାୟରେ ମଣିପୁରରେ କଂଗ୍ରେସ ଆଗୁଆ ରହିଛି। ୬୦ ଆସନ ବିଶିଷ୍ଟ ମଣିପୁର ବିଧାନସଭାରେ କଂଗ୍ରେସ ୬ ଆସନରେ ଆଗୁଆ ଥିବାବେଳେ ଅନ୍ୟାନ୍ୟ ଦଳ ୨ ଆସନରେ ଆଗୁଆ ରହିଛନ୍ତିି।

Share