ବାହାରୁ ସବଳ, ଭିତରୁ ଦୁର୍ବଳ ଚାଇନା, ନିଜ ପାଦରେ ଚୋଟ ମାରୁଛନ୍ତି ଜିନ୍‌ପିଙ୍ଗ୍‌…

ଲଣ୍ଡନ, ୧୨।୨ : ବାହାରୁ ଶକ୍ତିଶାଳୀ ମନେ ହେଉଥିବା ଚାଇନା ପ୍ରକୃତରେ ଭିତରୁ ଦୁର୍ବଳ। ଏନେଇ ବିଶେଷଜ୍ଞ ମତପୋଷଣ କରିଛନ୍ତି। ବେଜିଂରେ ବ୍ରିଟିଶ ଦୂତାବାସରେ ଦୁଇଥର କାର୍ଯ୍ୟ କରିଥିବା ରୋଜର ଗାର୍ସାଇଡ କହିଛନ୍ତି ଯେ ଆଭ୍ୟନ୍ତରୀଣ କାରଣଗୁଡିକ ଯୋଗୁ ଚାଇନାର ସ୍ଥିତି ଦୁର୍ବଳ ହେବାରେ ଲାଗିଛି। ଏହା ଯୋଗୁ ଚାଇନାର ଶାସନ କ୍ଷେତ୍ରରେ ଅସ୍ଥିର ତା ସୃଷ୍ଟି ହେବାର ଆଶଙ୍କା ରହିଛି। ଚାଇନାର ରାଷ୍ଟ୍ରପତି ଶି ଜିନପିଙ୍ଗ ଚଳିତ ବର୍ଷ ନ୍ୟାଶନାଲ ପାର୍ଟି କଂଗ୍ରେସରେ ସିସିପି ସଭାପତି ଭାବରେ କ୍ରମାଗତ ତୃତୀୟ ଥର ପାଇଁ ନିଜକୁ ସୁରକ୍ଷିତ ରଖିବାକୁ ଚେଷ୍ଟା କରୁଥିବାବେଳେ ଏଭଳି ତଥ୍ୟ ବାହାରକୁ ଆସିଛି।

ଗାର୍ସାଇଡ କହିଛନ୍ତି ରାଷ୍ଟ୍ରପତି ଜିନ୍‌ପିଙ୍ଗ୍‌ଙ୍କ ସରକାର ସାମରିକ କ୍ଷେତ୍ର ଅପେକ୍ଷା ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ଅଧିକ ବଜେଟ ଖର୍ଚ୍ଚ କରୁଛନ୍ତି। ତାଙ୍କର ସରକାର ଆଭ୍ୟନ୍ତରୀଣ ଶତ୍ରୁମାନଙ୍କୁ ଭୟ କରୁଥିବା ତଥ୍ୟରେ ସେ ଉଲ୍ଲେଖ କରିଛନ୍ତି। କମ୍ୟୁନିଷ୍ଟ ନେତାଙ୍କ ଏକ ଦଳ ଜିନପିଙ୍ଗଙ୍କ ବିରୋଧରେ ଏକ ଆଭ୍ୟନ୍ତରୀଣ କ୍ଷମତା ଦଖଲ ଷଡ଼ଯନ୍ତ୍ର କରୁଥିବାର ସେ ଆଶଙ୍କା ପ୍ରକାଶ କରିଛନ୍ତି। ଗାର୍ସାଇଡଙ୍କ ଅନୁଯାୟୀ, ଚାଇନାର କମ୍ୟୁନିଷ୍ଟ ପାର୍ଟି (ସିସିପି)ର ଉଚ୍ଚ ସ୍ତରୀୟ ନେତୃତ୍ୱ ବିଶ୍ୱାସ କରନ୍ତି ଯେ ଜିନ୍‌ପିଙ୍ଗ୍‌ ଚାଇନାକୁ ଏକ ଅତ୍ୟନ୍ତ ବିପଦପୂର୍ଣ୍ଣ ଏବଂ ବିପଜ୍ଜନକ ଦିଗରେ ଆଗେଇ ନେଉଛନ୍ତି।

ପ୍ରିମିୟର ଲି କେକିଆଙ୍ଗଙ୍କ ସମେତ ସିସିପି ନେତାମାନେ ମନେ କରୁଛନ୍ତି ଏହାଯୋଗୁ ପାର୍ଟିର ଭବିଷ୍ୟତ ତଥା ଜିନ୍‌ପିଙ୍ଗ୍‌ ନିଜ ସମ୍ପତ୍ତି ଏବଂ କ୍ଷମତାକୁ ମଧ୍ୟ ବିପଦରେ ପକାଉଛନ୍ତି। ଏଭଳି କରି ଜିନ୍‌ପିଙ୍ଗ୍‌ ନିଜ ପାଦରେ ଚୋଟ ମାରୁଛନ୍ତି ବୋଲି ଦ ଏପୋଚ ଟାଇମ୍ସ୍‌କୁ ସାକ୍ଷାତ୍‌କାର ଦେଇ ଗାର୍ସାଇଡ୍‌ ଏହା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

ବୈଭବ ସୂର୍ଯ୍ୟବଂଶୀ କାହିଁକି ତାଙ୍କ ଜନ୍ମଦିନର କେକ କାଟିଲେ ନାହିଁ? CSK ହାରିବା ପରେ କହିଲେ ପ୍ରକୃତ କାରଣ

ନୂଆଦିଲ୍ଲୀ,୩୧।୩: ୨୦୨୬ ଆଇପିଏଲ ସିଜିନରେ, ରାଜସ୍ଥାନ ରୟାଲ୍ସ CSK ବିପକ୍ଷରେ ସେମାନଙ୍କର ପ୍ରଥମ ମ୍ୟାଚ ୮ ୱିକେଟରେ ଜିତିଥିଲା। ଏହି ଖେଳରେ, RR ର ଯୁବ ସେନସେସନ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri