ଓଡ଼ିଶା: ଆଜିର ଫଟୋ ( ୨୧ ଜୁନ୍, ୨୦୨୫ )
ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଗାନ୍ଧର୍ବ କଳା ମହୋତ୍ସବ କଳିଙ୍ଗ ଷ୍ଟାଡିୟମରେ ଆନ୍ତର୍ଜାତୀୟ ଯୋଗ ଦିବସ ସମାରୋହରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଓଡ଼ିଶା: ଆଜିର ଫଟୋ ( ୨୦ ଜୁନ୍, ୨୦୨୫ )
ରାଜଧାନୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ୱାଗତ ପାଇଁ ଲୋକଙ୍କ ଭିଡ ଓ ବିଭିର୍ନ ନୃତ୍ୟ ରାଜ୍ୟରେ ବିଜେପି ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ଭୁବନେଶ୍ୱରରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇଛନ୍ତି
ଓଡ଼ିଶା: ଆଜିର ଫଟୋ ( ୧୯ ଜୁନ୍, ୨୦୨୫ )
ଭୁବନେଶ୍ୱର ବାଣୀ ବିହାରରୁ ରସୁଲଗଡ ମଧ୍ୟରେ ଟ୍ରାଫିକ ଜାମ ମହାନଦୀ ମଧ୍ୟକୁ ଛଡା ଯାଉଥିବା କଟକ ସହରର ଆବର୍ଜନା ଜଳ
ଓଡ଼ିଶା: ଆଜିର ଫଟୋ ( ୧୬ ଜୁନ୍ , ୨୦୨୫ )
ମହାପ୍ରଭୁଙ୍କ ଜ୍ଵର ଉପଶମ ପାଇଁ ବଡ଼ ଓଡ଼ିଆ ମଠ ପକ୍ଷରୁ ବିଭିନ୍ନ ଜଡ଼ିବୁଟି ରେ ପ୍ରସ୍ତୁତ ଫୁଲୁରି ତେଲ ଶ୍ରୀ ମନ୍ଦିର କୁ ନିଆଯାଉଛି ମହାପ୍ରଭୁ ଙ୍କ ଅନବସର ସେବା ପାଇଁ ହାତୀ ଆଖଡ଼ାର ଶାଖା ମଠ ବିଶ୍ଵାମିତ୍ର ଆଶ୍ରମରୁ ଫଳ…
ଓଡ଼ିଶା: ଆଜିର ଫଟୋ (୧୫ ଜୁନ୍, ୨୦୨୫)
ରାଜଧାନୀରେ ରଜର ଦ୍ୱିତୀୟ ଦିନ ଜଣେ ଯୁବତୀ ତାଙ୍କ ବାପାଙ୍କୁ ଧରି ରାମ ମନ୍ଦିରରୁ ଦର୍ଶନ ସାରି ଫେରୁଛନ୍ତି ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଓଡ଼ିଆ ସାହିତ୍ୟ ଏବଂ ଭାଷା ବିଭାଗ ଦ୍ୱାରା ଆୟୋଜିତ ନାଟକ,…
ଓଡ଼ିଶା: ଆଜିର ଫଟୋ (୧୪ ଜୁନ୍, ୨୦୨୫)
ଭୁବନେଶ୍ୱର ଓ କଟକରେ ରଜ ପର୍ବ ପାଳନ ପୁରୀରେ କୁନି ଚିତ୍ରକାର ରଥର ପାର୍ଶ୍ୱ ଦେବତାଙ୍କୁ ରଙ୍ଗ ଦେଉଛନ୍ତି ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଓଡ଼ିଆ ସାହିତ୍ୟ ଏବଂ ଭାଷା ବିଭାଗ ଦ୍ୱାରା ଆୟୋଜିତ ନାଟକ…
ଓଡ଼ିଶା: ଆଜିର ଫଟୋ (୧୧ ଜୁନ୍, ୨୦୨୫)
ସ୍ନାନପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିର ସ୍ନାନବେଦୀରେ ଶ୍ରୀଜୀଉଙ୍କ ସ୍ନାନ ନୀତି ଭୁବନେଶ୍ୱରରେ ପ୍ରବଳ ବର୍ଷା ଲଳିତ କଳା ଏକାଡେମୀ ଦ୍ୱାରା ଭୁବନେଶ୍ୱର କଳିଙ୍ଗ ଆର୍ଟ ଗ୍ୟାଲେରୀରେ ‘ମୋ ସ୍ୱପ୍ନର ଓଡ଼ିଶା ୨୦୩୬’ ଚିତ୍ରକଳା ପ୍ରଦର୍ଶନୀରେ ଅଂଶ ଗ୍ରହଣ କରିଛନ୍ତି ଯୁବ ଚିତ୍ରକରମାନେ…
ଓଡ଼ିଶା: ଆଜିର ଫଟୋ (୧୦ ଜୁନ୍, ୨୦୨୫)
ଶ୍ରୀମନ୍ଦିର ସ୍ନାନ ପୂର୍ଣିମା ପାଇଁ ପ୍ରସ୍ତୁତ ଭୁବନେଶ୍ୱର ଗୀତାଗୋବିନ୍ଦ ସଦନରେ କେନ୍ଦ୍ର ସରକାରଙ୍କ ୧୧ ବର୍ଷ ଏବଂ ରାଜ୍ୟ ସରକାରଙ୍କ ୧ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ଫଟୋ ପ୍ରଦର୍ଶନୀକୁ ବୁଲି ଦେଖୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ…
ଓଡ଼ିଶା: ଆଜିର ଫଟୋ (୭ ଜୁନ୍, ୨୦୨୫)
KVK Auditoriumରେ ବିଶ୍ୱନାଥ ସଙ୍ଗୀତାଲୟ ବାର୍ଷିକ ଉତ୍ସବରେ ଅନୁଷ୍ଠାନର ନୃତ୍ୟ ଶିଳ୍ପୀଙ୍କ ଦ୍ୱାରା ପରିବେଷିତ ଓଡିଶୀ ନୃତ୍ୟ କଟକ ଏସସିବି ମେଡିକାଲରେ ରୋଗୀଙ୍କ ପାଇଁ ଉଦ୍ଧିଷ୍ଟ ବ୍ୟାଟେରୀ ଚାଳିତ ଗାଡି ବ୍ୟବହାର ହୋଇ ନ ପାରି ଖତ…
ଓଡ଼ିଶା: ଆଜିର ଫଟୋ (୬ ଜୁନ୍, ୨୦୨୫)
ଭୁବନେଶ୍ୱରସ୍ଥିତ ଭଞ୍ଜ କଳାମଣ୍ଡପରେ ସାଂସ୍କୃତିକ କାର୍ଯ୍ୟକ୍ରମ ‘MAKE THAT VIBE’ ରେ ଆୟୋଜିତ ସମ୍ବଲପୁରୀ ଓ ଓଡ଼ିଶୀ ନୃତ୍ୟ ଭୁବନେଶ୍ୱର ରେଳଭବନଠାରେ ଆୟୋଜିତ ନିଯୁକ୍ତି ମେଳାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଯୁକ୍ତି ପତ୍ର ପ୍ରଦାନ କରୁଛନ୍ତି ଭୁବନେଶ୍ୱରସ୍ଥିତ ରବିନ୍ଦ୍ରମଣ୍ଡପରେ କଳାଭୂମି…
ଓଡ଼ିଶା: ଆଜିର ଫଟୋ (୪ ଜୁନ୍, ୨୦୨୫)
ଭୁବନେଶ୍ୱର ୟୁନିଟ ୨ କଲୋନୀରେ ବର୍ଷାରେ ଏକ ଗଛ ଉପୁଡି ପଡିଛି
ଓଡ଼ିଶା: ଆଜିର ଫଟୋ (୩ ଜୁନ୍, ୨୦୨୫)
ରାଜଧାନୀରେ ପ୍ରବଳ ବର୍ଷା କଟକ ମକରବାଘ ସାହି କେନାଲ ରୋଡ୍ ପାର୍ଶ୍ୱରେ ସିଏମସି ପକ୍ଷରୁ ଜବର ଦଖଲ ଉଚ୍ଛେଦ କଟକ ଶୈଳବାଳା ମହିଳା ସ୍ୱୟଂଶାସିତ ମହାବିଦ୍ୟାଳୟ ପାର୍ଶ୍ୱରେ ଥିବା ମଧୁସୂଦନ ସଂଗ୍ରହାଳୟ ମୁଖ୍ୟ ଗେଟ୍…
Archives


