ବରଗଡରେ ଚାଞ୍ଚଲ୍ୟ: ଘର ଭିତରୁ ମିଳିଲା ବୃଦ୍ଧାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ

ବରଗଡ,୧୮।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ହାଟପଦା ପଡାସ୍ଥିତ ଉମା ଟକିଜ୍‌ ପାଖରେ ଥିବା ଗୋଟିଏ ଘର ଭିତରୁ ରବିବାର ସକାଳୁ ଜଣେ ବୃଦ୍ଧାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି। ମୃତ ବୃଦ୍ଧା ଜଣକ ହେଲେ, ଉକ୍ତ ପଡ଼ାର ଦ୍ରୌପଦୀ ମହାପାତ୍ର (୬୨)। ତେବେ କିଭଳି ପରିସ୍ଥିତିରେ ଏହି କାଣ୍ଡ ଘଟିଛି, ତାହା ସ୍ପଷ୍ଟ ହୋଇ ନାହିଁ।
ଘଟଣାସ୍ଥଳରେ ବରଗଡ ଟାଉନ ଥାନା ପୋଲିସ ପହଞ୍ଚିି ତଦନ୍ତ ଆରମ୍ଭ କରିଛି ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସେମିଫାଇନାଲରେ ଦକ୍ଷିଣ ଆଫ୍ରିକା ସହ ଚିଟିଙ୍ଗ୍‌! ତୃତୀୟ ଅମ୍ପାୟରଙ୍କ ନିଷ୍ପତ୍ତି ଉପରେ ଉଠିଲା ପ୍ରଶ୍ନ, Not Outକୁ କହିଲେ…

ନୂଆଦିଲ୍ଲୀ,୫।୩: ବୁଧବାର ନ୍ୟୁଜିଲାଣ୍ଡର ସ୍ପିନରମାନେ ଟି-୨୦ ବିଶ୍ୱକପର ପ୍ରଥମ ସେମିଫାଇନାଲରେ ମାର୍କୋ ଜାନସେନଙ୍କ ପ୍ରଭାବଶାଳୀ ବ୍ୟାଟିଂ ଯୋଗୁ ଚମତ୍କାର ପ୍ରଦର୍ଶନ କରିଥିଲେ। ମାର୍କୋ ଜେନସେନଙ୍କ ଜବରଦସ୍ତ ବ୍ୟାଟିଂ…

ରାଜ୍ୟ ସଭା ଗଲେ ନୀତିଶଙ୍କ ଦରମା ବଢିବ ନା କମିବ? ଜାଣନ୍ତୁ…

ନୂଆଦିଲ୍‌ଲୀ,୫।୩: ବିହାରର ସବୁଠାରୁ ଦୀର୍ଘ ସମୟ ଧରି ମୁଖ୍ୟମନ୍ତ୍ରୀ ଥିବା ନୀତିଶ କୁମାର କ’ଣ ଏବେ ଦିଲ୍ଲୀ ଯିବେ? ମାର୍ଚ୍ଚ ୫, ୨୦୨୬ ବିହାର ରାଜନୀତିରେ ଏକ…

‘ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଥିଲା ଯୋଜନା’, ଇରାନୀ ଗୁପ୍ତଚର ଏଜେଣ୍ଟଙ୍କ ବଡ଼ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ

ଓ୍ବାଶିଂଟନ,୫।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ, ଜଣେ ପାକିସ୍ତାନୀ ନାଗରିକ ଏକ ଗୁରୁତ୍ୱପୂର୍ଣ୍ଣ ଦାବି କରିଛନ୍ତି। ସେ ଦାବି କରିଛନ୍ତି ଯେ…

କଲବଲ କରୁଛି ମହୁମାଛି: ବିପଦରେ ଛାତ୍ରୀଛାତ୍ର

ଦାରିଙ୍ଗବାଡି, ୫।୩ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ ଦେଖାଯାଇଛି। ଏକାଧିକ ବଡ଼ ବଡ଼ ଗଛରେ ମହୁମାଛି ବସା…

ଯୁଦ୍ଧ ଯୋଗୁ ପେଟ୍ରୋଲ ପରେ ବଢିଯିବ ଏଲପିଜି ଦର, ମାର୍ଚ୍ଚରୁ ୫୦% ମହଙ୍ଗା ହେବ ସିଲିଣ୍ଡର!

ନୂଆଦିଲ୍ଲୀ,୫।୩: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଏବେ ସିଧାସଳଖ ଭାରତୀୟ ରୋଷେଇ ବଜେଟକୁ ପ୍ରଭାବିତ କରିପାରେ। ଆମେରିକା-ଇସ୍ରାଏଲ ମିଳିତ ଆକ୍ରମଣ ପରେ, ଇରାନ ହର୍ମୁଜ ପ୍ରଣାଳୀ…

ବାଲେଶ୍ବରରୁ କୁପାରୀ ଆସୁଥିବାବେଳେ ଅଘଟଣ: ଦୋକାନ ଭିତରକୁ ମାଡିଗଲା ବସ୍‌, ତା’ପରେ…

ଖଇରା,୫।୩(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବରରୁ ସୋର ଯାଉଥିବା ଅନନ୍ୟା ବସ୍‌ ଖଇରା ପ୍ରାଣୀ ଚିକିତ୍ସାକେନ୍ଦ୍ର ନିକଟରେ ଭାରସାମ୍ୟ ହରାଇ ଏକ ଦୋକାନ ଉପରକୁ ମାଡିଯାଇଛି। ଫଳରେ ଜଣେ ଆହତ…

T20 WC ରେ ପାକିସ୍ତାନୀ ଖେଳାଳି ମହିଳାଙ୍କ ସହ କଲେ ଏମିତି ବ୍ୟବହାର, ସାଂଘାତିକ ଖୁଲାସା

ଇସଲାମବାଦ,୫।୩: ୨୦୨୬ ମସିହାରେ ପାକିସ୍ତାନ କ୍ରିକେଟ ଦଳର ଟି-୨୦ ବିଶ୍ୱକପ ବିପର୍ଯ୍ୟୟଜନକ ଥିଲା, ଯାହା ଫଳରେ ଖେଳାଳିମାନେ ସମାଲୋଚନାର ଶିକାର ହୋଇଥିଲେ। ପାକିସ୍ତାନ କ୍ରିକେଟ ବୋର୍ଡ ଖେଳାଳିମାନଙ୍କ…

ଟିମ ଇଣ୍ଡିଆ ପାଇଁ ବିପଦ ଇଂଲଣ୍ଡର ଏହି ୫ ଖେଳାଳି! ସେମିଫାଇନାଲରେ ହୋଇପାରେ…

ନୂଆଦିଲ୍ଲୀ,୫।୩: ICC ପୁରୁଷ T20 ବିଶ୍ୱକପ ୨୦୨୬ ଏବେ ଏହାର ନିର୍ଣ୍ଣାୟକ ପର୍ଯ୍ୟାୟରେ ପହଞ୍ଚିଛି। ଗୁରୁବାର ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ ଖେଳାଯିବ। ମୁମ୍ବାଇର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri