Categories: ଜାତୀୟ

ରାଫାଲର ଲ୍ୟାଣ୍ଡିଂ-ଟେକ୍‌ଅଫ୍‌‌କୁ ନେଇ ବଢୁଛି ଚିନ୍ତା

ନୂଆଦିଲ୍ଲୀ,୩୧।୭: ଶତ୍ରୁ ପକ୍ଷର କଡା ମୁକାବିଲା କରିବାକୁ ଭାରତରେ ପହଞ୍ଚି ସାରିଛି ଯୁଦ୍ଧ ବିମାନ ରାଫାଲ। ଏହା ଭାରତୀୟ ବାୟୁସେନାର ଶକ୍ତି ବୃଦ୍ଧି କରିଛି ସତ। ହେଲେ ଏବେ ଏହାର ଲ୍ୟାଣ୍ଡିଂ ଓ ଟେକ୍‌ଅଫ୍‌କୁ ନେଇ ଚିନ୍ତା ବଢିଯାଇଛି। ଏହି ଯୁଦ୍ଧ ବିମାନକୁ ଏବେ ଘାରିଛି ପକ୍ଷୀଙ୍କ ଭୟ। ଅମ୍ବାଲା ଏୟାର ବେସରେ ଏହା ସଫଳତାର ସହ ଲ୍ୟାଣ୍ଡ କରିଥିଲେ ବି ଏଠାରେ ଏବେ ବହୁ ସଂଖ୍ୟାରେ ପକ୍ଷୀ ଦେଖାଯାଉଥିବାରୁ କେମିତି ଏଠାରୁ ଏହି ବିମାନ ଟେକ୍‌ଅଫ୍‌ କରିବ ତାକୁ ନେଇ ଆଲୋଚନା କରାଯାଉଛି। ପ୍ରଶାସନର ଶତ ଚେଷ୍ଟା ପରେ ବି ଏଠାରୁ ପକ୍ଷୀମାନଙ୍କୁ ଘଉଡାଯାଇପାରୁ ନାହିଁ।

 

Share