Posted inଜାତୀୟ

‘ଆମେରିକା ସୁପ୍ରିମକୋର୍ଟରେ ୮୦ ଦିନ ହୋଇଥାଏ କାମ’, ବିଚାରପତିଙ୍କୁ ମିଳୁଥିବା ଛୁଟିକୁ ନେଇ ଏମିତି କହିଲେ ସିଜେଆଇ

ନୂଆଦିଲ୍ଲୀ,୧୯ ।୩: ଚିଫ ଜଷ୍ଟିଶ ଅଫ ଇଣ୍ଡିଆ ଡିୱାଇ ଚନ୍ଦ୍ରଚୁଡ କଲେଜିୟମ ସିଷ୍ଟମକୁ ବଞ୍ଚାଇଛନ୍ତି । ସେ ଶନିବାର କଲେଜିୟମ ସିଷ୍ଟମକୁ ନେଇ କହିଛନ୍ତି, କୌଣସି ସିଷ୍ଟମ ସବୁଠାରୁ ଭଲ ନୁହେଁ । ହେଲେ ଆମେ ଯାହା ବିକଶିତ କରିଛୁ ତାହା ଭଲ । ସେ କହିଛନ୍ତି କଲେଜିୟମ ସିଷ୍ଟମ ଏଇଥିପାଇଁ ପ୍ରସ୍ତୁତ କରାଯାଇଥିଲା କି ନ୍ୟାୟପାଳିକାର ସ୍ୱତନ୍ତ୍ରତା ଏକ ମୁଖ୍ୟ ମୂଲ୍ୟ ଓ ନ୍ୟାୟପାଳିକାର ସ୍ୱତନ୍ତ୍ରତା ବଜାୟ ରହିବାକୁ ବାହାର ପ୍ରଭାବରୁ ଦୂରେଇ ରହିବା ।
ଏହାସହ ଇଣ୍ଡିଆ ଟୁଡେ କନକ୍ଲେଭରେ ସିଜେଆଇ ଚନ୍ଦ୍ରଚୁଡ କହିଛନ୍ତି ଯେ କଲେଜିୟମ ସିଷ୍ଟମରେ ଯୋଗ୍ୟତା ହେଉଛି ମୁଖ୍ୟ ପାରାମିଟର, ଯାହା ଆଞ୍ଚଳିକ ତଥା ଉଚ୍ଚ ନ୍ୟାୟାଳୟରେ ବ୍ୟାପକ ପ୍ରତନିଧିତ୍ୱ ପାଇଁ ଲିଙ୍ଗ, ବର୍ଗର ସମ୍ପ୍ରଦାୟ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟକୁ ଅନ୍ତର୍ଭୁକ୍ତ କରେ । ସେ କହିଛନ୍ତି ଯେ ନ୍ୟାୟିକ ନିଯୁକ୍ତି ପ୍ରକ୍ରିୟା ସ୍ୱଚ୍ଛ ହେବା ଉଚିତ, ଯାହାଦ୍ୱାରା ଲୋକମାନେ ନ୍ୟାୟପାଳିକାର କାର୍ଯ୍ୟରେ ଅଧିକ ବିଶ୍ୱାସ କରିବେ ।
ଦେଶର ମୁଖ୍ୟ ବଚାରପତି ଚନ୍ଦ୍ରଚୁଡ ସୁପ୍ରିମକୋର୍ଟର ବିଚାରପତିଙ୍କୁ ମିଳୁଥିବା ଛୁଟିକୁ ନେଇ କହିଛନ୍ତି, ସୁପ୍ରିମକୋର୍ଟର ବିଚାରପତିଙ୍କୁ ଗୋଟିଏ ବର୍ଷରେ ୨୦୦ ଦିନ(ପ୍ରାୟ ସାଢେ ୬ ମାସ) ପର୍ଯ୍ୟନ୍ତ କୋର୍ଟର କାମ କରିଥାଆନ୍ତି । ଯାହାକି ଆମେରିକା ସୁପ୍ରିମକୋର୍ଟରେ ୮୦ ଦିନ କାମ ହୋଇଥାଏ, ଅଷ୍ଟ୍ରେଲିଆ ସୁପ୍ରିମକୋର୍ଟରେ ୧୦୦ ଦିନରୁ କମ କାମ ହୋଇଥାଏ, ବ୍ରିଟେନ ଓ ସିଙ୍ଗାପୁର ସୁପ୍ରିମକାର୍ଟରେ ୧୪୫ ଦିନ କାମ ହୋଇଥାଏ ।


Enter your email to get our daily news in your inbox.

All Right Reserved By Dharitri.Com

ମା’ ତାରାତାରିଣୀଙ୍କ ହୁଣ୍ଡିରୁ ମିଳିଲା କୁନି ପୁଅର ଚିଠି; ଦୁଃଖ ଶୁଣିବାକୁ ମା’ଙ୍କ ପାଖେ ଆକୁଳ ନିବେଦନ

ଗଞ୍ଜାମ,୮।୨: ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ମନ୍ଦିର ହୁଣ୍ଡିରୁ ମିଳିଥିବା ଏକ ଚିଠି ଏବେ ଶ୍ରଦ୍ଧାଳୁଙ୍କ ମନକୁ ଆନ୍ଦୋଳିତ କରିଛି। ଜଣେ କୁନି ପୁଅ…

୩ ମାସରୁ ଅଧିକ ହେବ ବନ୍ଦ ପଡ଼ିଛି ରକ୍ତଭଣ୍ଡାର, ରୋଗୀସେବା ବ୍ୟାହତ

ବଲାଙ୍ଗୀର/କଣ୍ଟାବାଞ୍ଜି,୮ା୨(ସୁନିଲ କୁମାର ମହାନ୍ତି/ଗୁରୁ ଦୟାଲ ହଂସ): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଗତ ୨୦୦୯ରେ ବିଜୁ ପଟ୍ଟନାୟକ ରକ୍ତଭଣ୍ଡାର ସ୍ଥାପିତ ହୋଇଥିଲା। ଏହି ରକ୍ତଭଣ୍ଡାରକୁ ତତ୍କାଳୀନ…

VIDEO: ଟସ୍‌ ଛାଡି ହଠାତ୍‌ କୁଆଡେ ଚାଲିଗଲେ କ୍ୟାପଟେନ ସୂର୍ଯ୍ୟକୁମାର? ଭିଡିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୮।୨: ଭାରତୀୟ କ୍ରିକେଟରେ, ଖେଳାଳିମାନଙ୍କ ମଧ୍ୟରେ ସମ୍ପର୍କ ପ୍ରାୟତଃ ବିଜୟ ଏବଂ ପରାଜୟକୁ ଅତିକ୍ରମ କରିଯାଏ। ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ସମାନ ଦୃଶ୍ୟ ଦେଖାଯାଇଥିଲା, ଯେତେବେଳେ ଅଧିନାୟକ…

ଭକ୍ତମୟ ହୋଇଛି କାଳୀଜାଈଙ୍କ ପୀଠ, ଜମୁଛି ଶହଶହ ଭକ୍ତଙ୍କ ଭିଡ଼

କୃଷ୍ଣପ୍ରସାଦ,୮।୨(କୈଳାଶ ଚନ୍ଦ୍ର ପଟ୍ଟନାୟକ ): ଚିଲିକାର ଅଧିଷ୍ଠାତ୍ରୀ ଦେବୀ ମା’ ‎କାଳୀଜାଈଙ୍କ ପୀଠ ପାଲଟିଛି ଭକ୍ତମୟ । ମା’ଙ୍କ ଆଶିଷ ଲାଭ କରିବା ପାଇଁ ବହୁ ଦୂରଦୂରାନ୍ତରରୁ…

ସୁପ୍ରିମକୋର୍ଟଙ୍କୁ ଧନ୍ୟବାଦ ଜଣାଇଲେ ଅନୁରାଗ ଠାକୁର, ୯ ବର୍ଷର ବିଳମ୍ବ ଉପରେ ଉଠାଇଲେ ପ୍ରଶ୍ନ

ନୂଆଦିଲ୍ଲୀ,୮।୨: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଏବଂ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI)ର ପୂର୍ବତନ ଅଧ୍ୟକ୍ଷ ଅନୁରାଗ ଠାକୁର, ବିସିସିଆଇରେ ପଦରେ ଲାଗିଥିବା ପ୍ରତିବନ୍ଧକ ଉଠାଇବା ନିଷ୍ପତ୍ତିରେ…

୭ ବର୍ଷର ପ୍ରଚେଷ୍ଟା ୧୦ ମିନିଟରେ ଧ୍ଵଂସ, ବନ୍ୟପ୍ରାଣୀଙ୍କ ପାଇଁ ଚାଷ କାର୍ଯ୍ୟରୁ ମନ ଫେରାଉଛନ୍ତି ଚାଷୀ

ଭଞ୍ଜନଗର,୮।୨(ବାବୁଲା ପ୍ରଧାନ): ଦେଶରେ ହୁ ହୁ ହୋଇ ଜନସଂଖ୍ୟା ବଢ଼ିବାରେ ଲାଗିଛି । ଜନସଂଖ୍ୟା ବୃଦ୍ଧି ଯୋଗୁଁ ଲୋକେ ବଞ୍ଚିବା ପାଇଁ ବିଭିନ୍ନ ଆବଶ୍ୟକତା ବଢୁଛି ।…

ସମର୍ପିତ କୁକୁର ଶ୍ମଶାନ ଘାଟ! ଯେଉଁଠାରେ ସମ୍ମାନର ସହିତ ପ୍ରାଣୀମାନଙ୍କର କରାଯାଏ ଶେଷକୃତ୍ୟ

ଫରିଦାବାଦ,୮।୨: ଫରିଦାବାଦ ମାନବିକତା ଏବଂ ଦାୟିତ୍ୱର ଏକ ନୂତନ ଉଦାହରଣ ସୃଷ୍ଟି କରିଛି। ଏହା ହରିୟାଣାର ପ୍ରଥମ ସହର ହୋଇଛି ଯେଉଁଠାରେ ବୁଲା କୁକୁରଙ୍କ ପାଇଁ ଏକ…

ପୀତବାସ ପଣ୍ଡା ହତ୍ୟା ମାମଲାରେ ମୁହଁ ଖୋଲିଲେ ବିକ୍ରମ ପଣ୍ଡା, ମୁଁ ନିର୍ଦ୍ଦୋଷ….

ବ୍ରହ୍ମପୁର,୮।୨: ପୀତବାସ ପଣ୍ଡା ହତ୍ୟା ମାମଲାରେ ଜେଲରେ ଥିବା ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ଆଜି ମୁହଁ ଖୋଲିଛନ୍ତି । ମୁଁ ଦୋଷୀ ନୁହେଁ ମୋତେ ଫସାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri