ଓଡ଼ିଶା: ଆଜିର ଫଟୋ (୨୨ ସେପ୍ଟେମ୍ବର, ୨୦୨୪)
ପିତୃପକ୍ଷରେ ବିନ୍ଦୁସାଗରରେ ଲୋକମାନେ ପିତୃପୁରୁଷଙ୍କୁ ପିଣ୍ଡଦାନ କରୁଛନ୍ତି
ଓଡ଼ିଶା: ଆଜିର ଫଟୋ ( ୨୧ ସେପ୍ଟେମ୍ବର, ୨୦୨୪ )
ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଆର୍ଟ ଭିଜନ ଅନୁଷ୍ଠାନ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ, ‘ସଙ୍ଗମ’ କଟକ ଖ୍ରୀଷ୍ଟିଆନ ପଡିଆରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ବିକାଶ ମେଳା ଓ ସମାବେଶକୁ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ଫିତା କାଟି…
ଓଡ଼ିଶା: ଆଜିର ଫଟୋ (୧୯ ସେପ୍ଟେମ୍ବର, ୨୦୨୪)
ଶରଧାବାଲି ଠାରେ ସରକାର ଙ୍କ ୧୦୦ ଦିନ ପୂର୍ତ୍ତି ଅବସର ରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ
ଓଡ଼ିଶା: ଆଜିର ଫଟୋ ( ୧୮ ସେପ୍ଟେମ୍ବର, ୨୦୨୪ )
କଟକ ଚାଉଳିଆଗଞ୍ଜରେ ଅନୁଷ୍ଠିତ ଖୁଦୁରୁକୁଣୀ ଭସାଣି ଶୋଭାଯାତ୍ରା ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ଭାରତୀୟ ଶାସ୍ତ୍ରୀୟ ସଂଗୀତ କାର୍ଯ୍ୟକ୍ରମ ‘ସାୱନ୍’ ପରିବେଷଣ
ଓଡ଼ିଶା: ଆଜିର ଫଟୋ ( ୧୭ ସେପ୍ଟେମ୍ବର, ୨୦୨୪ )
ଭୁବନେଶ୍ୱର ଜନତା ମଇଦାନଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ କଟକ ରାଣୀହାଟ କେନାଲ ରୋଡରେ ତେଲଗୁ ସମ୍ପ୍ରଦାୟ ପକ୍ଷରୁ ଅନୁଷ୍ଠିତ ଶୋଳପୁଅ ମା ଠାକୁରାଣୀ ପୂଜା କଟକ କୁମ୍ଭାର ସାହି…
ଓଡ଼ିଶା: ଆଜିର ଫଟୋ ( ୧୫ ସେପ୍ଟେମ୍ବର, ୨୦୨୪ )
କଟକ ଦେବୀଗଡା କାଠଯୋଡ଼ି ନଦୀ ତଟଠାରେ ପ୍ରଥମ ପର୍ଯ୍ୟାୟ ଗଣେଶ ମୁର୍ମୟୀ ପ୍ରତିମା ବିସର୍ଜନ ଶୋଭାଯାତ୍ରା ରାଜଧାନୀରେ ବର୍ଷା ରବୀନ୍ଦ୍ର ମଣ୍ଡପରେ ରାଜ୍ୟସ୍ତରୀୟ ଗୀତିନାଟ୍ୟ ଉତ୍ସବ
ଓଡ଼ିଶା: ଆଜିର ଫଟୋ ( ୧୪ ସେପ୍ଟେମ୍ବର, ୨୦୨୪ )
ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ରାଜ୍ୟସ୍ତରୀୟ ଗୀତିନାଟ୍ୟ ଉତ୍ସବ ଆଗକୁ ବିଶ୍ୱକର୍ମା ପୂଜା ୟୁନିଟ-୯ରେ ଜଣେ ଶିଳ୍ପୀ ମୂର୍ତ୍ତିରେ ଶେଷ ସ୍ପର୍ଶ ଦଉଛନ୍ତି ଆଇଏସ୍ଏଲ୍: ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଏକ ମ୍ୟାଚରେ ଓଡିଶା…
ଓଡ଼ିଶା: ଆଜିର ଫଟୋ (୧୨ ସେପ୍ଟେମ୍ବର, ୨୦୨୪)
ଶରତ ଋତୁର ଆଗମନରେ ମହାନଦୀ ତଟ ପାର୍ଶ୍ୱରେ ଶୋଭା ପାଉଥିବା କାଶତଣ୍ଡୀ ଫୁଲ ମନସିଂହପାଟଣା ଅଞ୍ଚଳରେ ତାରକସି କାରିଗରଙ୍କ ନୂତନ ଚାନ୍ଦି ମେଢ଼ କାର୍ଯ୍ୟ ଚାଲିଛି
ଓଡ଼ିଶା: ଆଜିର ଫଟୋ ( ୧୧ ସେପ୍ଟେମ୍ବର, ୨୦୨୪ )
କଟକ କୁମ୍ଭାର ସାହି ଅଂଚଳରେ ବିଶ୍ୱକର୍ମାଙ୍କ ମୁର୍ମୟୀ ପ୍ରତିମାଙ୍କୁ ରଙ୍ଗ ତୁଳୀରେ ରୂପରେଖ ଦେଉଥିବା ଶିଳ୍ପୀ ସୃଜନ ଦ୍ୱାରା ରବୀନ୍ଦ୍ର ମଣ୍ଡପରେ GKCM ପୁରସ୍କାର ମହୋତ୍ସବର ଉଦଯାପନୀ ଦିବସ ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ…
ଓଡ଼ିଶା: ଆଜିର ଫଟୋ ( ୧୦ ସେପ୍ଟେମ୍ବର, ୨୦୨୪ )
ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ଉତ୍ସବର ଷଷ୍ଠ ସନ୍ଧ୍ୟା କଟକ ସିଏମସି ହେଲଥ ସ୍କ୍ୱାର୍ଡ ପକ୍ଷରୁ ଲିଙ୍କ ରୋଡ ସ୍ଥିତ ଏକ ହୋଟେଲ ଉପରେ ଚଢ଼ାଉ କଟକ ମହାନଦୀ…
ଓଡ଼ିଶା: ଆଜିର ଫଟୋ (୭ ସେପ୍ଟେମ୍ବର, ୨୦୨୪ )
କଟକର ବିଭିନ୍ନ ସ୍ଥାନରେ ଗଣେଶ ପୂଜା ଭୁବନେଶ୍ୱରରେ ବିଭିନ୍ନ ସ୍ଥାନର ଗଣେଶ ପୂଜା ବ୍ରହ୍ମପୁର ସହରରେ ବିଭିନ୍ନ ସ୍ଥାନର ଗଣେଶ ମେଢ଼
ଓଡ଼ିଶା: ଆଜିର ଫଟୋ (୫ ସେପ୍ଟେମ୍ବର, ୨୦୨୪ )
ଭୁବନେଶ୍ୱରସ୍ଥିତ ୟୁନିଟ-୩ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଗୁରୁ ଦିବସ ପାଳିତ ଭୁବନେଶ୍ୱରସ୍ଥିତ ଲୋକସେବା ଭବନ କନ୍ଭେନସନ ସେଣ୍ଟରରେ ଆୟୋଜିତ ରାଜ୍ୟସ୍ତରୀୟ ଗୁରୁ ଦିବସ ଉତ୍ସବ ଓ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ ପାଳନ ଅବସରରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…
Archives


