ଏସସିଓ ବୈଠକରେ ଚାଇନା-ପାକିସ୍ତାନର ଅର୍ଥନୈତିକ କରିଡରର ପ୍ରସଙ୍ଗ ଉଠାଇଲେ ସି ଜିନପିଙ୍ଗ

ବେଜିଂ,୪।୭: ଭାରତ ଦ୍ୱାରା ଆୟୋଜିତ ସାଂଘାଇ ସହଯୋଗ ସଂଗଠନ (ଏସସିଓ) ବୈଠକ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ସମ୍ବୋଧିତ କରିଛନ୍ତି। ସେ ଏସସିଓ ସଦସ୍ୟ ଦେଶଙ୍କୁ ଆଞ୍ଚଳିକ ଶାନ୍ତି ପାଇଁ ଦାୟିତ୍ୱ ଗ୍ରହଣ କରିବାକୁ ଏବଂ ଅର୍ଇନୈତିକ ସଂସ୍କାରକୁ ତ୍ୱରାନ୍ବିିତ କରିବାକୁ କହିଛନ୍ତି। ଆଞ୍ଚଳିକ ଶାନ୍ତି ରକ୍ଷା କରିବା, ସାଧାରଣ ସୁରକ୍ଷାକୁ ସୁନିଶ୍ଚିତ କରିବା, ପାରସ୍ପରିକ ସହଭାଗିତାକୁ ମଜବୁତ କରିବା ଏବଂ ନାଗରିକଙ୍କ ସହ ଘନିଷ୍ଠ ସମ୍ପର୍କକୁ ପ୍ରୋତ୍ସାହିତ କରିବା ପାଇଁ ସେ ଆହ୍ବାନ ଦେଇଛନ୍ତି।

Share