ଓଡ଼ିଶା: ଆଜିର ଫଟୋ ( ୨ ଅଗଷ୍ଟ, ୨୦୨୪)
ଭୁବନେଶ୍ୱର ରାଜଧାନୀରେ ଜଣେ କାଉଡିଆ ମେଘୁଆ ପାଗରେ ବାହୁଙ୍ଗି ଧରି ବୋଲ ବମ ଯାଉଛନ୍ତି କୁଆଖାଇ ନଦୀରେ ପ୍ରଥମ ବନ୍ୟା ପାଣିରେ ଲୋକମାନେ ମାଛଧରୁଛନ୍ତି ଭୁବନେଶ୍ୱରର ହଂସପାଳ ଓଭର ବ୍ରିଜ ଗୋଟେ ପାଖ ଖୋଲାଯାଇଛି ଗାଡିମଟର ଯାତାୟାତ କରୁଥିବାର ଦୃଶ୍ୟ
ଓଡ଼ିଶା: ଆଜିର ଫଟୋ (୩୧ ଜୁଲାଇ, ୨୦୨୪)
କଳା ବାଦଲ ଆଚ୍ଛାଦିତ ଶ୍ରୀ ମନ୍ଦିର ଆକାଶ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ଏବଂ ଶ୍ରୀଜନ ମିଳିତ ଆନୁକୂଲ୍ୟରେ ଆୟୋଜିତ ଭୁବନେଶ୍ୱରର ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ର ପରିସରରେ ସଂଯୁକ୍ତା ପାଣିଗ୍ରାହୀ ପୁରସ୍କାର ପ୍ରଦାନ ସମାରୋହ
ଓଡ଼ିଶା: ଆଜିର ଫଟୋ ( ୩୦ ଜୁଲାଇ, ୨୦୨୪ )
ଭାରତୀୟ ଗଣନାଟ୍ୟ ସଂଘ ପକ୍ଷରୁ ଅନ୍ନପୂର୍ଣ୍ଣା ଥିଏଟରରେ ମଞ୍ଚସ୍ଥ ନାଟକ ଶିଢ଼ି ତଳର ଘର ମହାନଦୀର ମୁଣ୍ଡଳୀଠାରେ ପ୍ରବାହିତ ବନ୍ୟା ଜଳ
ଓଡ଼ିଶା: ଆଜିର ଫଟୋ ( ୨୯ ଜୁଲାଇ, ୨୦୨୪)
rajadhanire barsa pani
ଓଡ଼ିଶା: ଆଜିର ଫଟୋ ( ୨୭ ଜୁଲାଇ, ୨୦୨୪ )
ରାଜଧାନୀରେ ବର୍ଷା ଭୁବନେଶ୍ୱର ରାଜମହଲ ଛକରେ ଟ୍ରାଫିକ ଜାମ୍ ଭୁବନେଶ୍ୱର ଝାରପଡା ଜଗନ୍ନାଥ ନଗର ରୋଡ ନମ୍ବର ୧ ରେ ରାସ୍ତାର ଅବସ୍ଥା ଶୋଚନୀୟ ଭୁବନେଶ୍ୱର କମିସନରେଟ କାର୍ଯ୍ୟାଳୟ…
ଓଡ଼ିଶା: ଆଜିର ଫଟୋ ( ୨୬ ଜୁଲାଇ, ୨୦୨୪ )
ଓଡ଼ିଶା ହାଇକୋର୍ଟର ପ୍ରଥମ ମୁଖ୍ୟ ବିଚାରପତି ଜଷ୍ଟିସ ବୀର କିଶୋର ରାୟଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିବା ଚିଫ ଜଷ୍ଟିସ ଚକ୍ରଧାରି ଶରଣ ସିଂଙ୍କ ସମେତ ହାଇକୋର୍ଟର ବିଚାରପତି ଓ ଆଇନଜୀବୀ ବୃନ୍ଦ କଟକସ୍ଥିତ…
ଓଡ଼ିଶା: ଆଜିର ଫଟୋ ( ୨୫ ଜୁଲାଇ, ୨୦୨୪ )
ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଓଡିଶା ସଂଗୀତ ନାଟକ ଏକାଡେମୀ ଦ୍ୱାରା ଆୟୋଜିତ ନାଟକ ମହୋତ୍ସବର ଉଦଯାପନୀ ଦିବସରେ ସ୍ପେସ ଏକାଡେମୀ ଅନୁଷ୍ଠାନର କଳାକାରମାନଙ୍କ ଦ୍ୱାରା ନାଟକ ପରିବେଷଣ ରାଜଧାନୀରେ ବର୍ଷା ପ୍ରତିଷ୍ଠା ଦିବସ ଉପଲକ୍ଷେ ଆଲୋକରେ…
ଓଡ଼ିଶା: ଆଜିର ଫଟୋ ( ୨୪ ଜୁଲାଇ, ୨୦୨୪ )
କଟକ ଯୋବ୍ରା ଆନିକଟ ଠାରେ ମହାନଦୀରେ ପ୍ରବାହିତ ବନ୍ୟା ଜଳରେ ଧୀବର ମାଛ ଧରୁଛନ୍ତି ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଓଡିଶା ସଂଗୀତ ନାଟକ ଏକାଡେମୀ ଦ୍ୱାରା ଆୟୋଜିତ ନାଟକ ମହୋତ୍ସବରେ ଶତାବ୍ଦୀର କଳାକାରମାନଙ୍କ ଦ୍ୱାରା ନାଟକ ପରିବେଷଣ …
ଓଡ଼ିଶା: ଆଜିର ଫଟୋ ( ୨୩ ଜୁଲାଇ, ୨୦୨୪ )
ରାଜଧାନୀରେ ଲଘୁଚାପ ଜନିତ ବର୍ଷା କଟକ କଲେଜ ଛକ ଷ୍ଟେସନ ରୋଡ ଅଂଚଳରେ ଲଗାଣ ବର୍ଷା ଫଳରେ ରାସ୍ତା ଘାଟ ବିପର୍ଯ୍ୟସ୍ଥ ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଓଡିଶା ସଂଗୀତ ନାଟକ ଏକାଡେମୀ ଦ୍ୱାରା ଆୟୋଜିତ ନାଟକ…
ଓଡ଼ିଶା: ଆଜିର ଫଟୋ ( ୨୨ ଜୁଲାଇ, ୨୦୨୪)
ଶ୍ରାବଣ ମାସର ପ୍ରଥମ ସୋମବାରରେ କାଉଡ଼ିଆ ମାନେ ବ୍ରହ୍ମପୁର ନିକଟସ୍ଥ ଗଞ୍ଜା ନଦୀ କୂଳରେ ଜଳା ଅଭିଷେକ କରୁଛନ୍ତି ଓଡ଼ିଶା ବିଧାନସଭା ଅଧିବେଶନର ପ୍ରଥମ ଦିନ ରମାଦେବୀଙ୍କ ୩୯ତମ ପୂଣ୍ୟତିଥୀ ଅବସରରେ ଭୁବନେଶ୍ୱରସ୍ଥିତ ରମାଦେବୀ ମହିଳା ବିଦ୍ୟାଳୟରେ ଆୟୋଜିତ ଜାତୀୟସ୍ତରୀୟ…
ଓଡ଼ିଶା: ଆଜିର ଫଟୋ ( ୨୧ ଜୁଲାଇ, ୨୦୨୪)
ଭୁବନେଶ୍ୱର ପ୍ରାଇଡ ପ୍ୟାରେଡ଼ ୨୦୨୪ରେ ମାଷ୍ଟର କ୍ୟାଣ୍ଟିନ ଛକଠାରୁ ବାହାରିଥିବା ରାଲି
ଓଡ଼ିଶା: ଆଜିର ଫଟୋ ( ୨୦ ଜୁଲାଇ, ୨୦୨୪ )
ପୁରୀରେ ରଥର ସାରଥୀଙ୍କୁ ରଥରୁ ଓହ୍ଲାଇ ଭୋଇ ସେବକ ମାନେ ନେଉଛନ୍ତି ରାଜଧାନୀରେ ବର୍ଷା ପୁରୀ ବେଳାଭୂମିରେ ଡ୍ରେନ ପାଣି ମିଶୁଛି ଅନ୍ନପୂର୍ଣ୍ଣା ଥିଏଟର ବି ଗ୍ରୁପ ଦ୍ୱାରା ପ୍ରାୟୋଜିତ ଓ ଭୁବନେଶ୍ୱର…
Archives


