ଓଡ଼ିଶା: ଆଜିର ଫଟୋ ( ୧୮ ଅଗଷ୍ଟ, ୨୦୨୪ )
ପୁରୀ ଜିଲ୍ଲା ପିପିଲି ବାଇ ପାସରେ ଏକ ବିଲରେ ମହିଳାମାନେ ଧାନ ରୋଉଛନ୍ତି ଭୁବନେଶ୍ୱର ସୂଚନା ଭବନରେ ମନୋମାନିନୀ ପକ୍ଷରୁ ୩୩ ଟ୍ୟାଲେଣ୍ଟ ସର୍ଚ୍ଚ ପ୍ରତିଯୋଗୀତାରେ ପ୍ରତିଯୋଗୀମାନେ ପେଣ୍ଟିଙ୍ଗ କରୁଛନ୍ତି କଟକ ବକ୍ସି…
ଓଡ଼ିଶା: ଆଜିର ଫଟୋ ( ୧୭ ଅଗଷ୍ଟ, ୨୦୨୪)
ମହାପ୍ରଭୁଙ୍କ ହାତରେ ଆସନ୍ତା ରାକ୍ଷୀପୂର୍ଣ୍ଣିମାରେ ରାକ୍ଷୀ ବାନ୍ଧିବା ପାଇଁ ପାଟରା ସେବକ ତିନୋଟି ରାକ୍ଷୀ ପ୍ରସ୍ତୁତ କରୁଛନ୍ତି ପଶ୍ଚିମବଙ୍ଗରେ ଜଣେ ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ପରେ ହତ୍ୟା ଘଟଣାକୁ ନେଇ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନରେ ବିଭିନ୍ନ…
ଓଡ଼ିଶା: ଆଜିର ଫଟୋ ( ୧୫ ଅଗଷ୍ଟ, ୨୦୨୪)
ଭୁବନେଶ୍ୱର ପିଏମଜି ସ୍ଥିତ ଗାନ୍ଧୀମାର୍ଗରେ ୭୮ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ୭୮ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଭୁବନେଶ୍ୱରସ୍ଥିତ ଲୋକସେବା ଭବନରେ ରାଜ୍ୟସ୍ତରୀୟ ପଦକ ପ୍ରଦାନ ଉତ୍ସବ କଟକ ବାରବାଟୀ ଷ୍ଟାଡିଅମରେ ଅନୁଷ୍ଠିତ ୭୮ତମ ଜିଲାସ୍ତରୀୟ ସ୍ୱାଧୀନତା ଦିବସ…
ଓଡ଼ିଶା: ଆଜିର ଫଟୋ ( ୧୪ ଅଗଷ୍ଟ, ୨୦୨୪ )
ବନ୍ଦେ ମାତରଂ ପକ୍ଷରୁ ପିଏମଜିରେ ପଥ ପ୍ରାନ୍ତ ନାଟକ ମେରୀ ଜାନ୍ ହିନ୍ଦୁସ୍ତାନ୍ କଟକ ସିଲଭର ସିଟି ବୋଟ କ୍ଲବ ମହାନଦୀ ଜଳ ରାଶିରେ ସ୍କୁବା ଡାଇଭର୍ ସବୀର ବକ୍ସଙ୍କ ନେତୃତ୍ୱରେ ସ୍ୱାଧୀନତା ଦିବସ ପାଳନର ଅବ୍ୟବହିତ ପୂର୍ବରୁ…
ଓଡ଼ିଶା: ଆଜିର ଫଟୋ (୧୩ ଅଗଷ୍ଟ, ୨୦୨୪)
ଭୁବନେଶ୍ୱର ପିଏମଜିରେ ସ୍ୱାଧିନତା ଦିବସ ଉପଲକ୍ଷେ ପ୍ୟାରେଡ ଅଭ୍ୟାସ ଭଞ୍ଜକଳା ମଣ୍ଡପରେ କପିଳନାଥ ନାଟ୍ୟ ସଂସଦ ପକ୍ଷରୁ ଗୀତିନାଟ୍ୟ, “ମହାସତୀ ବୃନ୍ଦାବତୀ” ପରିବେଷଣ ବିଜେବି କଲେଜର ଆର୍ଟ୍ସ ବ୍ଲକରୁ ଏବିଭିପି ପକ୍ଷରୁ ବାହାରିଥିବା ତ୍ରିରଙ୍ଗା ଶୋଭାଯାତ୍ରା
ଓଡ଼ିଶା: ଆଜିର ଫଟୋ (୧୨ ଅଗଷ୍ଟ, ୨୦୨୪)
ଶ୍ରାବଣ ମାସ ସୋମବାରରେ ଲିଙ୍ଗରାଜ ମହାପ୍ରଭୁଙ୍କୁ ଜଳଲାଗି କରିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଭୁବନେଶ୍ୱରସ୍ଥିତ ରବିନ୍ଦ୍ରମଣ୍ଡପରେ ନୁପୁର ସାସ୍କୃତିକ ଅନୁଷ୍ଠାନ ପକ୍ଷରୁ ବାର୍ଷିକ ଉତ୍ସବ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମ ‘ମଲ୍ଲହାର-୨୦୨୪’ରେ ପରିବେଷିତ ଓଡ଼ିଶୀ ନୃତ୍ୟ ଭୁବନେଶ୍ୱରସ୍ଥିତ ସୂଚନା…
ଓଡ଼ିଶା: ଆଜିର ଫଟୋ (୧୧ ଅଗଷ୍ଟ, ୨୦୨୪)
୭୮ତମ ସ୍ୱାଧିନତାଦିବସ ଉପଲକ୍ଷେ ରାଜଧାନୀର ବିଭିନ ସ୍ଥାନରେ ପରେଡ ଅଭ୍ୟାସ ଚାଲିଛି
ଓଡ଼ିଶା: ଆଜିର ଫଟୋ ( ୧୦ ଅଗଷ୍ଟ, ୨୦୨୪ )
ଭୁବନେଶ୍ୱର ୟୁନିଟ ୯ ହାଟରେ ଗଣେଶ ପୂଜା ପାଇଁ କାରିଗରମାନେ ମାଟିରେ ଗଣେଶ ମୂର୍ତ୍ତି ତିଆରି କରୁଛନ୍ତି ଭୁବନେଶ୍ୱର ୟୁନିଟ – ୧ ହାଟ ଆଳୁ ଦୋକାନରେ ବିଏମସିର ରେଡ୍ ପୁରୀ ବେଳା ଭୂମିରେ ନୌସେନାର…
ଓଡ଼ିଶା: ଆଜିର ଫଟୋ ( ୭ ଅଗଷ୍ଟ, ୨୦୨୪ )
ଭୁବନେଶ୍ୱରସ୍ଥିତ ସୂଚନା ଭବନରେ ୧୦ମ ଜାତୀୟ ହସ୍ତତନ୍ତ ଦିବସ ପାଳିତ ପାରମ୍ପରିକ ଶାସ୍ତ୍ରୀୟ ଓଡ଼ିଶୀ ସଙ୍ଗୀତର ପରମ୍ପରା ସମ୍ପର୍କିତ ଅଲାଚନା ଚକ୍ର ଭୁବନେଶ୍ୱରସ୍ଥିତ ଉତ୍କଳ ରଙ୍ଗମଞ୍ଚରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ଅନୁଷ୍ଠିତ କଟକ…
ଓଡ଼ିଶା: ଆଜିର ଫଟୋ ( ୬ ଅଗଷ୍ଟ, ୨୦୨୪ )
କଟକ ଚୌଧୁରୀ ବଜାରସ୍ଥିତ ଖଦି ଦୋକାନରୁ ଗ୍ରାହକମାନେ ଜାତୀୟ ପତାକା କିଣୁଛନ୍ତି କଟକ କୁମ୍ଭାର ସାହି ଅଂଚଳରେ ଜଣେ ଶିଳ୍ପୀ ମା ଖୁଦୁରୁକୁଣୀଙ୍କ ମୁର୍ମୟୀ ପ୍ରତିମା ଗଢୁଛନ୍ତି ବ୍ରହ୍ମପୁର ଗୋଶାଣିନୁଆଗାଁ ସରସ୍ୱତୀ ଶିଶୁ…
ଓଡ଼ିଶା: ଆଜିର ଫଟୋ ( ୫ ଅଗଷ୍ଟ, ୨୦୨୪)
ରାଜଧାନୀ ଭୁବନେଶ୍ୱରରେ ପ୍ରବଳ ବର୍ଷା
ଓଡ଼ିଶା: ଆଜିର ଫଟୋ ( ୩ ଅଗଷ୍ଟ, ୨୦୨୪ )
ସରିଲା ମେଟଲ ମିଟ୍ ୨୦୨୪ର ପ୍ରିଲିମ୍ସ କଟକ ସିଡିଏ ନେତାଜୀ ସେତୁ କାଠଯୋଡ଼ି ନଦୀ ବାଲୁକାରେ କୁମ୍ଭୀରକୁ ଦେଖିବା ପାଇଁ ସେତୁ ଉପରେ ପ୍ରବଳ ଗହଳି ଫଳରେ ଟ୍ରାଫିକ ସମସ୍ୟା
Archives


