Categories: ଜାତୀୟ

ଭାରତ ଯୋଡୋ ଯାତ୍ରାରେ ସାମିଲ ହେବା ପାଇଁ ସ୍ମୃତି ଇରାନୀଙ୍କୁ ନିମନ୍ତ୍ରଣ କଲା କଂଗ୍ରେସ

ନୂଆଦିଲ୍ଲୀ,୩୦।୧୨: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଜାରି ରହିଥିବା ଭାରତ ଯୋଡୋ ଯାତ୍ରାରେ ସାମିଲ ହେବାକୁ କଂଗ୍ରେସର ଜଣେ ନେତା ଆମେଥି ଭାଜପା ଏମ୍‌ପି ତଥା କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ଚିଠି ଲେଖି ନିମନ୍ତ୍ରଣ କରିଛନ୍ତି। କଂଗ୍ରେସ ନେତା ତଥା ଉତ୍ତରପ୍ରଦେଶର ପୂର୍ବତନ ଏମଏଲସି ଦୀପକ ସିଂ କହିଛନ୍ତି ଯେ, ସେ ବୁଧବାର ଗୌରୀଗଞ୍ଜସ୍ଥିତ ତାଙ୍କ କ୍ୟାମ୍ପ ଅଫିସରେ ଇରାନୀ ସଚିବ ନରେଶ ଶର୍ମାଙ୍କୁ ଏହି ନିମନ୍ତ୍ରଣ ଦେଇଛନ୍ତି।

 

 

Share