ଜାଣନ୍ତୁ ସଙ୍କଟ ଦୂରରେ – ପାଖରେ ଥିଲେ କ’ଣ କରିବେ

ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ସଙ୍କଟ ସମୟରେ ମନୁଷ୍ୟକୁ ରକ୍ଷା କରିବା ପାଇଁ ଅନେକ ପଦକ୍ଷେପ ବର୍ଣ୍ଣନା କରିଛନ୍ତି। ସଙ୍କଟ ସମୟରେ ଜଣେ ଜ୍ଞାନୀ ବ୍ୟକ୍ତି କଣ କରିବା କଥା ଜାଣନ୍ତୁ ସେ ସମ୍ପର୍କରେ…

ଯେ ପର୍ଯ୍ୟନ୍ତ ଅସୁବିଧା, ଚିନ୍ତା ଏବଂ ସଙ୍କଟ ଦୂରରେ ରହିଥାଏ, ସେତେବେଳେ ବୁଦ୍ଧିମାନ ଲୋକମାନେ ସେଗୁଡ଼ିକୁ ଭୟ କରିବା ଠିକ୍‌ ।

ମାତ୍ର ଯେତେବେଳେ ଅସୁବିଧା ଘେରି ରୁହେ ସେତେବେଳେ ସମ୍ପୂର୍ଣ୍ଣ ନିର୍ଭୟରେ ରହିବାକୁ ପଡ଼ିବ। ଏହି ସମୟରେ ସେମାନେ ସାହସ ଏବଂ ଧର୍ଯ୍ୟ ରଖିବା କଥା। ଏହି ଉପାୟରେ ଅସୁବିଧା ଦୂର ହୋଇ ଏଥିରୁ ରକ୍ଷା ମିଳିବ।