ଓଡ଼ିଶା: ଆଜିର ଫଟୋ (୨୫ ମାର୍ଚ୍ଚ, ୨୦୨୪ )
ଦୋଳ ପୂର୍ଣ୍ଣମୀ ଅବସରରେ ବକ୍ସିବଜାର ବଢ଼େଇ ସାହି ବାସ୍ତରୀ ମଠ ପ୍ରାଙ୍ଗଣରେ ଅନୁଷ୍ଠିତ ଦୋଳ ବିମାନ ମେଳଣ
ଓଡ଼ିଶା: ଆଜିର ଫଟୋ ( ୨୪ ମାର୍ଚ୍ଚ, ୨୦୨୪ )
ଭୁବନେଶ୍ୱର ଜନପଥରେ ମାରୱାଡି ସମ୍ପ୍ରଦାୟର ମହିଳାମାନେ ହୋଲିକା ଦହନ ପର୍ବ ପାଳନ କରୁଛନ୍ତି ଘରୋଇ ମାଟିରେ ଇତିହାସ ରଚିଲା ଓଡ଼ିଶା ଏଫ୍ ସି: ପ୍ରଥମ ଥର ହାତେଇଲା ଇଣ୍ଡିଆନ୍ ୱିମେନ୍ସ ଲିଗ୍ ଟ୍ରଫି ବାଲିଯାତ୍ରା...
ଓଡ଼ିଶା: ଆଜିର ଫଟୋ ( ୨୩ ମାର୍ଚ୍ଚ, ୨୦୨୪ )
ଆଜି ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଛି ‘ବିଜନେସ୍ ଏମିନେନ୍ସ ଆୱାର୍ଡ୍ସ-୨୦୨୪’ ପୁରୀ ଅର୍ଣ୍ଣପୂର୍ଣ୍ଣା ରଙ୍ଗମଞ୍ଚରେ ମଞ୍ଚସ୍ଥ ନାଟକ କୃଷ୍ଣ କୁତୁହଳମର ଏକ ଦୃଶ୍ୟ
ଓଡ଼ିଶା: ଆଜିର ଫଟୋ (୨୨ ମାର୍ଚ୍ଚ, ୨୦୨୪ )
ବାଲିଯାତ୍ରା ଉପର ପଡିଆରେ ଚାଲିଥିବା କଟକ ବୈଶାଖୀ ବାଣିଜ୍ୟ ମେଳା ମାଲଗୋଦାମ ଓଭର ବ୍ରିଜ ରାସ୍ତା ପାର୍ଶ୍ୱରେ ଥିବା ଫଳରସ ଦୋକାନ
ଓଡ଼ିଶା: ଆଜିର ଫଟୋ (୨୧ ମାର୍ଚ୍ଚ, ୨୦୨୪ )
ଦୋଳ ଅବସରରେ ବକ୍ସିବଜ଼ାର ଅଂଚଳ ରେ ଖୋଲିଥିବା ରଙ୍ଗ ଅଭିର ଦୋକାନ ନବୀନ ନିବାସରେ ଗଂଜାମ ଓ ଆସ୍କା ନିର୍ବାଚନୀ ମୀଟିଙ୍ଗ ସାଧାରଣ ନିର୍ବାଚନକୁ ନେଇ ଆଚରଣବିଧି ଲାଗୁ ପରେ ସିଡିଏ ସେକଟର ୧୦ ପେଟାନାଳ ରିଙ୍ଗ ରୋଡ ପାର୍ଶ୍ୱରେ...
ଓଡ଼ିଶା: ଆଜିର ଫଟୋ ( ୨୦ ମାର୍ଚ୍ଚ, ୨୦୨୪ )
ରାଜଧାନୀ ଭୁବନେଶ୍ୱରରେ ବର୍ଷା କଟକ ବାଲିଯାତ୍ରା ଉପର ପଡିଆରେ ଚାଲିଥିବା ବୈଶାଖୀ ବାଣିଜ୍ୟ ମେଳା ବର୍ଷାରେ ଫିକା ପଡିଲା
ଓଡ଼ିଶା: ଆଜିର ଫଟୋ (୧୮ ମାର୍ଚ୍ଚ, ୨୦୨୪ )
କଟକ ସିଡିଏ ମାରୱାଡି ସମାଜ ପକ୍ଷରୁ ଶ୍ୟାମ ମହୋତ୍ସବ ଅବସରରେ ଆୟୋଜିତ ନିଶାଣ ଶୋଭାଯାତ୍ରା କଟକ ସହରସ୍ଥିତ କାଠଗଡ଼ା ସାହି ଶ୍ରୀ ଶ୍ରୀ ମଦନ ମୋହନ ଜୀଉ ଦୁର୍ଗା କମିଟି ପକ୍ଷରୁ ନବ ନିର୍ମିତ ସୁନାର ଦୋଳ ବିମାନ ଉଦଘାଟିତ...
ଓଡ଼ିଶା: ଆଜିର ଫଟୋ (୧୮ ମାର୍ଚ୍ଚ, ୨୦୨୪ )
ଚୌଧୁରୀ ବଜ଼ାର ଅଞ୍ଚଳରେ ଖୋଲିଥିବା ଅଭିର ରଙ୍ଗ ଦୋକାନ ରୁ ଅଭିର ଓ ପିଚିକାରୀ କିଣୁଥିବା ଗ୍ରାହକ କାଠଗଡ଼ା ସାହି ରଣାସାହିରେ ପଂଚୁ ଦୋଳ ଓ ଦୋଳ ବିମାନ ମେଳଣ ପାଇଁ ଶିଳ୍ପୀଙ୍କ ଦ୍ୱାରା ପ୍ରସ୍ତୁତ କରାଯାଉଥିବା ପାରମ୍ପରିକ କେଳା...
ଓଡ଼ିଶା: ଆଜିର ଫଟୋ ( ମାର୍ଚ୍ଚ ୧୬, ୨୦୨୪ )
ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ବାଗଦେବୀ ଲିଟେରାଚର ଟ୍ରଷ୍ଟ ପକ୍ଷରୁ ଆଯୋୖଜିତ ବାଗଦେବୀ ଥିଏଟର ଫେଷ୍ଟରେ ପରିବେଷିତ ନାଟକ ଭୁବନେଶ୍ୱର ଲଳିତା କଳା ଏକାଡେମିରେ, Art For Autism ର ୪ର୍ଥ ବାର୍ଷିକ ଉତ୍ସବ ଅବସରରେ ଆଯୋୖଜିତ ଚିତ୍ରକଳା...
ଓଡ଼ିଶା: ଆଜିର ଫଟୋ ( ମାର୍ଚ୍ଚ ୧୫, ୨୦୨୪ )
ପବିତ୍ର ରମଜାନ ମାସର ପ୍ରଥମ ଶୁକ୍ରବାର ଅବସରରେ ଭୁବନେଶ୍ୱର ସ୍ଥିତ ୟୁନିଟ-୪ ମସଜିଦ ପରିସରରେ ସାମୁହିକ ନମାଜ ପାଠ ଭୁବନେଶ୍ୱରସ୍ଥିତ ଭଞ୍ଜ କଳାମଣ୍ଡପରେ ବାଗଦେବୀ ଲିଟରେଚର ଟ୍ରଷ୍ଟ ପକ୍ଷରୁ ଆୟୋଜିତ ବାଗଦେବୀ ଥିଏଟର ଫେଷ୍ଟରେ ପରିବେଷିତ ନାଟକ ‘ବିଦ୍ରୋହ...
ଓଡ଼ିଶା: ଆଜିର ଫଟୋ ( ମାର୍ଚ୍ଚ ୧୩, ୨୦୨୪ )
ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଶତାବ୍ଦୀର କଳାକାର ପକ୍ଷରୁ ଆୟୋଜିତ ୨୬ତମ କଳିଙ୍ଗ ନାଟ୍ୟ ମହୋତ୍ସବରେ ପରିବେଷିତ ନାଟକ ଶେଷ ସାକ୍ଷାତ କଳିଙ୍ଗ ଷ୍ଟାଡିଅମରେ ଓଡିଶା ଏଫ୍ସି ଦ୍ୱାରା ପ୍ରି-ମ୍ୟାଚ୍ ସାମ୍ବାଦିକ ସମ୍ମିଳନୀ
ଓଡ଼ିଶା: ଆଜିର ଫଟୋ ( ମାର୍ଚ୍ଚ ୧୨, ୨୦୨୪ )
ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଜାତୀୟ ବହୁଭାଷୀ ନାଟକ ମହୋତ୍ସବ କଳିଙ୍ଗ ନାଟ୍ୟ ମହୋତ୍ସବ ଭୁବନେଶ୍ୱର ପିଏମଜିରେ ଓଡିଶା ସମାଜସେବୀ ମହାସଂଘର ବିକ୍ଷୋଭ
Archives


